Daily Archives

ଶୋଚନୀୟ ଅବସ୍ଥାରେ ବରଗାଁ – ଡ଼ଙ୍ଗରମୁଣ୍ଡା ରାସ୍ତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରିଛନ୍ତି ହେଲେ ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ଗ୍ରାମାଞ୍ଚଳର ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ଜାତୀୟ
Read More...

ବହୁ ଚର୍ଚ୍ଚିତ ସପନା ଅଗ୍ରୱାଲ ପୁଣି ଜେଲ ଗଲେ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ଼ ଉପକାରାଗାରରେ ଲଭ୍-ସେକ୍ସ- ଧୋକା ପରି ଗୁରୁତର ଅଭିଯୋଗ ଆଣି ସହରରେ ହଇଚଇ ସୃଷ୍ଟି କରିଥିବା ସପନା ଅଗ୍ରୱାଲକୁ ପୋଲିସ ପୁଣି ଥରେ ଗିରଫ କରି କୋର୍ଟ ଚାଲାଣ ପରେ ଜେଲ୍ ପଠାଇ ଥିବା ସୂଚନା ରହିଛି । କୋର୍ଟର ଆଦେଶକୁ ଉଲଂଘନ କରିଥିବା ଅଭିଯୋଗରେ ପୋଲିସ
Read More...

ନାଏବ ସରପଞ୍ଚ ଗୁରୁଚରଣ ମହାନ୍ତିଙ୍କର ଦେହାନ୍ତ

କଟକ : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ହଳଦିଆ ପଞ୍ଚାୟତ ନାଏବ ସରପଞ୍ଚ ଗୁରୁଚରଣ ମହାନ୍ତିଙ୍କର ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା, ସ୍ଥାନୀୟ ସରପଞ୍ଚ ସୁମିତ୍ରା ଖୁଣ୍ଟିଆ, ସମିତ ସଭ୍ୟ ଶିବ ନାରାୟଣ
Read More...

ହରିଜନ ସମିତି ସଭ୍ୟାଙ୍କ ଉପରେ ମରଣାନ୍ତକ ଆକ୍ରମଣ ଉଦ୍ୟମ ଓ ଜାତି ଆକ୍ଷେପ କରି ଅଶ୍ଲୀଳ ଭାଷାରେ ଗାଳି ଗୁଲଜ ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ଲରମ୍ଭା ଥାନା ଅନ୍ତର୍ଗତ ବାଘମୁଣ୍ଡ ଗ୍ରାମର ଜଣେ ହରିଜନ ସମିତି ସଭ୍ୟାଙ୍କ ସହ ତାଙ୍କ ପରିବାର ଲୋକଙ୍କୁ ମାରଣାନ୍ତକ ଆକ୍ରମଣ ଉଦ୍ୟମ କରିବା ସହ ଜାତି ଆକ୍ଷେପ କରି ଅଶ୍ଲିଲ ଭାଷାରେ ଗାଳି ଗୁଲଜ ନେଇ ଲରମ୍ଭା ଥାନାରେ ଏତଲା ଦିଆଯାଇଥିବା ଜଣାପଡ଼ିଛି । ଅଭିଯୋଗ
Read More...

ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ସହରର ରାସ୍ତା, ନାଳ, ନର୍ଦ୍ଦମା ତଦାରଖ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ମଧ୍ୟାହ୍ନରେ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ବଲାଙ୍ଗିରରେ ଚାଲିଥିବା ଦୁଇଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ବୁଲି ଦେଖିଥିଲେ । ଏହା ସହ ସହରର ବିପର୍ୟ୍ୟସ୍ତ ହୋଇଯାଇଥିବା ରାସ୍ତାଘାଟ, ନାଳ ନର୍ଦ୍ଦମା ତଥା ନୂଆ ତିଆରି ହୋଇଥିବା ରାସ୍ତା ମାନ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୩୬, ବଲାଙ୍ଗିର ପୌରାଂଚଳରୁ ୫ ଜଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୫ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧୦ରୁ ଜଣେ, ୧୫ରୁ ୩ ଜଣ ଓ ୧୮ରୁ ଜଣେ ଆକ୍ରାନ୍ତ ହୋଇଛନ୍ତି ।
Read More...

ଆଇଜିଏସଏସଏସ ପକ୍ଷରୁ ରିଲିଫ ସାମଗ୍ରୀ ବଣ୍ଟନ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ଇଣ୍ଡିଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ଏହି ଜିଲ୍ଲାର କର୍ଲାମୁଣ୍ଡା ମ.ରାମପୁର ଓ ନର୍ଲା ବ୍ଲକର ୮୨ଟି ଗ୍ରାମରେ ଚାଲିଥିବା ସୁପୋଷଣ କାର୍ୟ୍ୟକ୍ରମ ଅନୁଯାଇ ହିତାଧିକାରୀ ମାନଙ୍କୁ ମାଗନା ରିଲିଫ ବଣ୍ଟନ କରାଯାଇ ଏହି କାର୍ୟ୍ୟକ୍ରମକୁ ରେଗଡା
Read More...

୪ ଫୁଟର ନାଗ ସାପ ଉଦ୍ଧାର କଲେ ବିକି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମର ରାଜ କିଶୋର ବେହେରାଙ୍କ ବାଇକରେ ଏକ ସାପ ଥିବାର ଦେଖିବାକୁ ପାଇଥିଲେ ପରିବାର ଲୋକେ । ତେବେ ଖବର ପାଇବା ପରେ ସାପଧରାଳି ବିକି ନାଗ ଘଟଣା ସ୍ଥାନକୁ ଆସି ବାଇକ ଭିତରୁ ୪ ଫୁଟର ଏକ ନାଗ ସାପ ଉଦ୍ଧାର
Read More...

ସ୍ଥାନାନ୍ତର ହେବ ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡାର ମୂର୍ତ୍ତି

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡାର ମୂର୍ତ୍ତି ରାଜଭବନ ଛକକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି । ତେବେ ସ୍ମାର୍ଟ ସିଟି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ରାସ୍ତାକୁ ପ୍ରଶସ୍ତୀକରଣ କରିଯାଉଥିବାରୁ ଘୋଡ଼ାକୁ ସ୍ଥାନାନ୍ତର କରାଯିବ । ଛଅ ମାସ ତଳେ
Read More...

ଅସହାୟ ମହିଳାଙ୍କୁ ସହାୟତାର ହାତ ବଢାଇଲେ ବାବୁଲି ମଣ୍ଡଳ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ଯୋରାଡବରା ପଞ୍ଚାୟତର ସିଲେଟପଡା ଗ୍ରାମର ଜଣେ ଅସହାୟ ବିଧବା ମହିଳା ସେବତୀ ସୁନା(ପଦ୍ମା)ଙ୍କୁ ଚିକିତ୍ସା ପାଇଁ ଭବାନୀପାଟଣାର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ପରିବାର ଲୋକେ ଚିକିତ୍ସା ପାଇଁ
Read More...