Daily Archives

ଦେଓଗାଁ ସିଏଚସିର ଭେକ୍କ୍ସିନ ସେଣ୍ଟରରେ ଅବ୍ୟବସ୍ଥା ନେଇ ଅଭିଯୋଗ

ଦେଓଗାଁ, (ମନୀଷ କୁମାର ସାହୁ) : କୋରୋନା ଟୀକା ନେବା ପାଇଁ ଲୋକେ ସକାଳ ୭ ଘଣ୍ଟା ସମୟରୁ ଲାଇନ ଲାଗିଥିବା ବେଳେ କର୍ମଚାରୀମାନେ ୯ ଘଣ୍ଟା ୩୦ ମିନିଟରେ ଆସୁଛନ୍ତି, ସେଥିପାଇଁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ସେଠିକାର ସିକ୍ୟୁରୀଟି ଗାର୍ଡ ମଧ୍ୟ କୌଣସି କାର୍ୟ୍ୟରେ
Read More...

ମୁଖ୍ୟମନ୍ତ୍ରୀଙ୍କ ଆଶିର୍ବାଦ ଯୋଜନା ହୃଦୟସ୍ପର୍ଶୀ ଓ ସମୟୋଚିତ ପଦକ୍ଷେପ : କଳିକେଶ

ବଲାଙ୍ଗିର, (ଦେବାଶିଷ ମିଷ୍ର) : ଓଡିଶାର ଜନପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ରାଜ୍ୟରେ ଆରମ୍ଭ ହୋଇଥିବା ଆଶିର୍ବାଦ ଯୋଜନା ଏକ ସମୟୋଚିତ ପଦକ୍ଷେପ ବୋଲି ବଲାଙ୍ଗିରର ପୁର୍ବତନ ସାଂସଦ ତଥା ରାଜ୍ୟ ବିଜୁ ଜନତା ଦଳର ବରିଷ୍ଠ ସମ୍ପାଦକ କଳିକେଶ ନାରାୟଣ ସିଂହଦେଓ ମନ୍ତବ୍ୟ
Read More...

ଗାଁ ଭିତରେ ଦନ୍ତା : ଗ୍ରାମବାସୀ ଆତଙ୍କିତ

ଭଦ୍ରକ : ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବନ୍ତ ବ୍ଲକର କାଶୀପୁର ଗାଁର ବଗଦା ଶାସନରେ ହାତୀ ଆତଙ୍କ ଦେଖାଦେଇଛି । ଆଜି ଭୋରରୁ ଗାଁ ଭିତରକୁ ଏକ ଦନ୍ତା ହାତୀ ପଶି ଆସି ଦୀର୍ଘ ସମୟ ଧରି ଆତଙ୍କ ସୃଷ୍ଟି କରିଥିଲା । ଗାଁ ଲୋକ ସକାଳୁ ଉଠିଲା ବେଳକୁ ଏକ ଦନ୍ତାହାତୀ ଗାଁ ଭିତରକୁ ପଶି ଆସିଥିବା ଦେଖିବାକୁ
Read More...

ମନରେଗା ଯୋଜନାରେ ଘୋଟାଲା ହେଉଥିବା ଅଭିଯୋଗରେ କୋଶଳ ଯୁବ ସମନ୍ୱୟ ସମିତି ତରଫରୁ ଜିଲ୍ଲାପାଳଙ୍କୁ ଦାବୀ ପତ୍ର

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକରେ ମନେରେଗା ଯୋଜନାରେ ଚାଲିଥିବା କାର୍ଯ୍ୟର ଘୋଟାଲା ହେଉଥିବା ଅଭିଯୋଗ ନେଇ ଆଜି କୋଶଳ ଯୁବ ସମନ୍ୱୟ ସମିତି ପକ୍ଷରୁ କାର୍ଯ୍ୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ
Read More...

ନାବାଳକଙ୍କୁ କେରଳ ନେବାକୁ ବାରଣ କରିବାରୁ ସରପଞ୍ଚଙ୍କୁ ମାଡ଼ ଅଭିଯୋଗ : ଥାନାରେ ଏତଲା

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ନାବାଳକଙ୍କୁ ଦାଦନ ଶ୍ରମିକରେ ଖଟାଇବା ପାଇଁ କେରଳ ନେବାକୁ ବିରୋଧ କରିବାରୁ ସରପଞ୍ଚଙ୍କୁ ମାଡ଼ ଅଭିଯୋଗ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୂଆଗାଁ ବ୍ଲକ୍‌ ଚାଞ୍ଚେଡ଼ି ପଞ୍ଚାୟତରେ । ସୂଚନା ପ୍ରକାରେ କେରଳରୁ ଏକ ବସ୍‌ ଆସି ରାଇକିଆ,
Read More...

୫ ଅନାଥ ଶିଶୁଙ୍କ ଦାୟିତ୍ୱ ନେଲା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ଧଅଁରାଖମନର ତିନି ପିତୃମାତୃହୀନ ଶିଶୁ ଓ ଭଟାପଲାର ଗ୍ରାମର ପତୃ ଅନାଥ ଦୁଇ ଶିଶୁପୁତ୍ରକୁ ଆଜି ବିଧିବଦ୍ଧ ଭାବେ ଜିଲ୍ଲା ସୁରକ୍ଷା ୟୁନିଟ ଉଦ୍ଧାର କରି ନିଜ ହେପାଜତକୁ ନେଇଛି । ଧଅଁରାଖମନ ଗ୍ରାମର ସ୍ୱର୍ଗତ
Read More...

ଯୋଗ ହିଁ ସୁସ୍ଥ ସ୍ୱାସ୍ଥ୍ୟର ଚାବି କାଠି

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଗତକାଲି ସାରା ବିଶ୍ୱରେ ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେଉଥିବା ଅବସରରେ କରୋନା ନିୟମକୁ ପାଳନକରି ମାଝୀପଡା ପ୍ରାଥମିକ ବିଦ୍ୟାଳୟ ଆନୁକୂଲ୍ୟରେ ଚଟୁଅନକା ଅଙ୍ଗନବାଡ଼ି ଖ କେନ୍ଦ୍ରରେ ମଧ୍ୟ ପାଳିତ ହୋଇଥିଲା । ମାଝୀପଡା ପ୍ରାଥମିକ ବିଦ୍ୟାଳୟର
Read More...

୧୮+ କୋଭିଡ ଟୀକାକରଣ ଉପରେ ବ୍ଲକ ସ୍ତରୀୟ ଷ୍ଟେୟରୀଂ କମିଟି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ କାର୍ଯ୍ୟାଳୟ ପରିସରରେ ୧୮+ କୋଭିଡ ଟୀକାକରଣ ନେଇ ଏକ ଷ୍ଟେୟରୀଂ କମିଟି ବୈଠକ ମଙ୍ଗଳବାର ବିଡିଓ ସୁରେନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ଭାରାପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ସୌମ୍ୟରଞ୍ଜନ ଦାଶ, ଜନସ୍ୱାସ୍ଥ୍ୟ
Read More...

ଘର ଭଙ୍ଗାର ଥଇଥାନ ବ୍ୟବସ୍ଥା ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ବସଷ୍ଟାଣ୍ଡ ଠାରେ ବିଜୁ ଏକ୍ସପ୍ରେସ ରାସ୍ତା ନିର୍ମାଣ ପାଇଁ ଘରଗୁଡିକୁ ଭାଙ୍ଗି ଦିଆଯାଇଛି । ଦୀର୍ଘ ୩୫ ବର୍ଷ ଧରି ସେହି ସ୍ଥାନରେ ବସବାସ କରି ଛୋଟ ଛୋଟ ଦୋକାନ କରି ନିଜ ପରିବାରକୁ ପରିପୋଷଣ
Read More...