ସଇଁନ୍ତଲାରେ ୧୮ ବର୍ଷ ଉର୍ଦ୍ଧ ବ୍ୟକ୍ତିମାନଙ୍କୁ କୋଭିଡ ଟିକାକରଣ, କରୋନା କଟକଣା ଫୁ..

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ପ୍ରଥମ ପର୍ୟ୍ୟାୟରେ ୧୮ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିମାନଙ୍କୁ କୋଭିଡ଼ ଟିକା ଦିଆଯାଇଥିଲା । ସ୍ଥାନୀୟ ସ୍ୱସ୍ଥ୍ୟ ବିଭାଗର ଉପସ୍ଥିତରେ ୧୦୦ ଜଣଙ୍କୁ ଟିକା ଦିଆଯାଇଥିଲା ହେଲେ କରୋନା ମହାମାରୀକୁ ସରକାରଙ୍କ ପକ୍ଷରୁ ସଚେତନତା କରାଯାଉଥିବା ବେଳେ କରୋନା କଟକଣା ଫୁ ଭଳି ପରିଲକ୍ଷିତ ହୋଇଥିଲା । ସକାଳୁ ସକାଳୁ ଲୋକଙ୍କ ଲମ୍ବା ଲାଇନରେ ସାମାଜିକ ଦୂରତା ମଧ୍ୟ ଲୋକେ ପାଳନ କରିନଥିଲେ ।

Leave A Reply

Your email address will not be published.

15 − ten =