pakka

ଦେଓଗାଁ ସିଏଚସିରେ ଆଜି ଟୀକା ନେଲେ ୨୩୯ଜଣ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୋମବାର ଦିନରୁ ଯୁବ (୧୮-୪୪) ବର୍ଗର ଲୋକଙ୍କୁ ଟୀକାକରଣ ଜାରି ରହିଛି । ଟୀକା ପରିମାଣ ଦିନକୁ ଦିଅ ବଢ଼ିବାରେ ଲାଗିଛି । ପ୍ରଥମ ଦିନ ୧୪୦ଜଣଙ୍କୁ, ଦ୍ୱିତୀୟ ଦିନ ମଙ୍ଗଳବାର ୧୬୫ ଜଣଙ୍କୁ ଟୀକା ଦିଆଯାଇଥିଲା । ବୁଧବାର ଦିନ ୨୩୯ଜଣଙ୍କୁ ଦିଆଯାଇଛି । ଆଜି ମୋଟ ୨୫୦ଜଣଙ୍କୁ ଟୀକା ଦେବାକୁ ପ୍ରସ୍ତୁତ କରାଯାଇଥିଲା ହେଲେ କିଛି ଲୋକ ପହଞ୍ଚି ପାରିନଥିବାରୁ ୧୧ଟି ଟୀକା ବଳି ପଡ଼ିଥିଲା । ଆଜିର ୧୫୦ ମଧ୍ୟରୁ ୧୦୦ଟି ସ୍ଲଟ ବୁକିଙ୍ଗ କରିଥିବା ଲୋକଙ୍କ ପାଇଁ ଥିବା ବେଳେ ୧୦୦ଟି ଟୀକା ଅଫଳାଇନର ଥିଲା । ଏହାଛଡ଼ା ଅନ୍ୟ ୫୦ଟି ଟିକା ୪୫ରୁ ଉର୍ଦ୍ଧ୍ଵ ବର୍ଷୀୟ ଲୋକଙ୍କ ପାଇଁ ରଖାଯାଇଥିଲା ।

jay balangir
Leave A Reply

Your email address will not be published.

6 − one =