Daily Archives

ବଲାଙ୍ଗିର ଜିଲ୍ଲାରୁ ଆଜି ୪୧ ଆକ୍ରାନ୍ତ : ୮୯ ସୁସ୍ଥ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୪୧ ଜଣ ସଂକ୍ରମିତ ଓ ୮୯ ଜଣ ସୁସ୍ଥ ହୋଇଥିବା ସରକାରୀ ରିପୋର୍ଟରୁ ଜଣାପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ଜଣେ, ବଲାଙ୍ଗିର ପୌରାଞ୍ଚଳରୁ ୫ଜଣ, ବେଲପଡା ବ୍ଲକରୁ ୨ଜଣ, ଗୁଡଭେଲା ବ୍ଲକରୁ ଜଣେ,
Read More...

ୱେବିନାର ମାଧ୍ୟମରେ ଆନ୍ତଃ ବ୍ଲକସ୍ତରୀୟ ବିଜ୍ଞାନ ଭିତ୍ତିକ ଆଲୋଚନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସାମ୍ପ୍ରତିକ ଯୁଗ ହେଉଛି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଯୁଗ, ତେଣୁ ବିଦ୍ୟାଳୟ ସ୍ତରରେ ବିଜ୍ଞାନ ଭିତ୍ତିକ କାର୍ୟ୍ୟକ୍ରମର ପ୍ରଚାର ପ୍ରସାର ନିମନ୍ତେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର ନେଇଛନ୍ତି, ଅନେକଗୁଡ଼ିଏ ଯୁଗାନ୍ତକାରୀ
Read More...

ଆଇଜିଏସଏସଏସ ପକ୍ଷରୁ କୋଭିଡ ସଚେତନତା ରଥର ଶୁଭାରମ୍ଭ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ସ୍ବେଛାସେବୀ ଅନୁଷ୍ଠାନ ଇଣ୍ଡି ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି (ଆଇଜିଏସଏସଏସ)ପକ୍ଷରୁ କରୋନା ସଚେତନତା ପାଇଁ କୋଭିଡ ରଥର ଶୁଭାରମ୍ଭ ହୋଇଛି । ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଏହି ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ତହସିଲଦାର
Read More...

ତୈଳଦରକୁ ବିରୋଧ କରି ପ୍ରତିବାଦ କଲା କଂଗ୍ରେସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସାରା ରାଜ୍ୟରେ ପେଟ୍ରୋଲ, ଡିଜେଲ୍ ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଦଳର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବରଗଡ ଜିଲ୍ଲା ପଦ୍ମପୁର ସହରରେ ଥିବା ପେଟ୍ରୋଲ ପମ୍ପ ମାନଙ୍କରେ ପଦ୍ମପୁର ନଗର କଂଗ୍ରେସର
Read More...

ବିକାଶ ମୋର ଏକମାତ୍ର ଲକ୍ଷ୍ୟ : ମନ୍ତ୍ରୀ ଟୁକୁନି ସାହୁ

ବିଭିନ୍ନ ପ୍ରକଳ୍ପ ଉଦଘାଟନକୃଷ୍ଠ ରୋଗୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନବୟସ୍କ ବ୍ୟକ୍ତିଙ୍କୁ ଭତ୍ତା ପ୍ରଦାନ ସଇଁନ୍ତଲା, (ଅଜିତ କୁମାର ସାହୁ), କରୋନା କାଳରେ ଲୋକେ ଘରରୁ ପଦାକୁ ବାହାରିବା ପାଇଁ ଭୟ କରୁଛନ୍ତି । ଏଭଳି ଘଡି ସନ୍ଧି ମୁହୁର୍ତ୍ତରେ ଜଣେ ନାରୀ ନିଜ ଜୀବନକୁ ଖାତିରି ନ କରି ଦିନ
Read More...

ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ର ସରକାରଙ୍କ ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆନ୍ଦୋଳନର ଡାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମଜିଲ୍ଲାରେ ବିଭିନ୍ନ ସ୍ଥାନରେ ପେଟ୍ରୋଲ ଟ୍ୟାଙ୍କ ଆଗରେ ପ୍ରତିବାଦର ସହ ବିକ୍ଷୋଭ ପ୍ରଦର୍ଶନ
Read More...

ବୌଦ୍ଧରେ ଦଉଡି ଦେଇ ଯୁବକର ଆତ୍ମହତ୍ୟା

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଥାନା ଖୁଣ୍ଟବନ୍ଧ ଗ୍ରାମର ବ୍ରହ୍ମଚାରୀ ଗାଁର ଜଣେ ଯୁବକ ବିରେନ୍ଦ୍ର ଭୋକ୍ତା(୨୩) ସେ ବରଗଡ଼ ଅଞ୍ଚଳରେ ରହି ଡ୍ରାଇଭର କାମ କରୁଥିଲେ ହେଲେ କେତେ ଦିନ ହେଲା ସେ ଗାଁକୁ ଆସିଥିଲେ । ଗାଁ ପାଖ ଦେଇ ଯାଇଥିବା ସାଲୁଙ୍କି ନଦୀ କୂଳରେ ଏକ ଜାମୁଗଛର ଡାଳରେ ରସି
Read More...

ପେଟ୍ରୋଲ ଦର ବୃଦ୍ଧିରେ ବୌଦ୍ଧରେ ବିକ୍ଷୋଭ ପ୍ରଦର୍ଶନ

ବୌଦ୍ଧ, (ମମତା ମହାକୁର) : କେନ୍ଦ୍ରରେ ଶାସନାଧିନ ବିଜେପି ସରକାର ଗତ ୨ ମାସ ଭିତରେ ପେଟ୍ରୋଲ, ଡିଜେଲ ଦରକୁ ଅହେତୁକ ଭାବେ ୬ ଥର ଦରବୃଦ୍ଧି କରି ସାରିଲେଣି, ଦର ବୃଦ୍ଧିର ପ୍ରତିବାଦରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ଜିଲ୍ଲା
Read More...

ଆଜି ଗଞ୍ଜାମ ଜିଲ୍ଲାରେ ଆଉ ୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ : ପୁଣି ଗଞ୍ଜାମରେ ଆଉ ଦୁଇଜଣଙ୍କର ମୁଣ୍ଡ ଗଡ଼ିଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଏପରିକି ଗଞ୍ଜାମ ଗ୍ରୀନ ଜୋନ୍‌ରେ ରହିଥିବା ବେଳେ ଅପରପକ୍ଷରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଥମିବାରେ ନାଁ ନେଉନାହିଁ । ଆଜି ଜିଲ୍ଲାରେ ଆଉ ୨ ଜଣଙ୍କ କରୋନାରେ
Read More...

ତୈଳଦର ବୃଦ୍ଧି ପ୍ରତ୍ୟାହାର ଦାବୀରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ପାଟଣାଗଡ଼, (ଗୋରେଖନାଥ ବରିହା) : ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ତୈଳଦରର ବୃଦ୍ଧି ପ୍ରତ୍ୟାହାର ଦାବୀରେ ପାଟଣାଗଡ଼ ଜାତୀୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ କରାଯାଇଛି । ପିସିସି ସଭ୍ୟ ଅନିଲ କୁମାର ମେହେରଙ୍କ ନେତୃତ୍ବରେ ସକାଳ ୭ ଠାରୁ ୧୧ ପର୍ୟ୍ୟନ୍ତ ୪ ଘଣ୍ଟା
Read More...