Daily Archives

ବ୍ୟାସକବି ସାହିତ୍ୟ ସଂସଦ ନୀଳଗିରିର ପ୍ରଥମ ମାସିକ ଭର୍‌ଚୁଆଲ କବିତା ଆସର ଅନୁଷ୍ଠିତ

ବାଲେଶ୍ୱର : ଗତ ତା.୩୦.୦୫.୨୦୨୧ ରବିବାର ସନ୍ଧ୍ୟା ୭ ଘଣ୍ଟା ସମୟରେ ବ୍ୟାସକବି ସାହିତ୍ୟ ସଂସଦ, ନୀଳଗିରି, ବାଲେଶ୍ୱର ଆନୁକୂଲ୍ୟରେ ପ୍ରଥମ ଭର୍‌ଚୁଆଲ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଆସରରେ ଓଡ଼ିଶାର ଯଶ୍ୱସୀ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀର ବରେଣ୍ୟ ସଭ୍ୟ ବିଚିତ୍ରାନନ୍ଦ
Read More...

ଅନ୍ତେବାସୀଙ୍କୁ ସାହା ହେଲେ ଜିଲ୍ଲାପାଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ କରୋନା ଭୁତାଣୁର ଦ୍ୱିତୀୟ ଲହର ହୁ ହୁ ହୋଇ ବଢ଼ିବାରେ ଲାଗିଛି କେମିତି କରୋନା ଭୁତାଣୁକୁ ଦମନ କରି ହେବ ସେ ନେଇ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି । ଲକଡାଉନ ଯୋଗୁଁ ଅନେକ ଗରିବ ଅସହାୟ ମଧ୍ୟବିତ୍ତ ଶ୍ରେଣୀର ପେଟ ପାଟଣା ପୁରା ଠପ
Read More...

ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌କୁ ଆଜି ଠାରୁ ଡୁମେରବାହାଲ ୩୩ କେଭି. ଫିଡ଼ରରୁ ବିକଳ୍ପ ବିଦ୍ୟୁତ ସରବରାହ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିଠାରୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌କୁ ଡୁମେରବାହାଲ ୩୩ କେଭି. ଫିଡ଼ରରୁ ବିକଳ୍ପ ବିଦ୍ୟୁତ ସରବରାହ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ଭୀମ ଭୋଇ ମେଡ଼ିକାଲ କଲେଜ ସ
Read More...

ମନ୍ଥର ନିର୍ମାଣକୁ ନେଇ ମନ୍ତ୍ରୀ କ୍ଷ୍ୟୁବ୍ଧ : ଟିଟିଲାଗଡ ନିକଟରେ ଆଇଟିଆଇ କଲେଜ ସଂପୂର୍ଣ୍ଣ ହେବ କେବେ ?

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ବିଧାୟକ ତଥା ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ନୂଆକରି ଗଢ଼ି ଉଠିଥିବା ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଟୁକୁନି ସାହୁ ଆଜି ଅଚାନକ ଭାବରେ ଟିଟିଲାଗଡ ସଇଁନ୍ତଲା ମୁଖ୍ୟ ରାସ୍ତା ଶଗଡ଼ ଘାଟ ଗ୍ରାମପଞ୍ଚାୟତର ଶାନ୍ତି ନଗର ନିକଟରେ
Read More...

ପ୍ରଭାତ ଚେରିଟେବୁଲ ଟ୍ରଷ୍ଟ ତରଫରୁ ମାଗଣା ଅକ୍‌ସିଜେନ୍ ସେବା ଆରମ୍ଭ

ସୋହେଲା, (କେପିଏନ୍‌ଏସ୍‌) : କରୋନା ମହାମାରୀ ସମୟରେ ଅକ୍‌ସିଜେନ୍ ଗୁରୁତର ରୋଗୀଙ୍କ ପାଇଁ ଜୀବନ ପ୍ରଦାନର କାର୍ଯ୍ୟ କରିଥାଏ । ଆମ ରାଜ୍ୟରେ ପ୍ରସ୍ତୁତ ଅକସିଜେନ୍ ଦେଶର ବିଭିନ୍ନ ରାଜ୍ୟର ରୋଗୀଙ୍କୁ ଜୀବନ ରକ୍ଷା କରି ପାରିଛି । କରୋନା ମହାମାରୀ ସମୟରେ ଏହା ଆମ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ
Read More...

ମନ୍ତ୍ରୀ ଟୁକୁନିଙ୍କ ଦ୍ଵାରା ୨ଲକ୍ଷ ଲିଟର ପାଣି ପ୍ରକଳ୍ପ ଉଦଘାଟନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲାବାସୀଙ୍କ ଦୀର୍ଘ ଦିନ ହେଲା ପାଣି ପାଇଁ ଅନେକ ସମସ୍ୟା ଲାଗି ରହିଥିଲା । ତେବେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟକ ଟୁକୁନି ସାହୁଙ୍କ ପ୍ରଚେଷ୍ଟାରେ ସଇଁନ୍ତଲାବାସୀ ଦେଖିଥିବା ଅଧୁରା ସ୍ୱପ୍ନକୁ ଆଜି ୨ଲକ୍ଷ
Read More...

ବନ ବିଭାଗର ଅବ୍ୟବସ୍ଥା ଓ ଦୁର୍ନୀତିକୁ ନେଇ ବରିଷ୍ଠ କଂଗ୍ରେସ ନେତାଙ୍କ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବନ ବିଭାଗରେ କାର୍ଯ୍ୟରତ ଶତାଧିକ ଅସ୍ଥାୟୀ କର୍ମଚାରୀମାନଙ୍କ ବର୍ଷ ବର୍ଷ ଧରି ଇପିଏଫ୍‌ ଏବଂ ଇଏସ୍‌ଆଇ ଦେୟ ସଂପୃକ୍ତ ବିଭାଗରେ ଦାଖଲ କରାନଯିବା ଏବଂ ବ୍ୟାପକ ଅନିୟମିତତାକୁ ନେଇ ବରିଷ୍ଠ କଂଗ୍ରେସ ନେତା ଅସୀମ ପଟ୍ଟନାୟକ ତିବ୍ର ଅସନ୍ତୋଷ ପ୍ରକାଶ
Read More...

ଦେଓଗାଁ ବ୍ଲକରେ ଆଜି ୧୦ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଦେଓଗାଁ ବ୍ଲକରେ ୧୦ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସରକାରୀ ରିପୋର୍ଟ ଅନୁଯାୟୀ ଉପରଝର ପଞ୍ଚାୟତରେ ୯ଜଣ ଓ ସାଲେପାଲି ପଞ୍ଚାୟତରେ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ରାଧାମାଧବ ସଂଘ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ସଂକ୍ରମଣ ବୃଦ୍ଧିକୁ ପ୍ରତିହିତ କରିବା ପାଇଁ ସରକାର ସଟ୍‌ଡାଉନ ଓ ଲକ୍‌ଡାଉନ ଭଳି ନିୟମ ଲାଗୁ କରିଛନ୍ତି । ଭୀମଭୋଇ ମେଡିକାଲକୁ ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସୁଛନ୍ତି ରୋଗୀ ତଥା ତାଙ୍କର ସହଯୋଗୀମାନେ ଦିନ ସମୟରେ ମଧ୍ୟାହ୍ନ ଭୋଜନରେ ଅସୁବିଧା
Read More...

ସୋନଗଡ ବ୍ରିଜ ଉପରେ ଜମିଲା ବର୍ଷା ପାଣି : ଯାତ୍ରୀ ହନ୍ତସନ୍ତ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ସକାଳ ପ୍ରାୟ ୮ଟାରୁ ୯ଟା ସମୟରେ ଦେଓଗାଁ ଅଞ୍ଚଳରେ ବର୍ଷା ହୋଇଥିବାରୁ ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥରେ ପ୍ରବାହିତ ହୋଇଥିବା ସୋନଗଡ ନଦୀର ଦେଓଗାଁ ବଙ୍ଗଳା ମଧ୍ୟରେ ଥିବା ବ୍ରିଜରେ ପାଣି ଜମି ରହିଥିଲା । ପାଣି ଜମିବାର କାରଣ ହେଲା ବ୍ରିଜ
Read More...