Daily Archives

ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଂଘର ପ୍ରତିଷ୍ଠା ଦିବସ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଦେଓଗାଁ ବ୍ଲକ୍ ଅନ୍ତର୍ଗତ ଖଲିଆପାଲିରେ ଅଖିଳ ଭାରତୀୟ ଗୋଣ୍ଡବାନା ଗୋଣ୍ଡ ମହାସଂଘର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦେଓଗାଁ ବ୍ଲକ୍ ଗୋଣ୍ଡାବାନା ଗୋଣ୍ଡ ମହାସଂଘର ସଭାପତି ସୁରଥ ଧରୁଆ ଯୋଗଦେଇ ଗୋଣ୍ଡ ସପ୍ତରଙ୍ଗି ଖଣ୍ଡା ଉତ୍ତୋଳନ
Read More...

ଦୁଇ ଅସହାୟ ମହିଳାଙ୍କୁ ସହାୟତା କଲେ ସମାଜ ସେବୀ ଶ୍ରୀକର ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇନ୍ତଲା ବ୍ଲକ୍‌ର ରଣ୍ଡା ଗାଁରେ ରହନ୍ତି ସ୍ୱାମୀହରା ଉର୍‌କୁଲି ନନ୍ଦ । ତିନୋଟି ପୁଅ ସହ ତାଙ୍କ ସଂସାର । ବଡପୁଅ ଶମ୍ଭୁର ତିନୋଟି ଝିଅ, କୁକୁଡା କୋକାନ କରି ଚଳୁଥିଲେ । ଏକ ଅଜଣା ଗାଡିର ଧକ୍କାରେ ତାଙ୍କର ମେରୁଦଣ୍ଡ ଭାଙ୍ଗିଗଲା ।
Read More...

ମାଁ ମେଟାକାନି ମନ୍ଦିର ଯୋଗ କମିଟି ତରଫରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ମାଁ ମେଟାକାନି ମନ୍ଦିର ଯୋଗ କମିଟି ତରଫରୁ ସ୍ଥାନୀୟ ହାଟପଦାପଡା ପାର୍କଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ କମିଟିର ସଭାପତି ଲୋଟସ ଷଢଙ୍ଗି ଏହି କାର୍ୟ୍ୟକ୍ରମରେ ଯୋଗ ଦେଇ ସମସ୍ତଙ୍କୁ ପ୍ରତହ୍ୟ ଯୋଗ କରିବା
Read More...

ରିନବଚନ ଓ ବିରମୁଣ୍ଡାର ଦୁଇଟି ରାସ୍ତା ଉଦ୍‌ଘାଟନ ଓ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ଦେଲେ ନରସିଂହ

ସବୁ ଗାଁକୁ ରାସ୍ତା ଓ ପାନୀୟ ଜଳ ନିଶ୍ଚିତ କରାଯିବ - ନରସିଂହବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଜି ମାଧିଆପାଲି ପଞ୍ଚାୟତର ରିନବଚନ ଓ ବିରମୁଣ୍ଡା ଠାରେ ଦୁଇଟି ଗ୍ରାମ୍ୟ ରାସ୍ତାର ଉଦ୍‌ଘାଟନ କରିଛନ୍ତିି । ରୁରାଲ ୱାର୍କ୍ସ ଡିଭିଜନ ଦ୍ୱାରା ନିର୍ମିତ ଏହି
Read More...

ବଲାଙ୍ଗିର ଜିଲ୍ଲାରେ ୩୦ ଜଣ ନୂଆ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୩୦ ଜଣ ନୂଆ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଆଗଲପୁର ବ୍ଲକରେ ଜଣେ, ବଲାଙ୍ଗିର ପୌରାଂଚଳରେ ୪ ଜଣ, ବଙ୍ଗୋମୁଣ୍ଡା ବ୍ଲକରେ ୨ ଜଣ, ବେଲପଡ଼ା ବ୍ଲକରେ ୪ ଜଣ, ଦେଓଗାଁରେ ୩ ଜଣ, ଖପ୍ରାଖୋଲ ବ୍ଲକରେ ୬
Read More...

ରାଷ୍ଟ୍ରୀୟ ମାନବ ଅଧିକାର ସଂଗଠନର ବରଗଡ ଜିଲ୍ଲା ଅଧ୍ୟକ୍ଷ ହେଲେ ପରିବେଶ କର୍ମୀ ରାଜକୁମାର ସେଠ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ପ୍ରଦେଶରେ ସଦା ସର୍ବଦା ଲୋକଙ୍କ ସେବାରେ ଯୋଡ଼ି ହୋଇ, ଅନେକ ସମସ୍ୟାକୁ ସଠିକ ରୂପେ ସମାଧାନ କରି ଚାଲିଥିବା ଲୋକନାଥ ଶଙ୍କର ସିଂହ ଅନୁମୋଦନ କ୍ରମେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଆରଥା ମାଥୁର ଓଡ଼ିଶା ପ୍ରଦେଶର ସୂଚନା ଅଧିକାର, ମାନବାଧିକାର ଏବଂ ପରିବେଶ
Read More...

ଆର୍ନ୍ତଜାତିକ ଯୋଗ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଳପୁରରେ ମିଳିତ ଭାବେ ସପ୍ତମ ଆର୍ନ୍ତଜାତିକ ଯୋଗ ଦିବସ ପାଳନ କରାଯାଇଥିଲା । ଭାରତୀୟ ଜନତା ପାର୍ଟି ଜଗଦଳପୁର ମଣ୍ଡଳ, ହସ୍ପିଟାଲ ଜଗଦଳପୁର ଏବଂ ଇ/୧୮୯ ବାଟାଲିୟନ ଜଗଦଳପୁରଙ୍କ ଦ୍ୱାରା ମିଳିତ ଭାବେ ପାଳନ କରାଗଲା ।
Read More...

ସଫା ହେଉନାହିଁ ବ୍ରିଜ ଉପର ବାଲି, ବଢୁଛି ଦୁର୍ଘଟଣାର ସମ୍ଭାବନା

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ବାସୀଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ତଥା ଦୀର୍ଘ ବର୍ଷର ଦାବୀ ପୂରଣ ହୋଇ ସାରିଛି । ରେଳବାଇ ଓଭର ବ୍ରିଜ ନିର୍ମାଣ ସଂପୂର୍ଣ୍ଣ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ମାର୍ଚ୍ଚ ୧୦ ତାରିଖରେ ଭର୍ଚୁଆଲ ଉଦ୍‌ଘାଟନ ମଧ୍ୟ ସରିଛି । ଉଦ୍‌ଘାଟନ
Read More...

ଗାଁ କଲ୍ୟାଣ ସମିତି ଜରିଆରେ କରୋନା ସଚେତନତା ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୁକୁରାମୁଣ୍ଡା ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ଆଜି ବୁକୁରାମୁଣ୍ଡା ଗାଁରେ ବସବାସ କରୁଥିବା ଜନସାଧାରଣଙ୍କୁ ମହାମାରୀ କରୋନା ସକାଶେ ସଚେତନତା କରିବା ପାଇଁ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମତୀ କବିତାଞ୍ଜଳି
Read More...

ଦୁଲଦୁଲି କଳା ପରିଷଦ ତରଫରୁ କଳାକାରଙ୍କୁ ସହାୟତା ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାଂପ୍ରତିକ କରୋନା ସମୟରେ ସବୁ ବର୍ଗର ଲୋକେ ଆର୍ଥିକ ସ୍ତରରେ ପ୍ରଭାବିତ ହୋଇଛନ୍ତି । ତେବେ ସର୍ବାଧିକ କଳାକାରମାନେ ପ୍ରଭାବିତ ହୋଇଛନ୍ତି । ପ୍ରାୟ ଦୁଇ ବର୍ଷ ହେବ କୌଣସି ପ୍ରକାର ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜିତ ହୋଇନାହିଁ । ଫଳରେ କଳାକାରମାନଙ୍କ
Read More...