Daily Archives

ଚଢାଉ ବେଳେ ଅବକାରୀ ବିଭାଗ ଅଧିକାରୀଙ୍କୁ ଆକ୍ରମଣ : ୫ ଆହତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଭୁବନେଶ୍ୱର ଭରତପୁର ଅଞ୍ଚଳରେ ଗୁରୁବାର ଦିନ ଦେଶୀ ମଦ ଭାଟି ଉପରେ ଚଢାଉ ବେଳେ ଅବକାରୀ ବିଭାଗ ଅଧିକାରୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର
Read More...

ସୁନ୍ଦରଗଡ ବିଧାୟିକା ମଙ୍ଗସପୁର ପଞ୍ଚାୟତର ଗ୍ରାମବାସୀଙ୍କ ସୁବିଧା ଅସୁବିଧା ବୁଝିଲେ

ସୁନ୍ଦରଗଡ : ସୁନ୍ଦରଗଡ ବିଧାୟିକା ମଙ୍ଗସପୁର ପଞ୍ଚାୟତରେ ଗାଁକୁ ଗାଁ ଯାଇ ଗ୍ରାମବାସୀଙ୍କ ସୁବିଧା ଅସୁବିଧା ବୁଝିଥିଲେ । କେନ୍ଦ୍ରରେ ମୋଦି ସରକାରଙ୍କର ଦ୍ୱିତୀୟ ପାଳିର ତୃତୀୟ ବର୍ଷ ତୃତୀୟ ଅବସରରେ ସମଗ୍ର ଦେଶରେ ଭାରତୀୟ ଜନତା ପାର୍ଟି ତରଫରୁ ସେବାହିଁ ସଂଗଠନ କାର୍ୟ୍ୟକ୍ରମ ଜରିଆରେ
Read More...

ଡ଼ିଏସପି ଦେବେନ୍ଦ୍ର ପିଙ୍ଗୁଆଙ୍କୁ ବିଦାୟ ସମ୍ବର୍ଦ୍ଧନା

ବନ୍ଧମୁଣ୍ଡା : ବିଜେପି ବିଶ୍ରା ମଣ୍ଡଳ ତରଫରୁ ସଭାପତି ବିର୍ସା ଓରାମ ଓ ବରିଷ୍ଠ ବିଜେପି ନେତା ତଥା ପ୍ରାକ୍ତନ ଭାରତୀୟ ସେନାଧିକାରୀ ଗଣେଶ୍ୱର ଦାସଙ୍କ ଦ୍ୱାରା ବନ୍ଧମୁଣ୍ଡା ଥାନା ପ୍ରଭାରୀ ତଥା ଡ଼ିଏସପି ପାହ୍ୟାକୁ ପଦୋନ୍ନତି ପାଇ ବଦଳି ହୋଇଥିବା ଶ୍ରୀଯୁକ୍ତ ଦେବେନ୍ଦ୍ର ନାଥ ପିଙ୍ଗୁଆଙ୍କୁ
Read More...

ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ରାଇସଲ ପଦର ପଞ୍ଚାୟତ ଅମଳିପାଲି ଗ୍ରାମର ଉପେନ୍ଦ୍ର ସାହୁ(୪୬) ଛଅ ମାସ ହେଲା ପକ୍ଷାଘାତ ରୋଗରେ ଶଯ୍ୟାଶାୟୀ । ତାଙ୍କର ପରିବାର କହିଲେ ଆଠ ବର୍ଷର ଗୋଟିଏ ପୁଅ ଓ ପାଞ୍ଚ ବର୍ଷର ଝିଅ ସହ ତାଙ୍କର ସ୍ତ୍ରୀ
Read More...

କାରୁଣ୍ଡ କୃଷକ ବିହନ ଭଣ୍ଡାର ଉଦଘାଟିତ : ସୁଲଭ ମୂଲ୍ୟରେ ଉନ୍ନତମାନର ବିହନ ପାଇବେ ଚାଷୀ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରସ୍ଥିତ କାରୁଣ୍ଡ ଫାର୍ମର ପ୍ରଡ଼୍ୟୁସର କମ୍ପାନୀ ଲିମିଟେଡ଼ ତରଫରୁ ଆଜି ବସଷ୍ଟାଣ୍ଡଠାରେ ଏକ କାରୁଣ୍ଡ କୃଷକ ବିହନ ଭଣ୍ଡାର ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ସ୍ଥାନୀୟ ସରପଂଚ ଚିତ୍ତରଂଜନ ବାଗ ଏବଂ ଜଣେ ସଫଳ ଚାଷୀ ତଥା
Read More...

କୋଭିଡ ନିୟମ ଉଲଘଂନ ନେଇ ଦୋକାନ ସିଲ୍

ରାଉରକେଲା : କୋଭିଡ ସଂକ୍ରମଣ ସୁନ୍ଦରଗଡ଼ ଜିଲ୍ଲାରେ ସାମାନ୍ୟ କମ ହେବାରୁ ରାଜ୍ୟ ସରକାର କୋହଳ କରି ସମସ୍ତ ଦୋକାନ ଖୋଲିବା ପାଇଁ ଅନୁମତି ଦେଇଥିଲେ । ଯେଉଁଥିରେ ମଲ୍, ସେଲୁନ ଓ ସ୍ପାକୁ ବାରଣ କରାଯାଇଛି । କିନ୍ତୁ କରୋନାର ଯାହା ମାର୍ଗଦର୍ଶିକା ଅଛି କେତେକ ଦୋକାନ ତାହା ମାନୁନଥିବାରୁ
Read More...

୧୦ ଜିଲ୍ଲା ଓ ୨ଟି ସହରାଂଚଳ ପାଇଁ କୋଭିଡ ସଚେତନତା ରଥର ଶୁଭାରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକ ସଂପର୍କ ବିଭାଗ ଓ ୟୁନିସେଫ୍‌ ଓଡ଼ିଶାର ମିଳିତ ଉଦ୍ୟମରେ ୧୦ଟି ଜିଲ୍ଲା ଓ ୨ଟି ସହରାଂଚଳ ପାଇଁ କୋଭିଡ଼ ସଚେତନତା ରଥର ଶୁଭାରମ୍ଭ ଆଜି ସଂସ୍କୃତି ଭବନ ପରିସରରେ ପୂର୍ବାହ୍ନ ୧୦ଟା ୩୦ମି.ରେ
Read More...

ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ପାଣିଗ୍ରାହୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ହନୁମାନ ପଡା ନିବାସୀ ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ପାଣିଗ୍ରାହୀଙ୍କ ଆଜି ସକାଳେ ନୂଆପଡ଼ା ସ୍ଥିତ ହସ୍ପିଟାଲରେ ୮୦ ବର୍ଷ ବୟସରେ ପରଲୋକ ଘଟିଛି । ପାଇକମାଲ ବ୍ଲକ ଅନ୍ତର୍ଗତ ତୁମରିପାଏନ୍ ଗାଁରେ ଜନ୍ମିତ ସ୍ୱର୍ଗତ ପାଣିଗ୍ରାହୀ ସତୁରି
Read More...

କରଞ୍ଜିଆ ଉପଖଣ୍ଡରେ ଆରମ୍ଭ ହେଲା ରାଜ୍ୟସ୍ୱ ରଥ

କରଞ୍ଜିଆ : କରୋନା ସମୟରେ ଜନସାଧାରଣଙ୍କ ପାଇଁ ରାଜ୍ୟ ସରକାର ଏକ ନୂତନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହି ଯୋଜନାରେ ପ୍ରତେକ ତହସିଲ ଅଧୀନରେ ଥିବା ଲେକମାନଙ୍କ ଘରକୁ ଯାଇ ଜମି ପଟା ସହ ବିଭିନ୍ନ ପ୍ରକାର କାଗଜପତ୍ର ଘରେ ପହଁଚିବାର ବ୍ୟବସ୍ଥା କରାଯାଇଛି । ଏହି ଅବସରରେ କରଞ୍ଜିଆ ଉପଖଣ୍ଡରେ
Read More...

ଓଡିଶା ଆଦର୍ଶ ସ୍କୁଲର ଉପଦେଷ୍ଟା ବିଜୟ ସାହୁ ଚାଲିଗଲେ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଓଡିଶା ଆଦର୍ଶ ସ୍କୁଲ ଉପଦେଷ୍ଟା ତଥା ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଚ୍ୟାରମ୍ୟାନ ବିଜୟ ସାହୁଙ୍କ ଦେହାନ୍ତ ହୋଇଥିବା ଖବର ମଳିଛି । ଏନେଇ ସୂଚନା ଦେଇଛନ୍ତି ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଲୋକ ସମ୍ପର୍କ ଅଧିକାରୀ ଶରତ କର । ହାଇଦ୍ରାବାଦର ଏକ ଘରୋଇ
Read More...