Daily Archives

ତୁଷୁରା ହସ୍ପିଟାଲରେ ଡାକ୍ତର ଦାବୀ ନେଇ ମନ୍ତ୍ରୀ ଟୁକୁନି ସାହୁଙ୍କୁ କଳାପତକା ପ୍ରଦର୍ଶନ : ୬ ଜଣ ଅଟକ

ତୁଷୁରା, (ମନୀଷ କୁମାର ସାହୁ) : ତୁଷୁରା ଡାକ୍ତରଖାନା ପ୍ରତି ସ୍ୱାସ୍ଥ୍ୟ ବିଭାଗ ଅବହେଳା କରୁଥିବାର ପ୍ରତିବାଦରେ ତୁଷୁରାରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଡାକ୍ତରଖାନାରେ ଡାକ୍ତର ଅଭାବ ପୂରଣ କରିବା ପାଇଁ ପ୍ରତିବାଦ କରି ଆସୁଥିବା ୟୁଥ ଏକ୍ସନ କମିଟି ଆଜି ମହିଳା ଓ ଶିଶୁ ବିକାଶ
Read More...

ପୁଲିସ ମୋବାଇଲ ୟୁନିଟ ଓ ଅବକାରୀ ବିଭାଗ ପକ୍ଷରୁ ଚଢାଉ : ୨୦ କ୍ଵିଣ୍ଟାଲ ମହୁଲ ପୋଚ ନଷ୍ଟ, ୧୦୦ ଲିଟର ରନ୍ଧା ମଦ ଜବତ

ତୁଷୁରା, (ମନୀଷ କୁମାର ସାହୁ) : ତୁଷୁରା ଅବକାରୀ ଥାନା ଅନ୍ତର୍ଗତ ଦେଓଗାଁ ବ୍ଲକ୍ କୁଳୁତାପଡ଼ା ପଞ୍ଚାୟତର ବନ୍ଧପଡା ଗାଁ’ରେ ଗୁରୁବାର ଦିନ ଅବକାରୀ ବିଭାଗ ଚଢ଼ଉ କରି ମଦ ଓ ମହୁଲ ପୋଚକୁ ଜବତ କରିଛି । ବଲାଙ୍ଗିର ପୁଲିସ ମୋବାଇଲ ୟୁନିଟ ଓ ତୁଷୁରା ଅବକାରୀ ବିଭାଗ ମିଳିତ ଭାବେ ଚଢ଼ଉ କରିଥିଲେ
Read More...

ଲଳିତ ନାୟକ ଶ୍ରମିକ କର୍ମଚାରୀ ମହାସଂଘ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ୱର୍ଗତ ଲଳିତ ନାୟକଙ୍କ ସ୍ମୃତିରେ ନାମିତ କରାଯାଇଥିବା ଲଳିତ ନାୟକ ଶ୍ରମିକ କର୍ମଚାରୀ ମହାସଂଘ ତରଫରୁ ତଥା ସ୍ମାଇଲ୍‌ ଫର୍‌ ଅଲ୍‌ ଅନୁଷ୍ଠାନର ସହଯୋଗରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ପରିସରରେ ରୋଗୀମାନଙ୍କ ସହାୟକ ଏବଂ ଭିକାରୀମାନଙ୍କୁ ସନ୍ଧ୍ୟା
Read More...

ଫାର୍ମାସିଷ୍ଟଙ୍କ ୬ଦଫା ଦାବୀ ନେଇ କଳାବ୍ୟାଜ୍ ପରିଧାନ : କାର୍ଯ୍ୟ ବନ୍ଦ ଆନ୍ଦୋଳନ ପାଇଁ ଚେତାବନୀ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ସମେତ ୬୪ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୫୧ଜଣ ଫାର୍ମାସିଷ୍ଟ ମାନେ ସେମାନଙ୍କ ବିଭିନ୍ନ ଦାବୀକୁ ତୁରନ୍ତ ପୂରଣ ନେଇ କଳାବ୍ୟାଚ ପରିଧାନ କରିଥିବା ଜଣାପଡିଛି । ଉକ୍ତଦାବୀ ଗୁଡିକ
Read More...

ରକ୍ତଦାନ କରି ଜନ୍ମଦିନ ପାଳିଲେ ସୁଜାତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଷ୍ଣୁମୁଣ୍ଡା ନିବାସୀ ବିଧାନ ଚନ୍ଦ୍ର ନାଏକଙ୍କ ଜ୍ୟେଷ୍ଠା କନ୍ୟା ତଥା ସରଗାଡ ନିବାସୀ ସୁମନ୍ତ ସାଏ ପଟେଲଙ୍କ ଧର୍ମପତ୍ନୀ ସୁଜାତା ନାଏକ ଏକ ନିଆରା ଢଙ୍ଗରେ ତାଙ୍କର ୩୯ତମ ଜନ୍ମ ବାର୍ଷିକ ପାଳନ କରିଛନ୍ତି । ସେ ସ୍ୱଇଚ୍ଛାରେ ବଲାଙ୍ଗିର ଭୀମଭୋଇ ମେଡିକାଲ
Read More...

ଦେଓଗାଁ ବ୍ଲକରେ ଆଜି ବି ମାତ୍ର ଜଣେ ଚିହ୍ନଟ : ପୁଣି ଜଣେ ଉଡାର ପଞ୍ଚାୟତରୁ ସଂକ୍ରମିତ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ମଧ୍ୟ ଦେଓଗାଁ ବ୍ଲକରେ ମାତ୍ର ଜଣେ କରୋନା ଚିହ୍ନଟ ହୋଇଛନ୍ତି । ଗତକାଲି ଭଳି ଆଜିର ଚିହ୍ନଟ ବ୍ୟକ୍ତି ଜଣକ ମଧ୍ୟ ଉଡାର ପଞ୍ଚାୟତର ବୋଲି ସରକାରୀ ରିପୋର୍ଟ ଆସିଛି ।
Read More...

ପ୍ରଧାନ ଶିକ୍ଷୟତ୍ରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସେବାଶ୍ରୀ ଭୋଇଙ୍କର କ୍ଲାସ ୧ ପାହ୍ୟାକୁ ପଦୋନ୍ନତି ହୋଇ ବରଗଡ଼ର ବରିଷ୍ଠ ବ୍ଲକ ଶିକ୍ଷା ଅଧିକାରୀ ହିସାବରେ ଅବସ୍ଥାପିତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ସମାଜସେବୀ ଗୋବିନ୍ଦ ପ୍ରସାଦ
Read More...

ଦିନ ମଜୁରିଆ ଗରିବ ଆଦିବାସୀ ବାସୁଦେବ ଧରୁଆଙ୍କୁ ଆବାସ ଯୋଜନାରେ ବାସ ଗୃହ ମିଳିବ କେବେ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେଉଛନ୍ତି ହେଲେ ପ୍ରକୃତ ହିତାଧିକାରୀ ଯୋଜନାରୁ ବଂଚିତ ହୋଇଛନ୍ତି । ଯାହାଫଳରେ ପ୍ରକୃତ ଯୋଗ୍ୟ ହିତାଧିକାରୀ ଭାଗ୍ୟକୁ ଆଦରି ନେଉଛନ୍ତି । ସରକାରଙ୍କ ନିୟମାନୁସାରେ ସାମାଜିକ
Read More...

କୃଷକ ଉତ୍ପାଦକ ସଂଘ ପ୍ରୋତ୍ସାହନ ପାଇଁ ସଚେତନତା ବୈଠକ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ଗଜବାହାଲ ପଞ୍ଚାୟତ ସଭାଗୃହ ଠାରେ କୃଷକ ଉତ୍ପାଦକ ସଂଘ ଓ ପ୍ରେତ୍ସାହନ ଓ ବିକାଶ ପାଇଁ ଭାରତ ସରକାର ଓ ନବାର୍ଡ ଅନୁଷ୍ଠାନ ମିଳିତ ଆନୁକୂଲ୍ୟରେ କାର୍ୟ୍ୟକାରୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ପକ୍ଷରୁ ଆଜି କୃଷକ
Read More...

ଭଙ୍ଗା ଘରେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକମାନଙ୍କ ପାଇଁ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇ ଦେଉଥିବା ବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କଅସର ପଞ୍ଚାୟତ ଭେଜିପଦର ଗ୍ରାମରେ ବସବାସ କରୁଛନ୍ତି ବୃଦ୍ଧ ପମ୍ପତି ଜଗମନ ମହାକୁର(୫୮), ଅଏଲା ମହାକୁର(୫୪) ।
Read More...