Daily Archives

୧୦୨ ଭିନ୍ନକ୍ଷମ ପରିବାରକୁ ୩ ମାସର ରାଶନ ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଠାରେ ଅବସ୍ଥାପିତ ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ତରଫରୁ ଛତ୍ରପୁର ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୦୨ ଭିନ୍ନକ୍ଷମ ପରିବାରକୁ ୩ ମାସର ରାଶନ ପ୍ରଦାନ କରାଯାଇଛି । ଏହି ଅନୁଷ୍ଠାନ ଭିନ୍ନକ୍ଷମ ବ୍ୟକ୍ତି ଓ
Read More...

ଗାଇସିଲାଟ ଅଞ୍ଚଳରେ କରୋନା ସଚେତନତା ଅଭାବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକରେ କରୋନାର ଦ୍ଵିତୀୟ ଲହର ପ୍ରାରମ୍ଭିକ ବେଳେ ଜିଲ୍ଲାର ସମସ୍ତ ବ୍ଲକ ମାନଙ୍କ ଠାରୁ ଏଠାରେ କରୋନା ରୋଗୀ ସଂଖ୍ୟା କମ୍‌ ଥିଲା । ଯେଉଁ କରୋନା ରୋଗୀମାନେ ବ୍ଲକରେ ରହିଲେ ସେମାନଙ୍କ ପାଇଁ ଗାଇସିଲାଟ
Read More...

ବିଜେପି ବରଗଡ କୃଷକ ମୋର୍ଚ୍ଚା ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମୋଦି ସରକାରଙ୍କ ୭ ବର୍ଷର ସୁଶାସନ ପୂର୍ତ୍ତି ଉପଲକ୍ଷେ ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ତରଫରରୁ ସେବା ହିଁ ସଂଗଠନ ଜରିଆରେ ଆଜି ବିଜେପୁର ନିର୍ବାଚନ ମଣ୍ଡଳୀର ଲାଉମୁଣ୍ଡା ମଣ୍ଡଳର ଯୁଖିପାଲି ଗାଁରେ ଆଜି ମାସ୍କ ଓ ସାବୁନ ଗ୍ରାମବାସୀଙ୍କୁ ବଣ୍ଟନ
Read More...

ବିଜେପି ପକ୍ଷରୁ କରୋନା ସଚେତନତା, ଶୁଖିଲା ଖାଦ୍ୟ ଓ ମାକ୍ସ ବଣ୍ଟନ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ବିଭିନ୍ନ ଗ୍ରାମମାନଙ୍କରେ ପ୍ରତିଦିନ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ପଜିଟିଭ ରିପୋର୍ଟ ଆସୁଛି । ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ କାରଣରୁ ଅନେକଙ୍କ ଜୀବନ ମଧ୍ୟ ହାନି ହେଉଛି । ଜନସାଧାରଣଙ୍କ ମନରେ ସଚେତନତା ସୃଷ୍ଟି କରିବା ପାଇଁ ବିଜେପି ପକ୍ଷରୁ
Read More...

ଅଘୋଷିତ ଘନ ଘନ ବିଦ୍ୟୁତ୍ କାଟ : ସହରରେ ଉପୁଜିଛି ଜନ ଅସନ୍ତୋଷ

ଟିଟିଲାଗଡ, (ଗୌରବ ଦର୍ଜୀ) : ଦେଶର କେରଳ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଥିବା ବେଳେ ଓଡ଼ିଶାକୁ ଅତିଶୀଘ୍ର ମୌସୁମୀ ଛୁଇଁବ ବୋଲି ଅନୁମାନ କରାଯାଉଛି । କିନ୍ତୁ ତତଲାଗଡ ଭାବେ ପରିଚିତ ଟିଟିଲାଗଡରେ ଗରମରୁ ଆଶ୍ୱସ୍ତି ନାହିଁ । କିଛି ଦିନ ତଳେ ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା ଟିଟିଲାଗଡ
Read More...

ନୂତନ ତହସିଲଦାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଆଗଲପୁର, (ବିମଲ ସାହୁ) : ଆଗଲପୁର ତହସିଲ କାର୍ଯ୍ୟାଳୟରେ ଯୋଗଦାନ କରିଥିବା ନୂତନ ତହସିଲଦାର ଅମୃତଲାଲ ବେହେରାଙ୍କୁ ମାହେଶ୍ୱରୀ ସଂଗଠନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ତହସିଲଦାର ଶ୍ରୀ ବେହେରାଙ୍କ ଦ୍ୱାରା ଅଞ୍ଚଳର ସାମୁହିକ ବିକାଶ ହୋପାରିବ ବୋଲି ବିଶ୍ୱାସ କରାଯାଉଛି ।
Read More...

ସଙ୍ଗୀତଜ୍ଞ ଭୁପେନ ବସ୍ତିଆଙ୍କ ବିୟୋଗରେ ଶୋକ

ବୌଦ୍ଧ, (ମମତା ମହାକୁର) : ବିଶିଷ୍ଟ ସଙ୍ଗୀତଜ୍ଞ ତଥା ବଂଶୀ ବାଦକ କଣ୍ଟାମାଲ ବ୍ଲକ ଖଟଖଟିଆର ଭୁପେନ ବସ୍ତିଆଙ୍କ ବିୟୋଗରେ ବଉଲ୍‌ ନାଟ ଏଣ୍ଡ କଳଚରାଲ ଏସୋସିଏସନ, ବ୍ରାହ୍ମଣୀ, ପକ୍ଷରୁ ତାଙ୍କ ଏକ ଦଶାହ ଅବସରରେ ବିଜୟ କଳା ମଣ୍ଡପ ବ୍ରାହ୍ମଣୀ ଠାରେ ଏକ ଶୋକ ସଭାର ଆୟୋଜନ ବରିଷ୍ଠ ନାଟ୍ୟକାର
Read More...

ରୋତ୍‌ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ଆଗଲପୁର, (ବିମଲ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରୋତ୍‌ ହାଇସ୍କୁଲର ପ୍ରଧାନ ଶିକ୍ଷକ ଚମରା ଚୌହାନ ଅବସର ଗ୍ରହଣ କରିଛନ୍ତି । ତେବେ ଏହି ଅବସରରେ କୋଭିଡ୍‌ ଗାଇଡ ଲାଇନ ଅନୁପାଳନ ପୂର୍ବକ ଏକ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ପ୍ରଧାନ
Read More...

କୁଡାସିଂହାରେ ମେଗା ଟୀକାକରଣ : ୧୩୯ଜଣ ନେଲେ କରୋନା ଟିକା

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହାରେ ମେଗା କରୋନା ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୁଡ଼ାସିଂହାର ୫୫ ଜଣ, ନୂଆଁପଡ଼ାର ୪୨ଜଣ ଓ ସିରିସ ଗାଁର ୪୨ଜଣ ସର୍ବମୋଟ ୧୩୯ଜଣ ଟୀକା ନେଇଥିବା ଜଣାପଡିଛି ।
Read More...

ଦେଓଗାଁ ବ୍ଲକରେ ଆଜି ୩ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ଦେଓଗାଁ ବ୍ଲକରେ ୩ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସରକାରୀ ରିପୋର୍ଟ ଅନୁଯାୟୀ ଉପରଝର ୨ଜଣ, ଗୁଡ଼ଖାପଲା ପଞ୍ଚାୟତରେ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...