Daily Archives

ରୋଜଗାରକ୍ଷମ ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ଆର୍ଥିକ ସହଯୋଗ ପାଇଁ ମା’ବାପାଙ୍କ ଆକୁଳ ନିବେଦନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଡ଼କ ଦୁର୍ଘଟଣାରେ ନିଜର ରୋଜଗାରକ୍ଷମ ପୁଅର ଗୋଡ଼ ଭାଙ୍ଗି ଯାଇଥିବା ହେତୁ ତା'ର ଉଚ୍ଚତର ଚିକିତ୍ସା ପାଇଁ 'ଅର୍ଥ ସାଜିଛି ବାଧକ' । ଏହିଭଲି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପାଇକମାଲ ବ୍ଳକ ବରତୁଣ୍ଡା ପଞ୍ଚାୟତ
Read More...

ଶୋଚନୀୟ ଅବସ୍ଥାରେ ପଡିରହିଛି ଉତ୍ତେଇ ଜଳସେଚନ ପ୍ରକଳ୍ପ : କେବେ ପଡିବ ସରକାରଙ୍କ ଦୃଷ୍ଟି

କଳାହାଣ୍ଡି, (ପି.କେ. ସାହୁ) : କୃଷି ଓ କୃଷକର ଉନ୍ନତି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ ଉପରେ ପ୍ରକଳ୍ପ କରି ଚାଲିଛନ୍ତି । କିନ୍ତୁ କଳାହାଣ୍ଡି ଚାଷୀଙ୍କ ଦୁଃଖ ଥମିବାର ନାଁ ନେଉନାହିଁ । ସରକାର ୧୯୭୧ ମସିହାରୁ ଆରମ୍ଭ କରି ୧୯୭୬ ମସିହାରେ
Read More...

ବନ୍ଦେ ଉତ୍କଳ ଜନନୀ ପାଠ୍ୟ ପୁସ୍ତକରେ ସାମିଲ ପ୍ରସଙ୍ଗ : ସରକାରୀ ନିଷ୍ପତ୍ତି ବିରୁଦ୍ଧରେ କୋସଲ ରାଜ୍ୟ ସମନ୍ୱୟ ସମିତିର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋସଲ ରାଜ୍ୟ ସମନ୍ୱୟ ସମିତି କେନ୍ଦ୍ରୀୟ କମିଟୀର ନିଷ୍ପତ୍ତି କ୍ରମେ ଆଜି ସମଗ୍ର କୋସଳାଞ୍ଚଳରେ ବନ୍ଦେ ଉତ୍କଳ ଜନନୀକୁ ଶିକ୍ଷା ପାଠ୍ୟକ୍ରମରେ ସ୍ଥାନୀତ କରିବା ନିଷ୍ପତ୍ତି ବିରୁଦ୍ଧରେ ଦୃଢ ପ୍ରତିବାଦ କରାଯାଇଛି । ଆଜି କୋସଲ ରାଜ୍ୟ ସମନ୍ୱୟ ସମିତିର
Read More...

ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଓ ବିଡିଓଙ୍କୁ ନେଇ ଆଲୋଚନା କଲେ ନରସିଂହ

ନିମ୍ନମାନ କାମର ବିଭାଗୀୟ ତଦନ୍ତ ହେବ - ନରସିଂହବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ନ ୪ଟା ସମୟରେ ସ୍ଥାନୀୟ ସାର୍କିଟ ହାଉସ ଠାରେ ଉଭୟ ଦେଓଗାଁ ଓ ବଲାଙ୍ଗିର ସଦର ବ୍ଲକରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଏବଂ ବିଭିନ୍ନ ସମସ୍ୟାକୁ ନେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର
Read More...

ମୃତ ସାମ୍ବାଦିକଙ୍କ ପରିବାରକୁ ସହାୟତା କଲା ବୌଦ୍ଧ ପ୍ରେସ କ୍ଲବ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ପ୍ରେସ କ୍ଲବର ଏକ ପ୍ରତିନିଧି ମଣ୍ତଳୀ ଆଜି ଶୁଣ୍ଢିପଦର ଗ୍ରାମକୁ ଯାଇ ସାମ୍ବାଦିକ ସ୍ୱର୍ଗତ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରଙ୍କୁ ସାକ୍ଷାତ କରିବା ସହ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ସ୍ୱର୍ଗତ ବସ୍ତିଆଙ୍କ ୨ ଝିଅଙ୍କ ପାଠପଢା ପାଇଁ ଧ୍ୟାନ
Read More...

ଦେଓଗାଁରେ ଆଜି ୨ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ): ମଙ୍ଗଳବାର ଦିନ ଦେଓଗାଁ ବ୍ଲକର ଉପରଝର ଓ କୁଳୁତାପଡ଼ା ପଞ୍ଚାୟତରେ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟ ଆସିଛି ।
Read More...

ଧୂମାପାଲି ଗ୍ରାମରେ ବିଜେପି ପକ୍ଷରୁ ବୃକ୍ଷରୋପଣ ଓ ସାଧାରଣ ସଭା ଅନୁଷ୍ଠିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବୁଢାବାହାଲସ୍ଥିତ ଧୂମାପାଲି ଗ୍ରାମରେ ଆଜି ବଲାଙ୍ଗିର ସାଂସଦଙ୍କ ସଇଁନ୍ତଲା ବ୍ଲକ ପ୍ରତିନିଧି ଅକ୍ଷୟ ରଣାଙ୍କ ନେତୃତ୍ୱରେ ପ୍ରଥମେ ଆଗରେ ପଞ୍ଚାୟତ ସ୍ତରରେ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବା ପରେ ଏକ
Read More...

ଯାଦବ ଭବନ ପକ୍ଷରୁ ଆରମ୍ଭ ହେଲା ସପ୍ତାହ ବ୍ୟାପି ବୃକ୍ଷରୋପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରସ୍ଥିତ ଯାଦବ ଭବନରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦିପ ପୁରୋହିତ ବୃକ୍ଷରୋପଣ କରି ବୃକ୍ଷ ହିଁ ଜୀବନର ବାର୍ତ୍ତା ପ୍ରଦାନ କରି ଚଳିତ ବର୍ଷା ଋତୁରେ ଅଧିକ ସଂଖ୍ୟକ ବୃକ୍ଷରୋପଣ କରିବାକୁ ଜନସାଧାରଣ ଆଗେଇ
Read More...

ଅଜିତ ମହାନନ୍ଦ ହେଲେ ଓଡିଶା ରାଜ୍ୟ ଛାତ୍ର ସମ୍ପାଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ଛାତ୍ର କଂଗ୍ରେସ ସଭାପତ୍ରି ନିରଜ କୁନ୍ଦନଙ୍କ ଅନୁମୋଦନ କ୍ରମରେ ବଲାଙ୍ଗିର ଛାତ୍ର କଂଗ୍ରେସର ସଦସ୍ୟ ଅଜିତ ମହାନନ୍ଦ ଓଡିଶା ରାଜ୍ୟ ଛାତ୍ର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ଏହି ଅବସରରେ ଅଜିତ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି
Read More...

ବିଦ୍ୟୁତ ସେବା ବନ୍ଦ ଯୋଗୁଁ ଅନ୍ଧାରରେ ପଟାମରା ଗାଁ : ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ

ସଇଁନ୍ତଳା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଅନ୍ତର୍ଗତ ଝିଙ୍କିଡୁଙ୍ଗୁରି ଅଧିନସ୍ଥ ପଟାମରା ଗ୍ରାମରେ ଦୀର୍ଘ ୬ମାସ ହେଲା ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ଯାଇଥିବାରୁ ବର୍ତ୍ତମାନ ସୁଦ୍ଧା ପଟାମରା ଗ୍ରାମବାସୀ ଅନ୍ଧାରରେ ଦିନ କାଟୁଛନ୍ତି । ଅନେକ ଥର ବିଦ୍ୟୁତ ବିଭାଗ
Read More...