Daily Archives

ଦେଓଗାଁ ସିଏଚସିରେ ଆଜି ଟୀକା ନେଲେ ୨୩୯ଜଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୋମବାର ଦିନରୁ ଯୁବ (୧୮-୪୪) ବର୍ଗର ଲୋକଙ୍କୁ ଟୀକାକରଣ ଜାରି ରହିଛି । ଟୀକା ପରିମାଣ ଦିନକୁ ଦିଅ ବଢ଼ିବାରେ ଲାଗିଛି । ପ୍ରଥମ ଦିନ ୧୪୦ଜଣଙ୍କୁ, ଦ୍ୱିତୀୟ ଦିନ ମଙ୍ଗଳବାର ୧୬୫ ଜଣଙ୍କୁ ଟୀକା ଦିଆଯାଇଥିଲା । ବୁଧବାର
Read More...

ସହର ଉପକଣ୍ଠ ଛୁଇବନ୍ଧ ନିକଟରେ ଟ୍ରକ୍ ଡ୍ରାଇଭରଠୁ ବନ୍ଧୁକ ମୁନରେ ଲୁଟ୍ ଅଭିଯୋଗ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ସହର ଉପକଣ୍ଠ ଛୁଇବନ୍ଧ ନିକଟରେ ଟ୍ରକ୍ ଡ୍ରାଇଭରଠୁ ବନ୍ଧୁକ ମୁନରେ ଲୁଟ୍ ଅଭିଯୋଗ ହୋଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୩.୩୦ ସମୟରେ ବନ୍ଧୁକ ଦେଖାଇ ୪ ଜର ଦୁର୍ବୃତ୍ତ ଟ୍ରକ୍ ଡ୍ରାଇଭର ସୁଦର୍ଶନ ବରିହାଙ୍କଠୁ ୬ହଜାର ଟଙ୍କା
Read More...

ବିଜେପିର ବଳିଦାନ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନ ସଂଘର ପ୍ରତିଷ୍ଠାତା ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ମୃତ୍ୟୁ ଦିବସରେ ଭାରତୀୟ ଜନତା ପାର୍ଟି ସାରା ଭାରତ ବର୍ଷରେ ବଳିଦାନ ଦିବସ ରୂପେ ପାଳନ କରି ଆସୁଛି । ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନକୁ ବିରୋଧ କରି ଡା ଶ୍ୟାମ
Read More...

ଟୀକା ନେବା ପାଇଁ ବିଡିଓ ଗାଁକୁ ଗାଁ ବୁଲି ଲୋକଙ୍କୁ ବୁଝାଇଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ମାଗଣାରେ ପ୍ରତିଷେଧକ ଟୀକା କୋଭିସିଲ ସରକାର ସର୍ବସାଧାରଣ ପାଇଁ ଉପଲବ୍ଧ କରୁଥିବା ବେଳେ ଲୋକେ ଟୀକା ନେବା ପାଇଁ ମଙ୍ଗୁ ନଥିବାରୁ ପାଇକମାଲ ବ୍ଲକ ବିଡିଓ ସୁରେନ୍ଦ୍ର ମେହେର ବୁଧବାର ବରତୁଣ୍ଡା ଗ୍ରାମପଞ୍ଚାୟତର
Read More...

ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ରହିଥିବା ସରକାରୀ ସୂତ୍ରରୁ କୁହାଯାଇଛି । ବଲାଙ୍ଗିର ବ୍ଲକରୁ ଜଣେ, ବଲାଙ୍ଗିର ମ୍ୟୁନିସିପାଲଟି ଅଞ୍ଚଳରୁ ୧୧ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୨ଜଣ, ବେଲପଡା ବ୍ଲକରୁ ୨ଜଣ, ଗୁଡଭେଲା ବ୍ଲକରୁ ୨ଜଣ, ଖପ୍ରାଖୋଲ
Read More...

ଚଟୁଅନକାରେ ଟୀକାକରଣ ଓ ସଚେତନତା

ତୁରେକେଲା, (କୈଳାଶ ସଗ୍ରିଆ) : ବହୁ ପ୍ରତୀକ୍ଷା ପରେ ଆଜି ତୁରେକେଲା ବ୍ଳକର ଚଟୁଅନକା ଗ୍ରାମ ପଞ୍ଚାୟତର କ୍ଳବ୍‌ ଗୃହରେ ୧୮ବର୍ଷରୁ ୪୪ବର୍ଷ ପର୍ଯ୍ୟନ୍ତ ବୟସର ବ୍ୟକ୍ତିମାନଙ୍କୁ କରୋନା ଟୀକା ପ୍ରଥମଥର ପାଇଁ ଦିଆଯାଇଥିଲା । ଲୋକମାନେ ଗୁଜବ ପାଇଁ ଟୀକାନେବାକୁ ଆଗଭର ହେଉନଥିବାରୁ ସଚେତନତା
Read More...

ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଆନ୍ଦୋଳନ : ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶରେ ଆଦିବାସୀମାନଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ବିରୋଧରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଦେଶବ୍ୟାପି ଚରଣବଦ୍ଧ ଆନ୍ଦୋଳନର ଡାକରା ଦିଆଯାଇଛି । ସେହି କ୍ରମରେ ଆଜି ପ୍ରଥମ ଚରଣରେ ଜିଲ୍ଲା କମିଟି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
Read More...

ଦାରିଙ୍ଗବାଡିରେ ୱାଚଟାୱାର୍ ସହ ମିନିପାର୍କ ନିର୍ମାଣ କାର୍ଯ୍ୟ ପାଇଁ ସ୍ଥାନ ଚୟନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଓଡିଶାର କାଶ୍ମୀର ତଥା ଭୂସ୍ୱର୍ଗ ଭାବେ ଦାରିଙ୍ଗବାଡ଼ି ପରିଚିତ । ଓଡିଶାର ପର୍ଯ୍ୟଟନ କ୍ଷେତ୍ରରେ ଦାରିଙ୍ଗବାଡ଼ି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଶୀତଦିନ ହୋଇଗଲେ ଶୀତର ମଜା ହେଉ ଅବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ
Read More...

ତାଳଚେର ପୋଲିସକୁ ସଫଳତା

ତାଳଚେର : ତାଳଚେର ପୋଲିସ୍ ଆଜି ୪ ଜଣଙ୍କୁ ଗିରଫ କରିବା ସହିତ ରେମୁଆଁରୁ ଚୋରି ହୋଇଥିବା ସୁନାହାର, କାନଫୁଲ ଏବଂ ୪ ହଜାର ଟଙ୍କା ଜବତ କରିଛି । ପ୍ରକାଶ ଥାଉକି ଗତ ୧୭ ଜୁନରେ ରେମୁଆଁ ନୁଆ ସାହିର ସବିତା ସେନାପତି(୨୭) ଓ ତାଙ୍କ ସ୍ୱାମୀ ତୁଷାରକାନ୍ତ ସେନାପତି ଘର ତାଲା ପକାଇ କୋଭିଡ୍ ଟୀକା
Read More...