Daily Archives

ବଲାଙ୍ଗିର ଜିଲ୍ଲାରେ ଆଜି ୭୭ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୭ ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି ଆଗଲପୁର ବ୍ଲକରୁ ୨ ଜଣ, ବଲାଙ୍ଗିର ବ୍ଲକରୁ ୫ ଜଣ, ବଙ୍ଗୋମୁଣ୍ଡା ବ୍ଲକ ୭ ଜଣ, ବେଲପଡ଼ା ବ୍ଲକରୁ ୧୩ ଜଣ, ଦେଓଗାଁ
Read More...

ଡ୍ରେନରେ ଫସିଥିବା ଗାଈକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଵିଜ୍ଞାପିତ ଅଂଚଳ ପରିଷଦ ୱାର୍ଡ ନମ୍ବର ୧୧ ରଜାପଡାରେ ନୂତନ ଡ୍ରେନ ନିର୍ମାଣ ହେଉଛି । ଡ୍ରେନଟି ସମ୍ପୂର୍ଣ୍ଣ ରୂପେ ମେଳା ଅଛି ଯଦ୍ୱାରା ଗର୍ଭବତୀ ଥିବା ଗାଈଟି ଡ୍ରେନ ଭିତରେ ଫସି ଯାଇଥିଲା । ଖବର ପାଇ ପଦ୍ମପୁର ଅଗ୍ନିଶମ ବିଭାଗ
Read More...

ସଜନା ଗଛକୁ ନେଇ ମରଣାନ୍ତକ ଆକ୍ରମଣ : ଉଭୟ ପକ୍ଷରୁ ଥାନାରେ ଏତଲା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଉଡାର ଗାଁର ଗଣେଶ ପଧାନ ଅଭିଯୋଗ କରିଛନ୍ତି ଯେ, ଗତ ୫ ତାରିଖ ସନ୍ଧ୍ୟା ପ୍ରାୟ ୯ଟାରେ ଶୋଇଥିବା ସମୟରେ ପଡୋଶି ସନ୍ତୋଷ ପଧାନ ଘରୁ ଡାକି ଏକ ଟାଙ୍ଗିଆରେ ଚୋଟ ମାରିଥିଲା । ମୁଣ୍ଡରେ ଜୋର ଆଘାତ ଯୋଗୁଁ ବେହୋଶ ହୋଇଥିବାରୁ ସ୍ତ୍ରୀ ଉଠାଇ
Read More...

ହର୍ କଦମ୍ ଆପକେ ସାଥ୍ ସଂଗଠନ ପକ୍ଷରୁ ମାସ୍କ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର "ହର୍ କଦମ୍ ଆପକେ ସାଥ୍" ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଜଗଦଲପୁର ଗ୍ରାମଠାରେ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ହରିଶଙ୍କର ଅଗ୍ରୱାଲଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗ୍ରାମର ୨୦୦ ଜଣଙ୍କୁ
Read More...

ବଜ୍ରାଘାତରେ ୧ମୃତ ଓ ୪ ଆହତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧଉଡିଆ) : ବଜ୍ରାଘାତରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଚାରି ଜଣ ଗୁରୁତର ଆହତ ହୋଇଥିବା ପ୍ରାପ୍ତ ସୂଚନାରୁ ଜଣାପଡିଛି । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କଲ୍ୟାଣପୁର ପଞ୍ଚାୟତ ସେବତିପୁର ପଶ୍ଚିମପାରି ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି । ତେବେ ମୃତକ ଜଣକ ଗାଁର
Read More...

ଆଜି କେବଳ କୁତୁର୍ଲା ପଞ୍ଚାୟତରେ ୨ଜଣ ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକରେ କରୋନାର ଗତି ନିମ୍ନଗାମୀ ହେବାରେ ଲାଗିଛି । ମଙ୍ଗଳବାର ଦିନ ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତରେ ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ଛଡା ବ୍ଲକର ଅନ୍ୟ ସମସ୍ତ ପଞ୍ଚାୟତରେ କୌଣସି ସଂକ୍ରମଣ ହୋଇନାହାନ୍ତି ।
Read More...

ଭେକସିନ ପ୍ରଦାନରେ ବିଜେଡ଼ିର ସହଯୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ଦୁଇଦିନ ଧରି ବଲାଙ୍ଗିର ସହରରେ ଚାରୋଟି ସ୍ଥାନରେ ଭେକସିନ ପ୍ରଦାନ କରାଯାଉଛି । ଏହି କେନ୍ଦ୍ର ମାନଙ୍କରେ ବଲାଙ୍ଗିର ବିଜୁ ଛାତ୍ର ଜନତା ଦଳର କର୍ମକର୍ତାମାନେ ଲୋକଙ୍କୁ ସାମାଜିକ ଦୂରତା ବଜାୟ ରଖି ସାନିଟାଇଜର ପ୍ରଦାନ କରି ମାକ୍ସ ଦେଇ ସଚେତନ କରିବା ସହିତ
Read More...

ପୂଜ୍ୟପୂଜା ସେବା ସଂଗଠନର ଶୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଦ୍ୟ ଅପରାହ୍ନରେ ଟିକ୍ରାପଡା ଦଧିବାମନ ମନ୍ଦିରଠାରେ ଡା. ଅଶୋକ କୁମାର ସେଠୀଙ୍କ ସଭାପତିତ୍ୱରେ ଏକ ଶୋକ ସଭାରେ ଖ୍ୟାତିନାମ ଅଭିନେତା ନାଟ୍ୟକାର ଅଟଳ ବିହାରୀ ପଣ୍ଡା ଓ ସାରସ୍ୱତ ସାଧକ ଆଦର୍ଶ ଶିକ୍ଷକ ଆଧ୍ୟାମିକ ପୁରୁଷ ଚୈତନ୍ୟ ଦାସ ଠାକୁରଙ୍କ ବିୟୋଗରେ
Read More...

ବଙ୍ଗୋମୁଣ୍ଡା ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଂଚାୟତର ସଭାଗୃହ ଠାରେ ଆଜି ବଙ୍ଗୋମୁଣ୍ଡା ପଂଚାୟତର କାର୍ଯ୍ୟରତ କାର୍ଯ୍ୟନିର୍ବାହି ଅଧିକାରୀ ପରମେଶ୍ୱର ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ
Read More...

ମୃତକଙ୍କ ପରିବାରକୁ ଜୀବନ ବୀମା ନିଗମ ତରଫରୁ ବୀମା ରାଶି ପ୍ରଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତଥା ସିନ୍ଧେକେଲା ଜାମଖୁଣ୍ଟା ଗାଁର ଅକ୍ଷୟ କୁମାର ତାଣ୍ଡି ଗତ ୨୦୨୦ ମସିହାର ଅଗଷ୍ଟ ମାସର ୯ ତାରିଖରେ ସେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ସେ ଭାରତୀୟ ଜୀବନ ବୀମା
Read More...