Daily Archives

ଜୋର୍‌ ଧରିଛି ନୂତନ ଢଙ୍ଗର ଗୁଲୁ : ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପୋଲିସ ପ୍ରଶାସନ ପକ୍ଷରୁ ଘୁଡୁଘୁଡ ପଟ୍ଟି ଉପରେ ବ୍ୟାପକ ନଜର ରଖାଯାଉଥିବାରୁ ଜୁଆଡି ମାନେ ଏବେ ନୂଆ ଧରଣର "ଗୁଲୁ" ନାମକ ଏକ ଜୁଆ ଖେଳରେ ମାତିଥିବା ଦେଖାଯାଉଛି । ଏହା ୧୩ ବାଜି ତାସ ଖେଳ ଏବଂ ପଟ୍ଟି ଭଳି ବୋଲି କୁହାଯାଉଛି । ଏହି ଜୁଆ ଖେଳରେ ମଧ୍ୟ ହଜାର
Read More...

ଜମିବାଡ଼ି ବିବାଦକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ : ଜଣେ ମୃତ, ୫ ଗୁରୁତର

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ତଥା ସକମା ପଂଚାୟତ କୁଟୁରାପାଲି ଗ୍ରାମରେ ଜମି ବିବାଦକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଜଣକର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣକ ହେଲେ ସେହି ଗ୍ରାମର ମନବୋଧ ବାଗଙ୍କ ପୁଅ ପ୍ରସନ୍ନ ବାଗ(୪୨) ।
Read More...

ସୌନ୍ଦର୍ଯ୍ୟରଣ ପ୍ରକଳ୍ପ ଲୋକାର୍ପଣ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ଏକ ଖୋଳା ସ୍ଥାନ ସୌନ୍ଦର୍ଯ୍ୟରଣ ପ୍ରକଳ୍ପର ଲୋକାର୍ପଣ ହୋଇଯାଇଛି । ସରକାରଙ୍କ କର୍ମତପ୍ତର ଅଭିଯାନ ରାଶିରୁ ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପଟି ଭୀମ ଭୋଇ ମେଡିକାଲ କଲେଜ ସମ୍ମୁଖ ଲାଲଟିକ୍ରା
Read More...

ଜିରା ନଦୀ କୂଳରେ ୪୨୦ ବୃକ୍ଷ ରୋପଣ କଲା ୱାଇଲ୍‌ଡ୍‌ ହାର୍ଟ ସଂଗଠନ

ବରଗଡ, (ନିରୋଜ କୁମାର ପାଣୀ) : କରୋନା ମହାମାରୀ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଅମ୍ଳଜାନର ଅଭାବରୁ କାହାକୁ ମରିବାକୁ ଦିଆ ଯିବନାହିଁ ଏବଂ 'ବୃକ୍ଷ ହିଁ ଜୀବନ, ଗଛ ବଞ୍ଚିଲେ ଆମେ ବଂଚିବା' ନାରାକୁ ପାଥେୟ କରି ଆଗେଇ ଆସିଛି ବରଗଡର ଜଣାଶୁଣା ସଂଗଠନ ୱାଇଲ୍ଡ ହାର୍ଟ ସଂଗଠନ । ସଂଗଠନର
Read More...

ପଦୋନ୍ନତି ପାଇବା ପରେ ଛତ୍ରପୁର ବିଇଓଙ୍କୁ କୃତଜ୍ଞତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପଦୋନ୍ନତି ପାଇବା ପରେ ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ଅବିନାଶ ଶତପଥୀଙ୍କୁ ଛତ୍ରପୁର ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକ ନେତା ଦିଲିପ କୁମାର ପଲେଇ, ସୁରେଶ କୁମାର ମହାନ୍ତି, ବିଷ୍ଣୁ ପଣ୍ଡାଙ୍କ ନେତୃତ୍‌ତ୍ୱରେ ଶିକ୍ଷକ ସଂଘର
Read More...

ପ୍ରଥମରୁ ଦଶମ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ‘ଶିକ୍ଷା ଦର୍ପଣ’ କାର୍ଯ୍ୟକ୍ରମ ଓ ୟୁଟ୍ୟୁବ୍ ମାଧ୍ୟମରେ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା କାଲି ଠାରୁ ପ୍ରତିଦିନ ସକାଳ ୯ଟାରୁ "୧ମରୁ ୧୦ମ ଶ୍ରେଣୀ" ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ 'ଶିକ୍ଷା ଦର୍ପଣ' କାର୍ୟ୍ୟକ୍ରମ ଓ ୟୁଟ୍ୟୁବ୍ ମାଧ୍ୟମରେ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ କରାଯିବ।
Read More...

ବାପା ମା’ଙ୍କୁ ଛଡାଇ ନେଲା ମହାମାରୀ : କରୋନା କାଳରେ ପୁଅ ଝିଅ ଅନାଥ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ବିଭିନ୍ନ ପଞ୍ଚାୟତର ଗ୍ରାମ ମାନଙ୍କରେ କରୋନା କାଳରେ ଅନାଥ ହୋଇଯାଇଛନ୍ତି ପୁଅ ଝିଅ । କିଏ ବାପାଙ୍କୁ ହରାଇଛି ତ କିଏ ମାଙ୍କୁ ।କରୋନା ମହାମାରୀର ଏହି ସଙ୍କଟ ଭିତରେ ବାପା ଅଥବା ମା' କୁ ହରାଇ ଅନାଥ ହୋଇ
Read More...

ବେଦାନ୍ତ ପକ୍ଷରୁ କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ : ଭର୍ଚୁଆଲ ମାଧ୍ୟମରେ ହସ୍ପିଟାଲର…

କଳାହାଣ୍ଡି, (ପି.କେ ସାହୁ) : ଭାରତର ଅଗ୍ରଣୀ ଆଲୁମିନିୟମ ତଥା ମୂଲ୍ୟଯୁକ୍ତ ଉତ୍ପାଦର ନିର୍ମାତା ବେଦାନ୍ତ ଲିମିଟେଡ୍ ଗୁରୁତର ଅସୁସ୍ଥ ରୋଗୀଙ୍କୁ ଯଥା ସମୟରେ ଉପଯୁକ୍ତ ଚିକିତ୍ସା ସେବା ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କୁ ସହାୟତା ପାଇଁ ୨୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କୋଭିଡ
Read More...

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କରୋନା କଟକଣା ପାଳନ କରି ଡେଲାଙ୍ଗ ପଚାଂୟତ ସମିତି କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ
Read More...