Daily Archives

ଅଚିକିତ୍ସିତ ଅବସାଦ ଭୟଙ୍କର ରୂପ ନେଇ ପାରେ : ଡା. ଆଶୀର୍ବାଦ ଶତପଥୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାନସିକ ଅବସାଦ ରୋଗରେ ପ୍ରତି ଦଶ ଜଣଙ୍କ ମଧ୍ୟରେ ଜଣେ ଗ୍ରସିତ । ଏହାକୁ ରୋଗ କହିବା ଅପେକ୍ଷା ମାନସିକ ଅବସ୍ଥା କୁହାଯିବା ଅଧିକ ଠିକ ହେବ । ଦୀର୍ଘ ଦିନ ପର୍ଯ୍ୟନ୍ତ ଅବସାଦ ଅଚିକିତ୍ସିତ ରହିଲେ ଏହା ଅଧିକ ଜଟିଳ ହେବା ସହ ରୋଗରେ ପରିଣତ ହୁଏ । ରୋଗୀ ଅବସାଦ
Read More...

ମୃତ ବନରକ୍ଷୀଙ୍କ ପରିବାରକୁ ବୌଦ୍ଧ ବନଖଣ୍ଡ ତରଫରୁ ଆର୍ଥିକ ସହାୟତା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବନଖଣ୍ଡରେ ବନରକ୍ଷୀ ହିସାବରେ ୨୦୧୨ ଅପ୍ରେଲ ୧୯ ରିଖରେ ଯୋଗଦାନ କରି ରାଣୀସାହି, ସାତଖଣ୍ଡ, ନାଦେନ ଓ ରାୟିକଟା ବିଟ ମାନଙ୍କରେ ସୂଚାରୁ ରୂପେ କାର୍ଯ୍ୟ କରିଥିବା ବନରକ୍ଷୀ ସାଜିତ ଝାଙ୍କର ସ୍ୱାସ୍ଥ୍ୟଗତ ସମସ୍ଥା ଯୋଗୁ ମଇ ୨୨ ତାରିଖରେ ଅକାଳ ବିୟୋଗ
Read More...

ଦେଶୀ ବନ୍ଧୁକ ରଖିଥିବା ଅଭିଯୋଗରେ ଜଣେ ଗିରଫ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନାର ମଣ୍ଡାକିଆ ଗ୍ରାମପଞ୍ଚାୟତ ବିଅରପଙ୍ଗା ଗ୍ରାମର ସଞ୍ଜୟ ପ୍ରଧାନ ଏକ ଦେଶୀ ବନ୍ଧୁକ ରଖିଥିବା ଅଭିଯୋଗରେ ରାଇକିଆ ପୋଲିସ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ ଗତ ୧୫
Read More...

ଡବ୍ଲ୍ୟୁଟିସି ଫାଇନାଲ୍ : ପ୍ରଥମ ଇଂନିସରେ ୨୪୯ରେ ନ୍ୟୁଜିଲାଣ୍ଡ ଅଲଆଉଟ : ସାମୀଙ୍କୁ ୪, ଇଶାନ୍ତଙ୍କୁ ୩ ୱିକେଟ

ସାଉଥାମ୍ପଟନ୍‌ : ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ମଧ୍ୟ ବଡ ସ୍କୋର କରିବାରେ ବିଫଳ ହୋଇଛି । ଏଥିରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ଫଳରେ ପ୍ରଥମ ଇଂନିସରେ ନ୍ୟୁଜିଲାଣ୍ଡ ୨୪୯ ରନ କରିବାରେ ସଫଳ ହୋଇଛି । ୯୯ଓଭର ୨ବଲ ଖେଳି ନ୍ୟୁଜିଲାଣ୍ଡ ଦଳ
Read More...

ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ୧୬୫ଜଣଙ୍କୁ ଟୀକା ପ୍ରଦାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୁବ (୧୮-୪୪) ବର୍ଗର ଲୋକଙ୍କୁ ଟୀକାକରଣ କାର୍ଯ୍ୟକ୍ରମ ଜାରି ରହିଛି । ଆଜି ୧୬୫ଜଣଙ୍କୁ ଟୀକା ଦିଆଯାଇଥିବା ଜଣାପଡିଛି । ପ୍ରତିଦିନ ଯୁବ ବର୍ଗଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକା ପ୍ରଦାନ କରାଯିବ।
Read More...

ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ବ୍ଲକ ଡଭା ଗ୍ରାମର ଜଣାଶୁଣା ବ୍ୟକ୍ତି ଗୌତମ୍ ସାହୁଙ୍କ ୭୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ବାର୍ଦ୍ଧକ୍ୟ ଜନିତ ଯୋଗୁ କିଛିଦିନ ହେବ ପୀଡିତ ଥିଲେ । ତାଙ୍କର ରାତ୍ର ପ୍ରାୟ ୧୦ ଟା ୩୦ ସମୟରେ ନିଧନ ହୋଇଯାଇଛି । ନିଧନ ଖବର ଶୁଣିବା ପରେ ତାଙ୍କ
Read More...

ବଲାଙ୍ଗିର ଜିଲ୍ଲାରେ ୩୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୩୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ଆଗଲପୁର ବ୍ଲକରୁ ୧୧ ଜଣ ଚିହ୍ନଟ ହୋଇଥିବା ବେଳେ ବ୍ଲକର କେବଳ ବାବୁଫାସଡ ଗ୍ରାମପଞ୍ଚାୟତରୁ ୧୦ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ସେହିପରି ବଲାଙ୍ଗିର
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବରିଷ୍ଠ ନାଗରିକ ମଂଚ ତରଫରୁ ତଥା ଜିଲ୍ଲାର ଏକ ଅଗ୍ରଣୀ ସାମାଜିକ ସଂଗଠନ ସ୍ମାଇଲ ଫର ଅଲ୍‌ ଅନୁଷ୍ଠାନର ସହଯୋଗରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ପରିସରେ ରୋଗୀମାନଙ୍କ ସହାୟକ ଓ ଅସହାୟ ଲୋକମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା ।
Read More...

ରେଳ ଷ୍ଟେସନରେ ଟିକେଟ ଚେକିଙ୍ଗ କରିବ “ଆତ୍ମା”

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଏଣିକି ଭୁବନେଶ୍ୱର ରେଳ ଷ୍ଟେସନରେ ଟିକେଟ ଜାଂଚ୍ କରିବ ମେସିନ । ଆଜି ଆତ୍ମା ବା ସ୍ୱୟଂଚାଳିତ ଟିକେଟ୍ ଯାଞ୍ଚ ଏବଂ ପରିଚାଳନା ଆକ୍ସେସ୍ (ଏଟିଏମ୍ଏ) ସିଷ୍ଟମ ଭୁବନେଶ୍ୱର ରେଳ ଷ୍ଟେସନରେ ଉଦଘାଟିତ ହୋଇଯାଇଛି । ଏଟିଏମଏ ବା ଆତ୍ମା ସିଷ୍ଟମ ଦ୍ୱାରା ଯାତ୍ରୀଙ୍କ
Read More...

ଖୋଲିଲା ୪୭୭ ପୋଲିସ ସବ୍ ଇନ୍ସପେକ୍ଟର ନିଯୁକ୍ତି ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ୍ ପୋର୍ଟାଲ୍

ଭୂବନେଶ୍ୱର, (ସୁଶାନ୍ତ ସାହୁ) : ଆଜିଠାରୁ ରାଜ୍ୟ ପୋଲିସରେ ୪୭୭ ସବ୍-ଇନ୍ସପେକ୍ଟରର ପଦବୀ ପାଇଁ ନିଯୁକ୍ତି ପାଇଁ ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ଏଥିପାଇଁ ପୋର୍ଟଲକୁ ଖୋଲି ଦିଆଯାଇଛି । ଏଥିପାଇଁ ଆଜିଠାରୁ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ । ଆସନ୍ତା ୧୫ ତାରିଖ ଆବେଦନ
Read More...