Daily Archives

ପିତୃ ଦିବସ ଅବସରରେ ସମାଜସେବୀଙ୍କ ଦ୍ଵାରା ଫଳ ବଣ୍ଟନ

ବେଲପଡା, (ଅଜିତ କୁମାର ସାହୁ) : ପିତୃ ଦିବସ ଅବସରରେ ଅନେକ ଲୋକ ଅନେକ କାର୍ଯ୍ୟକ୍ରମ କରୁଥିବା ନଜରକୁ ଆସିଛି । କିଏ ପିତୃ ଲୋକଙ୍କ ତିଳ ତର୍ପଣ କରିଥାନ୍ତି ତ କିଏ ଗଙ୍ଗାରେ ଗଙ୍ଗା ଶ୍ରାଦ୍ଧ, ବାଳ ଭୋଜନ କରିଥାନ୍ତି ପିତୃ ଲୋକଙ୍କ ଆତ୍ମାର ସଦଗତି କାମନା ସକାଶେ । କିନ୍ତୁ ଏମିତି ଜଣେ ମଣିଷ
Read More...

କରୋନା କଟକଣାକୁ ଫୁ…….

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ ) : ବର୍ତ୍ତମାନ ଏବେ ସବୁଆଡେ ଚାଲିଛି ଟୀକାକରଣ । ହେଲେ ଶିକ୍ଷିତ ହୁଅନ୍ତୁ କି ଅଶିକ୍ଷିତ ସମସ୍ତେ ଭୁଲି ଯାଉଛନ୍ତି ସାମାଜିକ ଦୂରତାକୁ । ବ୍ରହ୍ମପୁରର ଇଞ୍ଜିନିୟରିଂ ସ୍କୁଲ, କୁଇନ ମିଶନ ସ୍କୁଲ, ଏମ୍.କେ.ସି.ଜି. ମେଡ଼ିକାଲ, ସିଟିହସ୍ପିଟାଲ ଏବଂ
Read More...

ଦେଓଗାଁ ବ୍ଲକରେ କମୁଛି କରୋନା କୋପ : ଆଜି କୌଣସି ରୋଗୀ ଚିହ୍ନଟ ହୋଇନାହାନ୍ତି

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ଦେଓଗାଁ ବ୍ଲକରେ କୌଣସି କରୋନା ରୋଗୀ ଚିହ୍ନଟ ହୋଇ ନଥିବା ଜଣାପଡ଼ିଛି । ଫଳରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।
Read More...

ପଶ୍ଚିମ ଓଡ଼ିଶା ତୈଲିକ ସାହୁ ସମାଜର କବିତା ଆସର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରବିବାର ଦିନ ଭର୍‌ଚୁଆଲ୍ ମାଧ୍ୟମରେ ପଶ୍ଚିମ ଓଡ଼ିଶା ତୈଲିକ ସାହୁ ସମାଜ ତରଫରୁ ଏକ ବହୁଭାଷୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି । କବି ନକୁଲ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବଲାଙ୍ଗିର ଜିଲ୍ଲା ତୈଲିକ ସାହୁ ସମାଜର ସଭାପତି ସଂଗଠକ ମୋତିଲାଲ୍ ସାହୁ
Read More...

ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀର ମୃତ୍ୟୁ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ସହର ଦେଶିଲ ଗ୍ରାମ ନିକଟରେ ମୁଖ୍ୟ ରାଜପଥରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଦର୍ଲୋ ଗ୍ରାମର ଚିତ୍ର ବାଗଙ୍କ ପୁଅ ଉତ୍ତମ ବାଗ (ବୟସ ୧୬) ବୋଲି ଜଣାପଡିଛି । ସେ ପେଣ୍ଡରାପଦର ଏକ ଏକୋଇଶିଆ ଉତ୍ସବରେ
Read More...

କୋରୋନା ମୁକ୍ତ ଯୁବଗୋଷ୍ଠୀଙ୍କ ପରବର୍ତ୍ତୀ ସମସ୍ୟା ଓ ତାର ସମାଧାନ ଶୀର୍ଷକରେ ଆଲୋଚନା ଚକ୍ର

ଟିଟିଲାଗଡ, (ଗୌରବ ଦର୍ଜୀ) : କୋରୋନା ମୁକ୍ତ ଯୁବଗୋଷ୍ଠୀଙ୍କ ପରବର୍ତ୍ତୀ ସମସ୍ୟା ଓ ତାର ସମାଧାନ ଶୀର୍ଷକରେ ଏକ ନବସଂଚାର ମାଧ୍ୟମରେ ଆଲୋଚନା ଚକ୍ର ଟିଟିଲାଗଡ ଡିଏଭି ସ୍ୱୟଂଶାସିତ ମହାବିଦ୍ୟାଳୟ ଏନ୍ଏସଏସ ତରଫରୁ ଆୟୋଜିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ
Read More...

ଗଛ ଲଗାଇଲେ ସଚେତନ ନାଗରିକ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ପାଟଣାଗଡ ବ୍ଲକ ଅନ୍ତର୍ଗତ ଫଟାମୁଣ୍ଡା ପଞ୍ଚାୟତ ଅଞ୍ଚଳର କିଛି ସଚେତନ ନାଗରିକ ପାଣ୍ଡେସରା ଗ୍ରାମରେ ଥିବା ଛୋଟ ପାହାଡରେ ଆଜି କିଛି ଗଛ ଲଗାଇବା ସହିତ ୫୦୦ଟି ବିଭିନ୍ନ ପ୍ରକାର ମଞ୍ଜି( ନିମ୍ବ, ଆମ୍ବ, ଜାମୁକୋଳି, ତେନ୍ତୁଳି) ପୋତିଛନ୍ତି । ଏବେ ବର୍ଷା ସମୟ
Read More...

ଭାରସାମ୍ୟ ହରାଇ ଶିଶୁକୁ ପିଟିଲା ପିକଅପ୍ : ଦୁର୍ଘଟଣାରେ ଶିଶୁ ଆହତ ଚାଳକ ଫେରାର

ଟିଟିଲାଗଡ, (ଗୌରବ ଦର୍ଜୀ) : ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁର୍ଘଟଣା । ଡ୍ରାଇଭିଂ ଲାଇସେନ୍ସ ନଥିବା ଚାଳକ ମାନେ ଚଳାଉଛନ୍ତି ଗାଡି । ୧୮ ବର୍ଷରୁ କମ ବୟସର ପିଲା ମାନେ ମଧ୍ୟ ଗାଡି ଚଳାଉଥିବା ଦେଖିବାକୁ ମିଳୁଛି । ତାହା ପୁଣି ଦୃତ ଗତିରେ । ଯାହା ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟିବା ସହ
Read More...

ନାରାୟଣ ପୃଷେଠ୍‌ଙ୍କ ୭୮ତମ ଜୟନ୍ତୀରେ ଭର୍‌ଚୁଆଲ ସ୍ମାରକୀ ବକୃତା : ସୁଲେଖକ ସହ ପ୍ରଫେସର ପୃଷେଠ୍‌ ଥିଲେ ସୁମଣିଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ଶିକ୍ଷାବିତ୍‌, ପ୍ରାବନ୍ଧିକ, ସ୍ତମ୍ଭକାର ତଥା ସମ୍ପାଦକ ପ୍ରଫେସର ନାରାୟଣ ପୃଷେଠ୍‌ଙ୍କ ରବିବାର ୭୮ତମ ଜୟନ୍ତୀ ଅବସରରେ ଏକ ଭର୍‌ଚୁଆଲ ସ୍ମାରକୀ ବକୃତା ଅନୁଷ୍ଠିତ ହୋଇଛି । ପ୍ରଫେସର ନାରାୟଣ ପୃଷେଠ୍‌ ସ୍ମୃତି କମିଟି ପକ୍ଷରୁ ସଭାପତି ସନ୍ଦୀପ କୁମାର
Read More...

ବରଗଡ଼ ସାଂସଦ ପ୍ରତିନିଧି ଲିପ୍‌ସିତ୍‌ ମିଶ୍ର ଆହତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସାଂସଦ ପ୍ରତିନିଧି ତଥା ଜଣାଶୁଣା ବରିଷ୍ଠ ଆଇନଜୀବୀ ଲିପ୍‌ସିତ୍‌ ମିଶ୍ର ଆଜି ଦୁର୍ଗମ ବାରପାହାଡ ଉପରେ ଥିବା ବାର ବଖରା ଜଳପ୍ରପାତରୁ ଖସି ଯାଇ ଆହତ ହୋଇଥିବା ବେଳେ ତାଙ୍କର ଡାହାଣ ହାତ କାନ୍ଦ ପାଖକୁ ଭାଙ୍ଗିଯାଇଛି । ତାଙ୍କୁ ସଙ୍ଗେ ସଙ୍ଗେ ୧୦୮
Read More...