Daily Archives

ସାବାସ ସାଇଚନ୍ଦନ ସାବାସ : ୯ ବର୍ଷ ବୟସରେ ଚିତ୍ର ମାଧ୍ୟମରେ କରୋନା ସଚେତନତା ସୃଷ୍ଟି ସହ ଗଛର ଯତ୍ନ ନେଉଛନ୍ତି ସାଇ…

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ମହାମାରୀ ଯୋଗୁଁ ସ୍କୁଲ କଲେଜରେ ପାଠ ପଢା ଠପ୍‌ ହୋଇପଡିଛି । ଯାହା ଫଳରେ ଅନେକ ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ପାଠ ପଢୁଛନ୍ତି । ହେଲେ ସ୍କୁଲ ବନ୍ଦ ଯୋଗୁଁ ଜଣେ ୯ ବର୍ଷର ପିଲା ଚିତ୍ର ଅଙ୍କନ ମାଧ୍ୟମରେ କରୋନା ସଚେତନତା କରୁଥିବା ବେଳେ ପାଠ
Read More...

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ : ଚତୁର୍ଥ ଦିନରେ ବି ବର୍ଷା ସାଜିଲା ବାଧକ

ଆଜିର ମ୍ୟାଚ୍ ଆରମ୍ଭ ନ ହୋଇ ଷ୍ଟାମ୍ପସ୍ ସାଉଥମ୍ପଟନ : ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଲଗାତାର ଭାବେ ବର୍ଷା ସାଜିଛି ବାଧକ । ଇଂଲଣ୍ଡର ସାଉଥମ୍ପଟନରେ ଖେଳାଯାଉଥିବା ଏହି ବଡ ମୁକାବିଲାର ଆଜି ଚତୁର୍ଥ ଦିନ ଥିବା ବେଳେ ଆଜି ମଧ୍ୟ ବର୍ଷା କାରଣରୁ ମ୍ୟାଚ୍ ଖେଳାଯାଇ ପାରି ନାହିଁ । ୪ଦିନ
Read More...

ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଦ୍ୱାଦଶ ଦିବସରେ ସୃତିସଭା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତ ଅନ୍ତର୍ଗତ ବାଦପଲ୍ଲୀ ଗ୍ରାମ ଠାରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସ୍ୱର୍ଗତ ଇଂ ଅଶୋକ କୁମାର ପାହାନଙ୍କ ଦ୍ୱାଦଶ ଦିବସରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଅନୁସୂଚିତ ଜାତି ଭାଜପା ରାଜ୍ୟ ସମ୍ପାଦକ
Read More...

ଦେଓଗାଁ ସିଏଚସିରେ ଆରମ୍ଭ ହେଲା ୧୮ରୁ ୪୪ବର୍ଗର ଟୀକାକରଣ : ପ୍ରଥମ ଦିନରେ ଟୀକା ନେଲେ ୧୪୦ଜଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୋମବାର ଦିନରୁ ଯୁବ (୧୮ରୁ ୪୪) ବର୍ଗର ଲୋକଙ୍କୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ମୋଟ ୧୫୦ଙ୍କୁ ଟୀକା ଦେବାକୁ ପ୍ରସ୍ତୁତ କରାଯାଇଥିଲା । ଏହା ମଧ୍ୟରୁ ୭୫ଜଣ ପୂର୍ବ ଦିନରୁ ସ୍ଲଟ ବୁକିଂ କରିଥିଲେ । ହେଲେ
Read More...

ରମ୍ଭାରେ ଯୋଗ ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ସହରର ଦଳବେହେରା ମାର୍କେଟ କମ୍ପ୍ଲେକ୍ସ ପରିସରରେ ପବିତ୍ର ସପ୍ତମ ବିଶ୍ୱ ଯୋଗ ଦିବସ ଅବସରରେ ଗାୟତ୍ରୀ ପରିବାର ବିଶ୍ୱମଙ୍ଗଳ ଗୋ-କଲ୍ୟାଣ ସମିତି ଓ ପତଞ୍ଜଳି ଯୋଗ ଶିବିର ରମ୍ଭା ଓ ଲଣ୍ଡନ କିଡ଼ସ ଶିକ୍ଷନୁଷ୍ଠାନର ମିଳିତ ସହଯୋଗରେ ଗଞ୍ଜାମ ବ୍ଲକ
Read More...

ସଇଁନ୍ତଲାରେ ୧୮ ବର୍ଷ ଉର୍ଦ୍ଧ ବ୍ୟକ୍ତିମାନଙ୍କୁ କୋଭିଡ ଟିକାକରଣ, କରୋନା କଟକଣା ଫୁ..

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ପ୍ରଥମ ପର୍ୟ୍ୟାୟରେ ୧୮ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିମାନଙ୍କୁ କୋଭିଡ଼ ଟିକା ଦିଆଯାଇଥିଲା । ସ୍ଥାନୀୟ ସ୍ୱସ୍ଥ୍ୟ ବିଭାଗର ଉପସ୍ଥିତରେ ୧୦୦ ଜଣଙ୍କୁ ଟିକା
Read More...

ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଅଞ୍ଚଳର ବିକାଶ ହୋଇ ପାରୁନାହିଁ : ସାଧାରଣରେ ଆଲୋଚନା

ନୂଆପଡା, (ନିରୋଜ କୁମାର ପାଣୀ) : କୋମନା ବ୍ଲକ ଅନ୍ତର୍ଗତ ଲଖନା ଗ୍ରାମ ପଞ୍ଚାୟତ ବନ ଜଙ୍ଗଲରେ ଘେରା ପ୍ରାକୃତିକ ସବୁଜିମା ବେଷ୍ଟିତ ଏକ ଆଦିବାସୀ ଓ ହରିଜନ ବହୁଳ ଅଞ୍ଚଳ । ଏଠାରେ ଉନ୍ନୟନର ସମସ୍ତ ଆନୁସଙ୍ଗିକ ସୁବିଧା ଥିଲେ ସୁଦ୍ଧା ଜନପ୍ରତିନିଧିମାନଙ୍କ ନୀରବତା ଓ ଜିଲ୍ଲା ପ୍ରଶାସନର
Read More...

ଟିଟିଲାଗଡ ବିଜେପି ତରଫରୁ ବିଶ୍ୱ ଯୋଗ ଦିବସ ପାଳିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଉପଲକ୍ଷେ ସର୍ବତ୍ର ଅନେକ ଉତ୍ସାହର ସହିତ ଯୋଗ ଦିବସ ପାଳିତ ହୋଇଛି । ଟିଟିଲାଗଡ ନଗର ବିଜେପି ତରଫରୁ ମଧ୍ୟ ସ୍ଥାନୀୟ ଘଣ୍ଟାସୁନି ମନ୍ଦିରରେ ଅନେକ ଉତ୍ସାହର ସହିତ ଯୋଗ ଦିବସ ପାଳିତ ହୋଇଛି । ଟିଟିଲାଗଡ ନଗର ବିଜେପି ସଭାପତି
Read More...

ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସାମଗ୍ର ବିଶ୍ୱରେ ଜୁନ୍ ୨୧ ତାରିଖରେ ଯୋଗ ଦିବସ ପାଳିତ ହୋଇ ଆସୁଥିବା ବେଳେ ସୁସ୍ଥତା ପାଇଁ ଯୋଗ ବାର୍ତ୍ତାରେ ଆଜି ପାଳିତ ହୋଇଛି ଆନ୍ତର୍ଜାତୀୟ ଯୋଗ ଦିବସ । ଶାରୀରିକ କ୍ରିୟାରେ ସଂହତି ଓ ରୋଗ ପ୍ରତିରୋଧକ ଶକ୍ତିରେ ବୃଦ୍ଧି ସହ ମାନସିକ ଦକ୍ଷତାରେ
Read More...

ଦେଓଗାଁ ବ୍ଲକରେ ଆଜି ୩ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ଦେଓଗାଁ ବ୍ଲକରେ ୩ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଜରାସିଂହା ପଞ୍ଚାୟତରେ ୨ଜଣ ଓ କୁଳୁତାପଡ଼ା ପଞ୍ଚାୟତରେ ଜଣେ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟ ଆସିଛି ।
Read More...