Daily Archives

ଚଢାଉ ବେଳେ ୬ କ୍ୱିଣ୍ଟାଲ ମହୁଲ ପୋଚ ନଷ୍ଟ ସହ ମଦ ରନ୍ଧାରେ ବ୍ୟବହୃତ ସାମଗ୍ରୀ ଜବତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ ଏବଂ ଉଲୁଣ୍ଡା ପୋଲିସ ପକ୍ଷରୁ ଚଢାଉ କରାଯାଇ ୬ କ୍ୱିଣ୍ଟାଲ ମହୁଲ ପୋଚ ନଷ୍ଟ କରିବା ସହିତ ମଦ ରନ୍ଧାରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ଦିନକୁ ଦିନ ଉଲୁଣ୍ଡା ଅଞ୍ଚଳରେ
Read More...

ଡବ୍ଲ୍ୟୁଟିସି ଫାଇନାଲ : ଭାରତ ପ୍ରଥମ ଇଂନିସରେ ୨୧୭ ରନରେ ଅଲଆଉଟ୍

ସାଉଥାମ୍ପଟନ୍ : ବହୁ ପ୍ରତୀକ୍ଷିତ ବିଶ୍ୱ ଟେଷ୍ଟ୍ ଚାମ୍ପିଅନ ମ୍ୟାଚ ଡବ୍ଲ୍ୟୁଟିସି ଫାଇନାଲରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଚାଲିଥିବା ବେଳେ ଫାଇନାଲ ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୨୧୭ ରନରେ ଅଲଆଉଟ ହୋଇଯାଇଛି । ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜାମିନସନଙ୍କ ଘାତକ ବୋଲିଂ ଦେଖିବାକୁ
Read More...

ପୋଲିସ ମାଓବାଦୀ ଗୁଳି ବିନିମୟ : ଘଟଣାସ୍ଥଳରେ ୨ ମାଓ କମାଣ୍ଡର ନିହତ

ମାଲକାନଗିରି : ପୋଲିସ- ମାଓବାଦୀ ମଧ୍ୟରେ ପୁଣି ଗୁଳି ବିନିମୟ ହୋଇଥିବା ସୂଚନା ମଳିଛି । ଗତକାଲି ଓଡିଶା ଓ ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ଆର୍ଛା ଜଙ୍ଗଲରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଦୁଇ ମାଓ ନେତାଙ୍କ ମୃତ୍ୟୁ ଘଟିଥିବା ବେଳେ ଘଟଣାସ୍ଥଳରୁ ବିପୁଳ
Read More...

ମୁକେଶଙ୍କ ଜନ୍ମଦିନରେ ସପରିବାର ଗବେଷଣା ପାଇଁ ଅଙ୍ଗଦାନ ନିଷ୍ପତ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ରାଇସଲ ପଦର ଗ୍ରାମର ଜଣେ ସଚେତନ ନାଗରିକ ହୋଇ ଦେଶ ପ୍ରତି ନିଜର କର୍ତ୍ତବ୍ୟ ଭାବି ମୁକେଶ କୁମାର ସାହୁ(୨୭) ଜନ୍ମ ଦିନରେ ବାପା ପ୍ରେମାନନ୍ଦ ସାହୁ(୫୮) ଓ ମା' ପଦ୍ମିନୀ ସାହୁ(୫୫)ଙ୍କ ସହ ସପରିବାର
Read More...

ଜର୍ନାଲିଷ୍ଟ ଏସୋସିଏସନ୍ ଅଫ ବରଗଡ ପକ୍ଷରୁ ବୃକ୍ଷ ରୋପଣ

କଣ୍ଠ ଶିଳ୍ପୀ ତପୁ ମିଶ୍ର ଓ ଦିବଙ୍ଗତ ସାମ୍ବାଦିକମାନଙ୍କୁ ଶ୍ରଦ୍ଧାଞ୍ଜଳୀପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଅନୁଯାୟୀ ଜର୍ନାଲିଷ୍ଟ ଏସୋସିଏସନ୍ ଅଫ ବରଗଡ (ଜାବ୍) ପକ୍ଷରୁ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଅଂଗ ଡ୍ୟାମ କଡ଼ରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ
Read More...

ଶବର ସମାଜର ରାଜ୍ୟସ୍ତରୀୟ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ସ୍ତରୀୟ ଶବର, ସଓରା, ସହରା ସମାଜର ଭର୍‌ଚୁଆଲ ମହାସଭା ଅନୁଷ୍ଠିତ ହୋଇଯାଇଛି । ଓଡିଶାର ୩୦ ଟି ଜିଲ୍ଲାରେ ବସବାସ କରୁଥିବା ଶବର, ସହରା , ସଓରା, ସଉରା, ଆର୍ଶୀ ସଓରା, ବସେଦ ଶଓରା, ଭୀମ୍ମା ଶଓରା, ଚୁମୁରା ଶଓରା, ଜାରା ଶବର, ଜଦୁ ଶବର, ଜତି
Read More...

ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରୁ ୪ ଜଣ ସଂକ୍ରମିତ ହୋଇଥିବା ବେଳେ ବଙ୍ଗୋମୁଣ୍ଡା ବ୍ଲକରୁ ଜଣେ, ବେଲପଡ଼ା ବ୍ଲକରୁ ଜଣେ, କଂଟାବାଂଜି ଏନ୍‌ଏସିରୁ ଜଣେ, ଖପ୍ରାଖୋଲ
Read More...

ଭୋକିଲା ମାଙ୍କଡଙ୍କୁ ଖାଦ୍ୟ ଦେଲେ ପ୍ରକୃତିବନ୍ଧୁ

କଣ୍ଟାବାଞ୍ଜି, (କୈଲାଶ ସଗ୍ରିଆ) : କରୋନାର ଦ୍ୱିତୀୟ ଲହର ଯୋଗୁଁ ତାଲାବନ୍ଦୀ ସମୟରେ ବାଦ ପଡିନି ଓଡ଼ିଶାର ସୁପ୍ରସିଦ୍ଧ ଶୈବପୀଠ ହରିଶଙ୍କର । ତାଲାବନ୍ଦୀ ଯୋଗୁଁ ଦର୍ଶକ ବିନା ଖାଁଖାଁ ଲାଗୁଛି ଦର୍ଶନୀୟସ୍ଥଳୀ ହରିଶଙ୍କର । ଦର୍ଶକ ଆସୁନଥିବାରୁ ସେଠାରେ ଥିବା ମାଙ୍କଡମାନେ ଖାଇବାକୁ ନପାଇ
Read More...

ଦ୍ୱିତୀୟ ଲହର ପରେ ମଧ୍ୟ ଗୁମାଗଡ଼ ପଞ୍ଚାୟତକୁ ଛୁଇଁ ପାରିନି କରୋନା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କରୋନା ମହାମାରୀ ଏବେ ରାଜ୍ୟର ସହରାଞ୍ଚଳ ହେଉ କିମ୍ବା ଗ୍ରାମାଞ୍ଚଳ ସବୁଠି କାୟା ବିସ୍ତାର କରି ଚାଲିଛି । ଏହି ସଂକ୍ରମଣରେ କେତେ ଜୀବନ ହାନୀ ହେବାସହ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ମଧ୍ୟ ଦୋହଲାଇ ଦେଇଛି । ହେଲେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ
Read More...

ଡୁମ୍ବେରବାହାଲ ବ୍ରିଜରେ ବିରାଟ ଗର୍ତ୍ତ ସୃଷ୍ଟି : ଗମନାଗମନ ପ୍ରତି ଘୋର ବିପଦ ଆଶଙ୍କା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତର ଡୁମ୍ବେରବାହାଲ ନଦୀ ଉପରେ ଥିବା ବ୍ରିଜରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଏଠାରେ ଗମନା ଗମନ ପ୍ରତି ଘୋର ବିପଦ ଆଶଙ୍କା ରହିଛି । ବହୁଦିନରୁ ଏହି ଗର୍ତ୍ତଟି
Read More...