Daily Archives

ହୁମର ଗ୍ରାମରେ ମଦ ବିକ୍ରିକୁ ନେଇ ମହିଳା ଆନ୍ଦୋଳନ ତୀବ୍ରତର

ଦୁଇ ଦିନ ହେଲା ଗାଁରେ ପାନୀୟ ଜଳ ଯୋଗାଣରେ ପ୍ରତିବନ୍ଧକଶାନ୍ତି କମିଟି ବସି ପରିସ୍ଥିତିକୁ ସୁଧାର ଅଣାଯିବ ବୋଲି ପୋଲିସ ପ୍ରଶାସନ କହିଛନ୍ତି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଥାନା ଅନ୍ତର୍ଗତ ହୁମରଗ୍ରାମରେ ଚୋରା ମଦ ବିକ୍ରିକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିବା
Read More...

ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ରହିଥିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି । ତୁରେକେଲା ବ୍ଲକ ହଲନଭଟା ଗ୍ରା.ପ.ରୁ ଜଣେ ଓ କମେଇମୁଣ୍ଡା ଗ୍ରା.ପ.ରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ଆଗଲପୁର ବ୍ଲକ, ବଲାଙ୍ଗିର ବ୍ଲକ, ବଲାଙ୍ଗିର
Read More...

ବିଜେଡି ଓଡିଶା ମୋ ପରିବାର ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : "ବୃକ୍ଷ ହିଁ ରକ୍ଷକ, ବୃକ୍ଷ ହିଁ ଦେବତା ମାନବ ଜାତିକୁ କାଲେ କାଲେ ରକ୍ଷା କରେ ସେହି" । ପ୍ରକୃତିର ଏହି ଅମୁଲ୍ୟ ଦାନକୁ ବଞ୍ଚାଇବା ପାଇଁ ଆଜି ବଲାଙ୍ଗିର ପୂର୍ବତନ ସାଂସଦ କଳିକେଶ ସିଂଦେଓ ଓ ଯୁବନେତା ଅର୍କେଷ ସିଂଦେଓଙ୍କର ଆହ୍ୱାନ କ୍ରମେ ଆଜି ଓଡିଶା ମୋ
Read More...

ଉତ୍କଳ ବିକାଶ ପରିଷଦ ପକ୍ଷରୁ କନ୍ଦରପୁର ଓଭରବ୍ରିଜ ନେଇ କେନ୍ଦ୍ର ରେଳବାଇ ମନ୍ତ୍ରୀଙ୍କୁ ଚିଠି

କଟକ, (ଚକ୍ରବର୍ତ୍ତୀ ଓତା) : କଟକ ସଦର ବ୍ଲକ ଉପକଣ୍ଠ କନ୍ଦରପୁର ରେଳବାଇ ଫାଟକ ପରିବର୍ତ୍ତେ ଓଭରବ୍ରିଜ ଯାହାକି କଟକ ନୂଆଗାଁ ଜାତୀୟ ରାଜପଥ ସଂଖ୍ୟା ୫୫ ନିର୍ମାଣ କାର୍ଯ୍ୟ ବହୁତ ଦିନ ହେବ ହୋଇନପାରି ପଡି ରହିଛି ଦୈନନ୍ଦିନ ମାଲବାହୀ ଓ ଯାତ୍ରୀବାହୀ ରେଳ ପାରାଦ୍ୱୀପ ଠାରୁ କଟକ ଅଭିମୁଖେ
Read More...

ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ବରିଷ୍ଠ ଉପସଭାପତି ଟାଣୁଆ ସଂଗ୍ରାମୀ ନେତା ସ୍ଵର୍ଗତ କିଶୋର ପରିଚ୍ଛାଙ୍କ…

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ଉପସଭାପତି ତଥା ବରିଷ୍ଠ ଟାଣୁଆ ସଂଗ୍ରାମୀ ନେତା ସ୍ୱର୍ଗତ କିଶୋର ପରିଚ୍ଛାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ପାଢେଲ ସ୍ଥିତ ପରିଚ୍ଛା ହେଚେରୀ କେମ୍ପସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଚିତ୍ରସେନ
Read More...

ବ୍ଳକ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ମହିଳା ଓ ପୁରୁଷ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଦ ପଡିଛନ୍ତି ଫପସି…

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକମାନଙ୍କ ପାଇଁ ମାଗଣାରେ ପ୍ରଧାନମନ୍ତ୍ରୀ ଆବାସ, ମୋ କୁଡ଼ିଆ ଘର ଯୋଜନାରେ ସାମିଲ କରୁଥିବା ନେଇ ବାଃହା ବାଃହା ମାରୁଛନ୍ତି କିନ୍ତୁ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଗଣ୍ଡପତ୍ରାପାଲି ପଞ୍ଚାୟତ ସ୍ଥିତ ଫପସି(
Read More...

ମାସ୍କୋ ଏବଂ କାର୍ପର ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ମାସ୍କୋ ଏବଂ କାର୍ପର ମିଳିତ ଆନୁକୂଲ୍ୟରେ ଏକ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହିଂଜିଳି ବ୍ଲକ ଅନ୍ତର୍ଗତ ଶାସନ ଆମ୍ବଗାଁ, ଗୋଦରା ପଲ୍ଲୀ, ମୋହନା ପଲ୍ଲୀ ଠାରେ ଶୁଭାରମ୍ଭ କରାଯାଇଛି । ଏହି
Read More...

ଦେଓଗାଁରେ ମାତିଛନ୍ତି ଟୁଲୁ ମଟର ଚୋର : ପୁଲିସ ଉପରୁ ଆସ୍ଥା ହରାଉଛନ୍ତି ଜନସାଧାରଣ, ଥାନାରେ କରୁନାହାନ୍ତି ଅଭିଯୋଗ

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ହେଲା ଦେଓଗାଁ ଥାନା ଅଞ୍ଚଳରେ ଟୁଲୁ ମଟର ଚୋରୀ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତି ଦୁଇ ତିନି ଦିନରେ ଗୋଟିଏ ନା ଗୋଟିଏ ବାଡ଼ିରୁ ମଟର ଚୋରି ହେଉଥିବା ଜାଣିବାକୁ ମିଳିଛି । ଏଇ କିଛି ଦିନ ତଳେ କଛାରପାଲି କନ୍ଧପାଲିପଡ଼ାର ଜନୈକ ବ୍ୟକ୍ତିଙ୍କ ଘରକୁ
Read More...

ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣଦେଖା : ବର୍ଷ ବର୍ଷ ହେଲା ବଲାଙ୍ଗିରରେ କାମ କରୁଛନ୍ତି ଦେଓଗାଁ ସିଏଚସିର…

ଦେଓଗାଁ, (ମନୀଷ କୁମାର ସାହୁ) : ଦିନକୁ ଦିନ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚାହିଦା ବୃଦ୍ଧି ପାଉଥିବା ବେଳେ ଦେଓଗାଁ ସିଏଚସିରୁ ଗୋଟିଏ ପରେ ଗୋଟିଏ କର୍ମଚାରୀଙ୍କୁ ଅନ୍ୟତ୍ର ଡେପୁଟେସନରେ ପଠାଇ ଦେଓଗାଁ ସିଏଚସିରୁ ଦରମା ଦିଆଯାଉଛି । ଏହା ଫଳରେ ଦେଓଗାଁ ସିଏଚସି ପରିଚାଳନାରେ
Read More...