Daily Archives

ଦେଓଗାଁ ବ୍ଲକ : ମାତ୍ର ଜଣେ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକରେ କରୋନାର ଗତି ନିମ୍ନଗାମୀ ହେବାରେ ଲାଗିଛି । ସୋମବାର ଦିନ ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ବ୍ଲକର ଅନ୍ୟ ୨୫ଟି ପଞ୍ଚାୟତରେ ଆଜି ସଂକ୍ରମଣ ଶୂନ୍ୟ ରହିଛି ।
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୮୩ ଆକ୍ରାନ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୮୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ଜଣେ, ବଲାଙ୍ଗିର ଗ୍ରାମାଞ୍ଚଳରୁ ଜଣେ, ବଲାଙ୍ଗିର ପୌରାଞ୍ଚଳରୁ ୨ଜଣ, ବେଲପଡା ବ୍ଲକରୁ ୧୬ଜଣ, ଦେଓଗାଁ ବ୍ଲକରୁ ଜଣେ, ଗୁଡଭେଲା
Read More...

ଜାତୀୟ ରାଜପଥକୁ ଅବରୋଧ କଲେ ଦେଓଗାଁ ପେକ୍ସର ଚାଷୀ : ଆଲୋଚନା ବେଳେ ତହସିଲଦାରଙ୍କୁ ଆକ୍ରମଣ, ଥାନାରେ ଏତଲା

ଦେଓଗାଁ, (ମନୀଷ କୁମାର ସାହୁ) : ଡାଳୁଆ ଧାନ କିଣିବା ପାଇଁ ଟୋକନ୍‌ ଆସିଛି କିନ୍ତୁ ଟାର୍ଗେଟ ଆସି ନଥିବାରୁ ଚାଷୀମାନେ ଧାନ ବିକ୍ରି କରୁପାରୁ ନାହାନ୍ତି । ଅନ୍ୟପକ୍ଷରେ ଟୋକନ ପାଇବାର ୧୨ଦିନ ମଧ୍ୟରେ ବିକି ନ ପାରିବାରୁ ଟୋକନ ଲେପ୍ସ ହୋଇଛି ତେଣୁ ଏହି ନିୟମକୁ ପ୍ରତ୍ୟାହାର କରିବା
Read More...

ଧାନ କିଣାବିକାରେ ଅବ୍ୟବସ୍ଥାକୁ ନେଇ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ମେ ୧ ତାରିଖରୁ ରବିଧାନ କିଣା ମଣ୍ଡିରେ ଆରମ୍ଭ ବିଧି ଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମେ ୫ରୁ ୧୫ ପର୍ୟ୍ୟନ୍ତ ଭିନ୍ନ ଭିନ୍ନ ତାରିଖରେ ରାଜ୍ୟ ସରକାର ମଣ୍ଡି ବ୍ୟବସ୍ଥା କରିଛନ୍ତି । ହେଲେ ରବି ଧାନ କିଣାବିକାରେ ଯେଉଁ ଅବ୍ୟବସ୍ଥା
Read More...

ଏବେ ବି ବଞ୍ଚି ରହିଛି ପରମ୍ପରା : ପଣ୍ଡରିପାଣି ସ୍ଵର୍ଗତ ଗୈାନ୍ତିଆଙ୍କ ଉତ୍ତରାଧିକାରୀ ଉପେନ୍ଦ୍ର ବରିହାଙ୍କୁ ଗୈାନ୍ତିଆ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ମଧ୍ୟ କେତେକ ଗାଁରେ ପରମ୍ପରା ବଞ୍ଚି ରହିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପଦ୍ମପୁର ରାଜ ରାଜୁଡା ଶାସନ କାଳରେ ଜମିଦାର ଓ ଗୈାନ୍ତିଆ ଶାସନ ପ୍ରଚଳିତ ଥିଲା । ଲୋକ ମାନେ ଗାଁର ଗୋନ୍ତିଆ ଓ ମୂଳକରେ ଜମିଦାରଙ୍କ କଥା ମାନି
Read More...

ଅସହାୟଙ୍କୁ ସାହାଯ୍ୟର ହାତ ବଢାଇଲେ ପଦ୍ମପୁର କାର୍ଯ୍ୟନିର୍ବାହୀ ଅଧିକାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ରଜାପଡାର ୮୦ ବର୍ଷୀୟ ବୃଦ୍ଧା ବିଲାସିନୀ ଭଇଁସାଲ ଦୁଇ ମାସ ହେବ ଚାଉଳ ପାଉ ନାହାଁନ୍ତି । ଅନେକ ଥର ଚାଉଳ ନେବା ପାଇଁ ଗଲେ ଅଧିକାରୀ ମାନେ ତାଙ୍କୁ ମନା କରି ଦେଉଥିଲେ । ବର୍ତ୍ତମାନ ତାଙ୍କ ଅବସ୍ଥା ବହୁତ
Read More...

ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମ ତ୍ୱରାନ୍ୱୀତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମକୁ ତ୍ୱରାନ୍ୱୀତ କରିବା ଉଦ୍ଦେଶ୍ୟରେ କୋଭିଡ ଗାଇଡଲାଇନ ଅନୁପାଳନ ପୂର୍ବକ ଏକ ଉଚ୍ଚ ସ୍ତରୀୟ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସ ତରଫରୁ ନୂତନ ଭାବେ
Read More...

ସୂଚନା ଓ ଲୋକ ସଂପର୍କ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଅଭିନନ୍ଦନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରିଷ୍ଠ ପ୍ରଶାସକ ଇନ୍ଦ୍ରମଣି ତ୍ରିପାଠୀ ଓଡ଼ିଶା ରାଜ୍ୟ ସରକାରଙ୍କ ସୂଚନା ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଭାବରେ ଯୋଗଦେଇଥିବାରୁ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ହରିନାରାୟଣ ପୂଜାରୀ, ସଂଘର ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ
Read More...

ବେଆଇନ ଭାବେ ଅପମିଶ୍ରିତ ମଦ କାରବାର ବୃଦ୍ଧି ଯୋଗୁଁ ଦେଓଗାଁରେ ଅବକାରୀ ଥାନା ପ୍ରତିଷ୍ଠା ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ୫୩ ବର୍ଷ ହେଲା ଦେଓଗାଁ ବ୍ଳକ ଅନ୍ତର୍ଗତ ଗାଁ ଗୁଡ଼ିକ ତୁଷୁରା ଅବକାରୀ ଥାନା ଅଧିନରେ ରହିଅଛି । ଜାତୀୟ ରାଜପଥ, ଭାଟି ସଂଖ୍ୟା ଅଧିକ ଓ ଅପମିଶ୍ରିତ ମଦ କାରବାର କ୍ରମାଗତ ଭାବେ ବଢ଼ୁଥିବାରୁ ଦେଓଗାଁରେ ଅବକାରୀ ଥାନା ପ୍ରତି‌ଷ୍ଠା ପାଇଁ ବାରମ୍ବାର ଦାବୀ
Read More...

ସେବା ଚେରିଟେବୁଲ୍ ଟ୍ରଷ୍ଟର ସଭାପତି ସୁନୀଲ ସିଂଙ୍କ ଜନ୍ମ ଦିନ ଅବସରରେ ଡାକ୍ତରଖାନାରେ ଫଳ ବଣ୍ଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ନିଜ ଜୀବନକୁ ଜଳାଞ୍ଜଳି ଦେଇ ଆହୋରାତ୍ର ଦୁଃଖୀ, ଦରିଦ୍ରଙ୍କ ସେବା କରିବା, ଗରିବ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ, ବସ୍ତ୍ର ବଣ୍ଟନ କରିବା, ଗରିବ ଅସହାୟ ମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବା, ଭିନ୍ନକ୍ଷମ ମାନଙ୍କ ପ୍ରମାଣ ପତ୍ର ବନେଇ ତାଙ୍କୁ
Read More...