Daily Archives

ଆସନ୍ତା ୧୪ ତାରିଖ ତୁଷୁରାରୁ ବଲାଙ୍ଗିରକୁ ପଦଯାତ୍ରା : ଏକ୍ସନ କମିଟି ତରଫରୁ ତୁଷୁରା ହସପିଟାଲ ସମ୍ବନ୍ଧୀୟ ଏକ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦିବା ୧୨ଟା ସମୟରେ ବଲାଙ୍ଗିର ୟୁଥ୍‌ ଏକ୍ସନ କମିଟି ତରଫରୁ ମୁଖ୍ୟ ଚିକିତ୍ସାଧିକାରୀ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ବଲାଙ୍ଗିରଙ୍କ କାର୍ଯ୍ୟାଳୟରେ ତୁଷୁରା ହସପିଟାଲ ସମ୍ବନ୍ଧୀୟ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ
Read More...

ବଲାଙ୍ଗିର ୟୁଥ୍‌ ଏକ୍ସନ କମିଟି ତରଫରୁ ବଲାଙ୍ଗିର ସହରର ଡ୍ରେନ ସମସ୍ୟାକୁ ନେଇ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ୟୁଥ୍‌ ଏକ୍ସନ କମିଟି ତରଫରୁ ବଲାଙ୍ଗିର ସହରର ଡ୍ରେନ ସମସ୍ୟାକୁ ନେଇ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖଖରେ ଧାରଣା ଦିଆଯାଇଥିଲା । ବଲାଙ୍ଗିର ସହରର ଡ୍ରେନ ଗୁଡିକ ଅନେକ ଦିନରୁ ଅଲିଆ ଆବର୍ଜନାରେ ପୋତି ହୋଇ ରହିଛି ଯାହା ଉଦାହରଣ ଏହି ଦୁଇ ଦିନ ତଳେ
Read More...

ମହାମାରୀରେ ଯୁବସମାଜର ଭୂମିକା ଗୁରୁତ୍ୱପୁର୍ଣ୍ଣ : କଂଟାବାଞ୍ଜି କେଭି ମହାବିଦ୍ୟାଳୟ ପକ୍ଷରୁ କରୋନା ପରବର୍ତ୍ତୀ…

କଂଟାବାଞ୍ଜି, (ମନୀଷ କୁମାର ହଂସ) : ଆଜି କେଭି ମହାବିଦ୍ୟାଳୟ କଂଟାବାଞ୍ଜିର ଏନ୍‌ଏସ୍‌ଏସ୍‌ ୟୁନିଟ ତରଫରୁ କୋଭିଡ୍ ପରବର୍ତ୍ତୀ ସମୟର ଯୁବ ସମାଜ ଉପରେ ପ୍ରଭାବ ଓ ତାର ପ୍ରତିକାର ଉପରେ ଏକ ୱେବିନାର ଆୟୋଜନ ହୋଇଥିଲା । ବିଶିଷ୍ଠ ଡାକ୍ତର ଗୋବିନ୍ଦ ଅଗ୍ରୱାଲ ଏବଂ ଡାକ୍ତର ରମେଶ ଚନ୍ଦ୍ର ମିଶ୍ର
Read More...

ଭାରତୀୟ ଜନତା ପାର୍ଟିର କୃଷକ ସେଲ୍ ତରଫରୁ ସାମ୍ବାଦିକ ସମ୍ମିଳନୀ : ଚାଷୀମାନଙ୍କଠୁ କୋଟି କୋଟି ଲୁଟୁଥିବା ଅଭିଯୋଗ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଭାରତୀୟ ଜନତା ପାର୍ଟିର କୃଷକ ସେଲ୍ ତରଫରୁ ବରଗଡ଼ ସାମ୍ବାଦିକ ସଂଘ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ସରକାର ଚାଷୀ ମାନଙ୍କ ଧାନର ପ୍ରାୟ ୩୦୦ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ପ୍ରତ୍ୟେକ ରବି ଓ ଖରିଫ ଋତୁରେ ମିଲ୍‌ ମାଲିକ
Read More...

ପଶ୍ଚିମ ଓଡିଶା ବିକାଶ ପରିଷଦର ସ୍ୱତନ୍ତ୍ର କୋଭିଡ ପ୍ୟାକେଜ ଘୋଷଣା

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମନ୍ତ୍ରୀ ଟୁକୁନୀ ସାହୁଭୀମ ଭୋଇ ମେଡିକାଲରେ ଏକ୍‌ମୋ ମେସିନ ଦାବୀ କଲେ ନରସିଂହ୩ କୋଟିର ପ୍ୟାକେଜ ସମୁଦ୍ରକୁ ସଂଖେ ପାଣି : ସାଲୁଜା ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଞ୍ଚଳରେ ଥିବା ୧୧ଟି ଜିଲ୍ଲା କୋଭିଡ୍‌
Read More...

ଡୁମେରପିଟା ପଞ୍ଚାୟତର ସମସ୍ୟାକୁ ନେଇ ଭିଆଇପି ପକ୍ଷରୁ ବିଡ଼ିଓଙ୍କୁ ଦାବୀପତ୍ର : ସମାଧାନ ନ କଲେ ୧୮ରୁ ଅନିଶ୍ଚିତକାଳ…

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୮ମାସ ହେଲା ଡୁମେରପିଟା ପଂଚାୟତର ନୂଆ କାର୍ଯ୍ୟାଳୟ କୋଠା ସଂପନ୍ନ ହେବା ସତ୍ୱେ ଏ ପର୍ଯ୍ୟନ୍ତ କାର୍ଯ୍ୟାଳୟ କୋଠା ଉଦଘାଟନ ହୋଇପାରିନାହିଁ । ବର୍ଷା ଦିନରେ ପୁରୁଣା ଭଙ୍ଗାରୁଜା କାର୍ଯ୍ୟାଳୟରେ ସେଲସ୍‌ମ୍ୟାନ ଦ୍ୱାରା ରାସନ ସାମଗ୍ରୀ ବଂଟନ କାର୍ଯ୍ୟ
Read More...

ଅହେତୁକ ଦର ବୃଦ୍ଧି ଯୋଗୁଁ ଦେଓଗାଁ ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଦେଓଗାଁ, (ମନୀଷ କୁମାର ସାହୁ) : ପେଟ୍ରୋଲ, ଡିଜେଲର ଓ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ପାଉଥିବା ଯୋଗୁଁ ଆଜି ସକାଳ ୧୦ଟା ବେଳେ ପ୍ରଦେଶ କଂଗ୍ରେସର ଆହ୍ଵାନରେ ଦେଓଗାଁ ବ୍ଲକର କଂଗ୍ରେସ କମିଟି ପକ୍ଷରୁ ବଙ୍ଗଳା ଛକ ସ୍ଥିତ ପେଟ୍ରୋଲ ପମ୍ପ ସାମ୍ନାରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ
Read More...

କୋଭିଡ୍ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨୫ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଆହୁରି ୨୫ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ ଗତ ମାସରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲା
Read More...

କେନ୍ଦୁଝର ସଦରରୁ କିନ୍ନରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କେନ୍ଦୁଝର, (କେପିଏନ୍‌ଏସ୍‌) : କେନ୍ଦୁଝର ସଦର ବ୍ଳକ ପଦ୍ମପୁର ଛକର ଏକ ଆମ୍ବତୋଟାରୁ ଜଣେ କିନ୍ନରଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ସଦର ପୋଲିସକୁ ଏ ବାବଦରେ ଖବର ଦେବା ପରେ ପୋଲିସ ପହଂଚି ଝୁଲନ୍ତା ମୃତଦେହକୁ ଗଛରୁ ଓହ୍ଲାଇଥିଲେ । ତେବେ କିନ୍ନରର ପରିଚୟ
Read More...

ଅସୁରକ୍ଷିତ ଶ୍ରମିକ : ଇଟା କାରଖାନାରେ ଚାପିହୋଇ କାର୍ଯ୍ୟରତ ଶ୍ରମିକ ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ସହର ଠାକୁରପାଟଣା ଠାରେ ଥିବା ଏକ ଇଟାକାରଖାନାରେ ଜଣେ ଶ୍ରମିକ ଚାପିହୋଇ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି । ମୃତକ ଜଣକହେଲେ ଲକ୍ଷ୍ମୀଧର ମୁଣ୍ଡା ।ସୂଚନା ଅନୁସାରେ ଆଜି
Read More...