Daily Archives

ଜଙ୍ଗଲୀ ହାତୀଙ୍କ ଉପଦ୍ରବ : ଜଙ୍ଗଲକୁ ନ ଯିବା ପାଇଁ ବନ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ. ଉଦୟଗିରି ପଞ୍ଚାୟତର ମୁକୁଲିଙ୍ଗିଆ ଓ ଲଏରାଜୁ ଅଞ୍ଚଳରେ କେତେକ ଜଙ୍ଗଲୀ ହାତୀ ଆସି ଆତଙ୍କ କରୁଥିବା ଦେଖିବାକୁ ମିଳଛି । ଏହି ହାତୀମାନେ ବୁଲାବୁଲି କରୁଥିବାରୁ ଜଙ୍ଗଲ ଭିତରକୁ ନ ଯିବା
Read More...

ବିଦ୍ୟୁତ ତାର ଲାଗି ବାଳକର ଅକାଳ ମୃତ୍ୟୁ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତର ପସରଡ଼ି ଗ୍ରାମରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ତୀରଜ ପାଟମାଝି ନାମକ ଏକ ବାଳକ ସିର୍ଲା ମୁଖ୍ୟ ବଜ଼ାରର ଦୋକାନରୁ କିଛି ଜିନିଷ କିଣିସାରିବା ପରେ
Read More...

ଗଞ୍ଜାମ ଜିଲ୍ଲାରେ ବୁଥ-ୱାଇଜ ଟୀକାକରଣ : ପ୍ରାଥମିକ ପର୍ୟ୍ୟାୟରେ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ସଫଳ ଟୀକାକରଣରେ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ସମସ୍ତ ସହରାଞ୍ଚଳ ଯଥା- ୧୬ ଟି ଏନ.ଏ.ସି. ହିଞ୍ଜିଳି ମ୍ୟୁନିସିପାଲଟି, ବ୍ରହ୍ମପୁର ମହାନଗର ନିଗମାଞ୍ଚଳ ସହ ୨୨ଟି ବ୍ଲକ ୪୭୬ଟି ଗ୍ରାମପଞ୍ଚାୟତରେ ଭୋଟ ଦିଆଯିବା ଭଳି କୋଭିଡ୍ ଟିକାକରଣ ହେବ । ଅର୍ଥାତ ଏହି କାର୍ୟ୍ୟ ନିର୍ବାଚନ
Read More...

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅକ୍‌ସିଜେନ୍‌ କଂସେଣ୍ଟ୍ରାଟର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅକ୍‌ସିଜେନ୍‌ ଅଭାବରୁ ପ୍ରତ୍ୟହ ମହାମାରୀ ସଂକ୍ରମିତ ଜୀବନ ହରାଉଛନ୍ତି । ଦେଶର ବିଭିନ୍ନ ସ୍ଥାନରେ କରୋନା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯଥେଷ୍ଟ ହେଉନାହିିଁ । ଏଭଳି ସ୍ଥିତିରେ ଟାଟା ଗ୍ରୁପ ଅଫ କଂପାନିସ୍‌ ତରଫରୁ ବଲାଙ୍ଗିର ବିଙ୍ଗ୍‌ ହ୍ୟୁମାନ
Read More...

ଦେଓଗାଁ ବ୍ଲକ କମୁଛି ସଂକ୍ରମଣ : ୪ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକରେ କମୁଛି କାରୋନା ସଂକ୍ରମିତଙ୍କ ସଂଖ୍ୟା । ଗୁରୁବାର ଦିନ ଦେଓଗାଁ ବ୍ଲକରେ ୪ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସରକାରୀ ରିପୋର୍ଟ ଅନୁଯାୟୀ ଶାଲେପାଲି, କୁତୁର୍ଲା, ଉଡାର ଓ ମୁକୁନ୍ଦପୁର ପଞ୍ଚାୟତରେ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା
Read More...

ଯୁବ ପିଢିଙ୍କ ପାଇଁ ଟୀକା ଦାବୀ କଲା ଯୁବ ଏକ୍ସନ କମିଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ୟୁଥ ଏକ୍ସନ କମିଟି ତରଫରୁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ବଲାଙ୍ଗିରର ୧୮ ବର୍ଷରୁ ଉଦ୍ଧ୍ୱର୍ ଯୁବକ ଯୁବତୀମାନଙ୍କୁ ବଲାଙ୍ଗିରରେ ଟୀକା ଦେବା ପାଇଁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ସିଂ ଲାଗୁରି, ଅତିରିକ୍ତ ଜିଲ୍ଲାପାଳ
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୮୯ ଆକ୍ରାନ୍ତ, ୮୭ ସୁସ୍ଥ ଓ ୨ମୃତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୮୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୭ଜଣ ସୁସ୍ଥ ଓ ୨ଜଣ ପ୍ରାଣ ହରାଇଥିବା ସରକାରୀ ସୂତ୍ରରୁ ଜଣା ପଡିଛି । ସେହିପରି ଖପ୍ରାଖୌଲ ବ୍ଲକରେ ଲଗାତାର ଦୁଇ ଦିନ ସଂକ୍ରମଣ ୨୫ ଓ ୨୮ ରହିଥିବା ବେଳେ ସଂକ୍ରମଣ ସ୍ଥିତି ଗମ୍ଭୀର ରହିଛି ।
Read More...

ସେବା ନିବୃତ ହେଲା କୋଷ୍ଟଗାର୍ଡ ଜାହାଜ ରେଜିଆ ସୁଲତାନା

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଭାରତୀୟ କୋଷ୍ଟଗାର୍ଡ ଜାହାଜ ରେଜିଆ ସୁଲତାନା ଦୀର୍ଘ ୨୧ ବର୍ଷ ଧରି ଦେଶ ସେବା କରିବା ପରେ ସେବାରୁ ଅବସର ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଅବସରକାଳୀନ ସମାରୋହ ପାରାଦୀପର କୋଷ୍ଟଗାର୍ଡ ବର୍ଥରେ ଆୟୋଜିତ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ
Read More...

ଭୀମ ଭୋଇ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ମନ୍ଥର : ତୀବ୍ର ଅସନ୍ତୋଷ ପ୍ରକାଶ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଭୀମ ଭୋଇ ମେଡିକାଲ କଲେଜ ପରିସରରେ ନିର୍ମାଣାଧିନ ୬୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା କାର୍ଯ୍ୟ ତଦାରଖ କରିଛନ୍ତି । ନିର୍ମାଣ କାର୍ଯ୍ୟର ମନ୍ଥରତାକୁ ନେଇ ସେ ନିର୍ମାଣକାରୀ ସଂସ୍ଥା ଓ ପ୍ରକଳ୍ପ ମ୍ୟାନେଜର ଉପରେ ତିବ୍ର
Read More...

ବରିଷ୍ଠ ନାଗରିକଙ୍କ ପରଲୋକ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ବୀଣାଝରୀ ଗ୍ରାମର ବରିଷ୍ଠ ନାଗରିକ ଚୈତନ ଚରଣ ସାହୁଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିବା ବେଳେ ସେ ଦୀର୍ଘ ଦିନ ହେବ ବୟସାଧିକ ହେତୁ ଶଯ୍ୟାଶାୟୀ ଥିଲେ । ସେ ମୁକୁନ୍ଦପୁର ପାଟଣା ଗ୍ରାମ ପଞ୍ଚାୟତ
Read More...