Daily Archives

ବଲାଙ୍ଗିର ଜିଲ୍ଲାରୁ ଆଜି ୬୧ ଆକ୍ରାନ୍ତ : ୬୦ ସୁସ୍ଥ,୧ମୃତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୦ଜଣ ସୁସ୍ଥ ଓ ଜଣେ ପ୍ରାଣ ହରାଇଛନ୍ତି । ସେହିପରି ଖପ୍ରାଖୋଲ ବ୍ଲକରେ ଲଗାତାର ଦୁଇ ଦିନ ସଂକ୍ରମଣ ୨୫ ଓ ୨୮ ରହିବା ପରେ ଆଜି ପୁଣି ୨୩ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣା ପଡିଛି ।
Read More...

ନିଧି ସଂସ୍ଥା ତରଫରୁ ଅତି ଗରିବ ପରିବାରଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଜାତୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୀଧି ଏବଂ ଅଜୀମ ପ୍ରେମଜୀ ଫାଉଣ୍ଡେସନର ମିଳିତ ପ୍ରୟାସରେ ଗତ ଦୁଇଦିନ ଧରି ମୁରିବହଲ ବ୍ଳକର ବିଟାବନ୍ଧ, ମାଲିଶିରା, ବାଙ୍କେଲ୍ ଏଵଂ ଲେବେଡା ପଞ୍ଚାୟତର ୨୫୦ ଅତିଗରିବ ପରିବାରଙ୍କୁ ଶୁଖିଲା ଖାଦ୍ୟ, ମାସ୍କ, ସାବୁନ୍ ଇତ୍ୟାଦି
Read More...

ମାହେଶ୍ଵରୀ ସଂଗଠନ ପକ୍ଷରୁ କୁଡାସିଂହା ଗାଁରେ ଶୁଖିଲା ଖାଦ୍ୟ ବଣ୍ଟନ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ମାହେଶ୍ଵରୀ ସଂଗଠନ କୁଡାସିଂହା ଶାଖାର ସ୍ଵେଚ୍ଛାସେବୀମାନେ ଗାଁର ଗରିବ ଅସହାୟ ଲୋକଙ୍କ ଅସୁବିଧା ବାବଦରେ ବୁଝି ଚାଉଳ, ଡାଲି, ଆଳୁ, ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ଦେଇଥିଲେ । ଯେକୌଣସି ପ୍ରକାର ଅସୁବିଧା ହେଲେ ତୁରନ୍ତ ସଂଗଠନ ସହ ଯୋଗାଯୋଗ
Read More...

ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀଙ୍କ ପତ୍ନୀ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗର ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀଙ୍କ ଧର୍ମପତ୍ନୀ ଉର୍ମିଳା ତ୍ରିପାଠୀ(୭୦)ଙ୍କର ଗୁରୁବାର ରାତିରେ ପରଲୋକ ହୋଇଯାଇଛି । ସେ କରୋନାରେ ଆକ୍ରାନ୍ତ ହୋଇ ଦୁଇ ଦିନ ହେଲା ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ କୋଭିଡ ହସ୍ପିଟାଲରେ ଚିକିତ୍ସିତ
Read More...

ଶ୍ରୀରାମକୃଷ୍ଣ ଆଶ୍ରମ ପକ୍ଷରୁ କୋଭିଡ୍-୧୯ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : ରାମକୃଷ୍ଣ ବିବେକାନନ୍ଦ ମିଶନ ବାରାକପୁର କଲିକତା ସହାୟତାରେ ଶ୍ରୀରାମକୃଷ୍ଣ ଆଶ୍ରମ ମ.ରାମପୁର ପକ୍ଷରୁ ଆଜି ଏକ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାମାରୀ କରୋନାକୁ ଦୃଷ୍ଟିରେ ରଖି ମ.ରାମପୁର ବ୍ଲକ ଦେଢସୁଲି ପଞ୍ଚାୟତର ଜାମୁଲି ଗାଁ ଠାରେ
Read More...

ବିଦେଶୀ ମଦ ଦୋକାନ ବନ୍ଦ ପାଇଁ ଆଦିବାସୀ ସଂଘର ଦାବୀପତ୍ର

ପାଟଣାଗଡ଼, (ଗୋରେଖନାଥ ବରିହା) : ରାଜସ୍ୱ ସଂଗ୍ରହ ମୋହରେ ରାଜ୍ୟ ସରକାର ଗାଁ ଗାଁରେ ମଦ ଭାଟି, ମଦ କୋଠି, ବିଦେଶୀ ମଦ ଦୋକାନ ଖୋଲି ଜନସାଧାରଣଙ୍କୁ ଶୋଷଣ କରୁଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । ହଜାର ହଜାର ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରୁଥିବା ବେଳେ ଜନସାଧାରଣଙ୍କ ସ୍ୱାର୍ଥକୁ
Read More...

ଭାରସାମ୍ୟ ହରାଇ ଭ୍ୟାକ୍ସିନ ଗାଡି ଦୁର୍ଘଟଣାଗ୍ରସ୍ତ : ଗୁରୁତର ଡ୍ରାଇଭର ମେଡିକାଲରେ ଭର୍ତ୍ତି

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ଡାକ୍ତରଖାନାର ଭ୍ୟାକ୍ସିନ ଗାଡି ଶୁକ୍ରବାର ଦିନ ଭାରସାମ୍ୟ ହରାଇ ଓଲଟି ଯିବା ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଖବର ମିଳିଛି । ସୂଚନା ଯୋଗ୍ୟଯେ, କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅନ୍ତର୍ଗତ
Read More...

ଗର୍ଭବତୀ, ପ୍ରସୂତି ମହିଳା ଏବଂ ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କ ପୁଷ୍ଟି ସାଧନ ପାଇଁ ଟେକ୍ ହୋମ୍ ରାସନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ୍ ଯୋଗୁଁ ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିଥିବା ବେଳେ ଗର୍ଭବତୀ, ପ୍ରସୂତି ମହିଳା ଏବଂ ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କ ପୁଷ୍ଟି ସାଧନ ପାଇଁ ଟେକ୍ ହୋମ୍ ରାସନ ଦିଆଯାଉଛି । ଜୁନ୍ ମାସ ପାଇଁ ଅଙ୍ଗନବାଡି କର୍ମୀମାନେ କୋଭିଡ୍ ନିୟମ ପାଳନ ସହ
Read More...

ଆୟକର ରିଟର୍ଣ୍ଣ ଦାଖଲ ତାରିଖ ଜୁନ ୩୦ ଯାଏଁ ଘୁଞ୍ଚିଲା

ନୂଆଦିଲ୍ଲୀ : ୨୦୨୧ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟସୀମା କେନ୍ଦ୍ରୀୟ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ବୃଦ୍ଧି କରିଛିନ୍ତି । ୨୦୨୦-୨୧ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟ ମାସିକ ଟିଡିଏସ୍ ଦାଖଲ କରିବା ପାଇଁ ଏହାର ଶେଷ ତାରିଖକୁ ଜୁନ ୩୦ ପର୍ୟ୍ୟନ୍ତ ବୃଦ୍ଧି
Read More...

ସରିଲା ମହାପ୍ରଭୁଙ୍କ ଜଳକ୍ରୀଡା ନୀତି : ଆଜି ଶ୍ରୀଜିଉଙ୍କ ହଳଦୀପାଣି ନୀତି

ପୁରୀ : ୨୧ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଜଳକ୍ରୀଡ଼ା କରିଛନ୍ତି । ଅକ୍ଷୟ ତୃତୀୟା ତିଥିରୁ ବାହାର ଚନ୍ଦନଯାତ୍ରା ଆରମ୍ଭ ହୋଇ ୨୧ଦିନ ବ୍ୟାପୀ ଚାଲିଥିଲା । ପ୍ରଚଣ୍ଡ ରୌଦ୍ରତାପ ଓ ଗ୍ରୀଷ୍ମପ୍ରବାହରୁ ରକ୍ଷା ପାଇବା ପାଇଁ ମହାପ୍ରଭୁ ଜଳକ୍ରୀଡା କରିଥାନ୍ତି।
Read More...