Daily Archives

ବଲାଙ୍ଗିର ଜିଲ୍ଲାରୁ ଆଜି ୧୧୬ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୧୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମାନ ସଂଖ୍ୟକ ସୁସ୍ଥ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୬ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୧୮ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ
Read More...

ସାନିଟାଇଜ୍‌ ହେଲା ପଦ୍ମପୁର ସହର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଉଦ୍ୟମ କ୍ରମେ ପଦ୍ମପୁର ସହରର ବିଭିନ୍ନ ଅଞ୍ଚଳକୁ ସାନିଟାଇଜ୍ କରାଯାଇଛି, କଚେରି, ଏନ୍‌ଏସି ଅଫିସ, ପଦ୍ମପୁର ଉପଖଣ୍ଡ ଡ଼ାକ୍ତରଖାନା, ପଦ୍ମପୁର ଥାନାକୁ ପ୍ରମୁଖ ଭାବେ ସାନିଟାଇଜ୍ କରାଯାଇଛି, ସାନିଟାଇଜେସନ୍ ସମୟରେ ସାଂସଦ
Read More...

ଗୃହ ପୃଥକବାସ ସୁବିଧା ନଥିବା କରୋନା ପଜିଟିଭଙ୍କୁ ଗାଁ ସ୍କୁଲରେ ରଖିଲେ ଗ୍ରାମବାସୀ

ମ.ରାମପୁର, (ହେମନ୍ତ ସାହୁ) : କରୋନାର ଦ୍ୱିତୀୟ ଲହରର ସମୟ । କରୋନା ସଂକ୍ରମିତଙ୍କ ସଂଖ୍ୟା କମବେଶୀର ଲୁଚକାଳି ଖେଳଖେଳୁଛି । କଳାହାଣ୍ଡି ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ବି ପ୍ରାୟ ପ୍ରତିଦିନ ଦେଖିବାକୁ ମିଳୁଛି । ସଂକ୍ରମିତଙ୍କ ଦ୍ୱାରା ସଂକ୍ରମଣ ଏବେ ସମସ୍ତଙ୍କ ମୁଣ୍ଡବ୍ୟଥା ପାଲଟିଛି ।
Read More...

ଟୀକା ପାଇଁ ଗ୍ଲୋବାଲ ଟେଣ୍ଡରରେ ସରକାରଙ୍କ ଆନ୍ତରିକତା ନାହିଁ : ନରସିଂହ

ବଲାଙ୍ଗିର ଡାକ୍ତରଖାନାମାନଙ୍କର ଖାଲି ଥିବା ସମସ୍ତ ପଦବି ପୁରଣ କରାଯାଉବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ଟୀକା କିଣାକୁ ନେଇ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡର ଏକ ପ୍ରହସନ ବୋଲି ପ୍ରମାଣିତ ହୋଇଯାଇଛି । ଏଥିରେ ଆନ୍ତରିକତା କମ୍‌ ଲୋକ ଦେଖାଣିଆ ବେଶିି ଅଛି । ମୁଖ୍ୟମନ୍ତ୍ରୀ ନବିନ
Read More...

ଗାର୍ଲଫ୍ରେଣ୍ଡକୁ ହଟେଇବା ପାଇଁ ବିବାହିତ ପ୍ରେମିକ ଅପହରଣ କରି ହତ୍ୟା କଲା, କେନାଲରେ ଫିଙ୍ଗିଦେଲା ମୃତଦେହ

ମୁଜାଫରନଗର : ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାରେ ଜଣେ ବିବାହିତ ବ୍ୟକ୍ତି ତାଙ୍କ ୨୪ ବର୍ଷ ବୟସ୍କା ଗାର୍ଲଫ୍ରେଣ୍ଡକୁ ଅପହରଣ କରି ହତ୍ୟା କରିଥିବା ଭଳି ଅମାନବୀୟ ଘଟଣା ସାମ୍‌ନାକୁ ଆସିଛି । ଏହି ଘଟଣା ଜାନସାଠ ପୋଲିସ ଷ୍ଟେସନ ଅଞ୍ଚଳର କାୱାଲ ଗ୍ରାମରେ ଘଟିଛି । ପୋଲିସ କହିଛି ଯେ, ରବିବାର
Read More...

ଇରାନ ନୌସେନାର ସବୁଠୁ ବଡ ଜାହାଜରେ ଲାଗିଗଲା ନିଆଁ : ବୁଡ଼ିଗଲା ସମୁଦ୍ରରେ

ତେହେରାନ : ଇରାନର ନୌସେନାରେ ଏକ ବଡ଼ ଧରଣର ବିପର୍ୟ୍ୟୟ ଖବର ସାମ୍ନାକୁ ଆସୁଛି । ଖବର ଅନୁଯାୟୀ, ଇରାନ ନୌସେନାର ସବୁଠାରୁ ବଡ ଜାହାଜ ଓମାନ ଗଲ୍ଫରେ ନିଆଁ ଲାଗି ବୁଧବାର ଦିନ ବୁଡ଼ିଯାଇଛି । ନ୍ୟୁଜ୍ ଏଜେନ୍ସି 'ଦି ଫାର୍ସ' ଏବଂ 'ଟସ୍ନିମ୍' ଏ ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ଖାର୍ଗ
Read More...

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରନ୍ଧା ଖାଦ୍ୟ ଓ ମାସ୍କ ବଣ୍ଟନ

ରାଉରକେଲା : କରୋନା ମହାମାରୀ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ଓ ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସଭାପତି ତଥା ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ରଘୁନାଥପାଲୀ ବିଜୁ ଛାତ୍ର ଜନତା ଦଳ ତରଫରୁ ତାପସ
Read More...

ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଏବଂ ମହିଳା ଶକ୍ତିର ମିଳିତ ଉଦ୍ୟମରେ ଅସହାୟଙ୍କୁ ସହଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଏବଂ ମହିଳା ଶକ୍ତିର ମିଳିତ ଉଦ୍ୟମରେ ବଲାଙ୍ଗିର ସହରର ବିଭିନ୍ନ ସ୍ଥାନ ତଥା ରେଳ ଷ୍ଟେସନ ପାଖରେ ରହୁଥିବା ଅସହାୟ ଲୋକ, ରାଜୀବ ନଗର, ବିଜାଖମାନ, କାମକ୍ଷୀ ନଗର, ମଳମୁଣ୍ଡା ଓ ଠିକାଦାରପଡା ଆଦି ଜାଗାକୁ ଯାଇ ଅସହାୟ
Read More...

ପଦ୍ମପୁରରେ ଅକ୍ସିଜେନ ବ୍ୟାଙ୍କ ଉଦ୍‌ଘାଟନ କଲେ ସାଂସଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ କୋଭିଡ ମହାମାରୀ ସମୟରେ ସରକାରଙ୍କ ତରଫରୁ ଜନସାଧାରଣଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାରର ସୁବିଧାମାନେ କରାଯାଉଥିବା ବେଳେ ଜାଗା ଜାଗାରେ କୋଭିଡ କେୟାର ସେଣ୍ଟର ଏବଂ କୋଭିଡ ହସ୍ପିଟାଲ ମାନେ କରାଯାଇଅଛି । କିନ୍ତୁ କୋଭିଡ ଆକ୍ରାନ୍ତମାନଙ୍କ
Read More...

ଖଣ୍ଡସିବାଞ୍ଜିରୁ ବରିକେଲ ରାସ୍ତା ଶୋଚନୀୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବରିକେଲ ଗ୍ରାମ ପଞ୍ଚାୟତ ଖଣ୍ଡସିବାଞ୍ଜିରୁ ବରିକେଲ ରାସ୍ତା ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି । କିଛି ଦିନ ପୂର୍ବରୁ ବରିକେଲ ଗ୍ରାମର ଜଣେ ଖଳ ପ୍ରକୃତିର ବ୍ୟକ୍ତି କୁହୁଡ଼ି ନଦୀକୁ ନିଜର ଅକ୍ତିଆର କରି ନଦୀ ମଝିରେ ମାଟି ପକାଇ ଦେଇଥିଲା । ଏହା
Read More...