Daily Archives

ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ : ଦେଶର ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ସବୁ ନାଗରିକଙ୍କୁ ମାଗଣା ଟିକା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍‌ନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି ଦେଶର ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ସବୁ ନାଗରିକଙ୍କୁ ମାଗଣା ଟିକା ଦିଆଯିବାକୁ ଘୋଷଣା କରିଛନ୍ତି । କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ବି ସାମାଜିକ ଦୂରତା ପାଳନ କରିବା, ମାସ୍କ
Read More...

ସମ୍ବଲପୁରୀ ଗୀତ “ତୁୁଇ ଚାଲିଆ”

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶାର ପ୍ରଥମ ଭିଜୁଆଲ ଇଫେକ୍ଟରେ ତିଆରି ହୋଇଥିବା ସମ୍ବଲପୁରୀ ଗୀତ “ତୁଇ ଚାଲିଆ” । ଏହାର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ଆର.ଜେ.ମନିଷ ଓ ଭିରୋନିକା ରୋସନ । ଏହାକୁ ସଙ୍ଗୀତରେ ସଜେଇଛନ୍ତି ଆନନ୍ଦ ଜାଲ । ଏହାର ଭିଜୁଆଲ କାମ ମୁମ୍ବାଇରେ
Read More...

ପୁଣି ଜଣେ କୋଭିଡ ଯୋଦ୍ଧା ଚାଲିଗଲେ : ଡି.ଏସ.ପି. ଶେଷଦେବ ବରିହା ଆଉ ନାହାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ଜଣେ କୋଭିଡ ଯୋଦ୍ଧାଙ୍କୁ ଜଗତରୁ ଛଡେ଼ଇ ନେଲା କରୋନା । ବଲାଙ୍ଗିର ଡି.ଏସ.ପି.(ଏଚ୍‌.ଆର୍‌.ପି.ସି.) ଶେଷଦେବ ବରିହାଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ କରୋନା ଆକ୍ରାନ୍ତ ହେବା ପରେ ସେ ଭୁବନେଶ୍ୱର ଆପୋଲୋ ହସ୍‌ପିଟାଲ୍‌ରେ
Read More...

ଚିନ୍ତାରେ ସାବିତ୍ରୀ : କିପରି ପୂଜା ପାଇବେ ସତ୍ୟବାନ, ଗୋଟିଏ ଦିନରେ ସୂର୍ଯ୍ୟପରାଗ ଓ ସାବିତ୍ରୀ ପର୍ବ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଜୁନ ୧୦ ତାରିଖରେ ସାବିତ୍ରୀ ବ୍ରତ ସହିତ ସୂର୍ୟ୍ୟପରାଗ ପଡୁଛି । ଏହି ଚିନ୍ତାରେ ଏବେ ଅଛନ୍ତି ସାବିତ୍ରୀମାନେ । ଅନ୍ୟପଟେ ଲକଡାଉନ ଲାଗି ଚୁଡ଼ି ଓ ଲୁଗାଦୋକାନ ବନ୍ଦ । ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥି ବହୁତ ଖାସ । ହିନ୍ଦୁ ଧର୍ମରେ ଏହାକୁ
Read More...

ବିବାହିତା ମହିଳାଙ୍କୁ ହତ୍ୟା ଅଭିଯୋଗ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଲୋଇସିଂହା ବ୍ଲକ କୁଶଙ୍ଗ ଗ୍ରାମରେ ଜନୈକ ବିବାହିତା ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ମୃତା ମହିଳାଙ୍କ ବାପଘର ଲୋକେ ବଲାଙ୍ଗିର ସଦର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାଯାଇଛି । ଲୋଇସିଂହା ଥାନା
Read More...

ଜନ୍ମଦିନ ଅବସରରେ ସଚେତନ କରିବା ସହ ମାକ୍ସ ବଣ୍ଟନ କଲେ ଅଭିଜିତ ସତୀଶ କୁମାର ନାଏକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ତାଲପାଲି ପଞ୍ଚାୟତ ଅଧିନରେ ଥିବା ତେଲିପୁଖା ପାଣି ଗ୍ରାମର ଅଭିଜିତ ସତୀଶ କୁମାର ନାଏକ ଜଣେ ଅଧ୍ୟାପକ ଅଟନ୍ତି । ତାଙ୍କ ଜନ୍ମଦିନ ଅବସରରେ ସେ ନିଜ ଗ୍ରାମରେ ମାକ୍ସ ବଣ୍ଟନ କରିବା ସହିତ ଗ୍ରାମବାସୀ
Read More...

ରାଧାକୃଷ୍ଣ ମନ୍ଦିର ଠାରେ ଅମୃତ ଧାରା ପ୍ରକଳ୍ପ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଭୀମ ଭୋଇ ମେଡିକାଲ କଲେଜ ହସ୍‌ପିଟାଲ ସମ୍ମୁଖରେ ଥିବା ରାଧାକୃଷ୍ଣ ମନ୍ଦିର ଠାରେ ଏକ ଅମୃତଧାରା ପ୍ରକଳ୍ପ ବଲାଙ୍ଗିରର ଉପଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ତୁଷୁରା ତହସିଲଦାର ଚନ୍ଦ୍ରମଣି ନାଗଙ୍କୁ କୋଭିଡ୍‌
Read More...

ଧାନ କିଣା ସମସ୍ୟାକୁ ନେଇ ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଭେଟିଲା କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲାରେ ରବିଋତୁରେ ଅମଳ ହୋଇଥିବା ଧାନକୁ ଚାଷୀମାନେ ବିକ୍ରୟ କରିବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଧାନକିଣା କୁ ନେଇ ପ୍ରଶାସନ ତରଫରୁ ହେଉଥିବା ଅବହେଳାକୁ ବର୍ଦ୍ଦାଶ କରାଯିବ ନାହିଁ ବୋଲିି କିସାନ କଂଗ୍ରେସ
Read More...

ବିଏସ୍‌ ଏରୋବିକ୍‌ ତରଫରୁ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ମହାମାରୀ ସମୟରେ ବିଭିନ୍ନ ସାମାଜିକ ସଂଗଠନ ତରଫରୁ ସହଯୋଗର ହାତ ବଢାଇଥିବା ବେଳେ କ୍ଲବପଡା ସ୍ଥିତ ବିଏସ୍‌ ଏରୋବିକ୍‌ ତରଫରୁ ଆଜି ପୁଇଁନ୍ତଲା ବ୍ଲକ ଅଞ୍ଚଳରେ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱାତି
Read More...

ଆଦିବାସୀ ଯୁବକ ସଂଗଠନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରା ଗାଁରେ ହରିଜନ ଆଦିବାସୀ ଯୁବକ ସଂଗଠନ (ହାତୀସରା) ତରଫରୁ ଗାଁର ବୃଦ୍ଧ ଲୋକଙ୍କୁ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ସଂଗଠନର ସଭ୍ୟମାନେ ସହଯୋଗ କରିଥିଲେ ।
Read More...