Daily Archives

ସୁନ୍ଦରଗଡ଼ ଜିଲ୍ଲା ସମନ୍ୱୟ ସମିତି ପକ୍ଷରୁ ଅଖଣ୍ଡଜପ କାର୍ଯ୍ୟକ୍ରମ

ସୁନ୍ଦରଗଡ଼ : ବିଶ୍ଵବ୍ୟାପୀ କୋରନା ମହାମାରୀ ସଂକଟରୁ ସୁରକ୍ଷା କବଚ ପାଇବା ହେତୁ ୨୩/୦୬/୨୦୨୧(ବୁଧବାର) ସକାଳ ୬ଟା ରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ସମସ୍ତ ବ୍ଲକ, ପଞ୍ଚାୟତ, ମହାନଗର, ସେକ୍ଟର ଅଞ୍ଚଳରେ ଥିବା ସମସ୍ତ ଶ୍ରଦ୍ଧାଳୁ ଗାୟତ୍ରୀ ପରିବାରର ପରିଜନ,
Read More...

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ : ବଲାଙ୍ଗିରରୁ ଯୋଗ ଦେଲେ ନରସିଂହ ଓ ଟୁକୁନି

ଅନୁଦାନ ଦେବାରେ ପଶ୍ଚିମ ଓଡିଶାକୁ ଅଣଦେଖା କରାନଯାଉ- ନରସିଂହମହାରାଣୀ ସାଗର, ଗନ୍ଧରେଲ ଓ ସୋନଗଡ ନଦୀ ବ୍ୟାରେଜ ଉପରେ କଲେ ଆଲୋଚନାପୌରପାଳିକାର ଡ୍ରେନେଜ୍‌ କାମକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ନରସିଂହ, ଦାବୀ କଲେ ସ୍ୱତନ୍ତ୍ର ପ୍ୟାକେଜ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନ
Read More...

ରାୟଗଡା ଜିଲ୍ଲା ପ୍ରଶାସନ ପହଞ୍ଚିଲା ୪ ଅନାଥ ଶିଶୁଙ୍କ ପାଖରେ

ରାୟଗଡା : ଆଜି ରାୟଗଡା ଜିଲ୍ଲା ପ୍ରଶାସନ କରୋନା ସମୟରେ ଅନାଥ ହୋଇଯାଇଥିବା ୪ ଅନାଥ ଶିଶୁଙ୍କ ପାଖରେ ପହଞ୍ଚିଛି ବୋଲି ଖବର ମିଳିଛି । କରୋନା କବଳରେ ଆଜି ସାରା ବଶ୍ଵ ପ୍ରଭାବିତ । ଏହି ସମୟରେ କିଏ ବାପାଙ୍କୁ ହରାଇଛନ୍ତି ତ କିଏ ମା'ଙ୍କୁ ପୁଣି କିଏ ଉଭୟ ବାପା ମା'ଙ୍କୁ ହରାଇଥିବାର ଦୁୁଃଖଦ
Read More...

ପାଇକମାଲ ବ୍ଳକ ସଭା ଗୃହରେ ମାସିକ ବୈଠକ : ଉନ୍ନତି ମୂଳକ କାର୍ଯ୍ୟ ଉପସ୍ଥାପନ କଲେ ସମିତି ସଭ୍ୟ ବିନୋଦ ବିହାରୀ ବିଶ୍ୱାଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକ ସଭା ଗୃହରେ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଚେୟାରମେନ ଅଲତାଫ ମହମ୍ମଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଡିଓ ସୁରେନ୍ଦ୍ର ମେହେର,ଏ ବିଡିଓ ଭୀଷ୍ମ ଦେବ ସାହୁ, ଶିକ୍ଷା ବିଭାଗ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ
Read More...

ବୁକୁରାମୁଣ୍ଡା ସ୍ୱାସ୍ଥ୍ୟ ଉପକେନ୍ଦ୍ର ତରଫରୁ ରାଲି ଆୟୋଜନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟରେ ମହାମାରୀ କରୋନାର ମୂଳୋତ୍ପାଟନ ପାଇଁ ସରକାରଙ୍କ ପ୍ରୟାସକୁ ସବୁ ସ୍ତରରେ ସ୍ୱାଗତ କରାଯାଇଛି । ଗାଁ କଲ୍ୟାଣ ସମିତିକୁ ଆର୍ଥିକ ରାଶି ଯୋଗାଇ ଦେଇ ଗାଁ ମାନଙ୍କରେ ଲୋକଙ୍କୁ ସଚେତନ କରିବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତିସରକାର । ଆଜି ବୁକୁରାମୁଣ୍ଡା
Read More...

ଅନଲାଇନ୍ ମାଧ୍ୟମରେ ସମ୍ବଲପୁରୀ କବିତା ଆସର୍

ସଇଁନ୍ତଲା, (ଅଜିତ କୁମାର ସାହୁ) : ମାଁ ଘଣ୍ଟେଶ୍ୱରୀ ସାହିତ୍ୟ ଘର, ଚିପିଲିମା ଦ୍ଵାରା ଅନଲାଇନ୍ ମାଧ୍ୟମରେ ତା'ର ଏକାଦଶ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ତେବେ ସମ୍ବଲପୁରୀ କବିତା ପାଠକୁ ନେଇ ଏଥିରେ ମୋଟ ଛଅ ଜଣ କବି/କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ସେମାନେ ହେଲେ ସଂଗୀତା
Read More...

ପ୍ରହସନ ପାଲଟିଛି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅବାସ ଯୋଜନା : ୨ ବର୍ଷ ହେଲା ଘର ଅଭାବରୁ ଶାଢ଼ୀ ଟାଣି ରହୁଛନ୍ତି…

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୨୦୧୯ ଅଗଷ୍ଟ ମାସ ହୋଇଥିବା ବର୍ଷାରେ ଘର ଭୁଷୁଡି ଗଲା । ସେହି ଦିନରୁ ଆକାଶ ତଳେ ରହୁଛନ୍ତି ଦମ୍ପତି । ପଲିଥିନ ଓ କିଛି ସାମଗ୍ରୀ ପାଇବା ଆଶାରେ ଦେଓଗାଁ ତହସିଲ କାର୍ଯ୍ୟାଳୟକୁ ଯାଇ ମଧ୍ୟ ନିରାଶା ହୋଇ ଫେରିଥିଲେ । ରାଜ୍ୟ ଓ କେନ୍ଦ୍ରସରକାରଙ୍କ ଆବାସ
Read More...

ନିମ୍ନ ମାନର କାମ ଯୋଗୁଁ ଭୁଷୁଡି ପଡିଲା ଅତିରିକ୍ତ ଶ୍ରେଣୀ କୋଠରୀ : କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଶିକ୍ଷା କ୍ଷେତ୍ରରେ ଶିକ୍ଷାର ବିକାଶ ସାଙ୍ଗକୁ ଭିତ୍ତିଭୂମୀର ଉନ୍ନତି କରିବା ପାଇଁ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ନିମ୍ନ ମାନର ନିର୍ମାଣ କାମ ଯୋଗୁଁ ଅତିରିକ୍ତ ଶ୍ରେଣୀ କୋଠରୀ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଗୋଟିଏ ବର୍ଷ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୬ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସକ) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୭୧୭କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୭ଜଣ ରହିଥିବା ବେଳେ ବରଗଡ଼, କଟକ, ପୁରୀ
Read More...

୭ମ ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଜାତୀୟ ସ୍ତରୀୟ ଏକ ଦିବସୀୟ ଆଭାସି ଯୋଗ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ୨୧ ତାରିଖ ପୂର୍ବାହ୍ନରେ ପୁରୀ ସହରସ୍ଥିତ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ(ଏନ୍.ସି.ସି) ଏବଂ ଆୟୁଷ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଆଞ୍ଚଳିକ ହୋମିଓପାଥି ଗବେଷଣା ପ୍ରତିଷ୍ଠାନ, ପୁରୀ ପକ୍ଷରୁ
Read More...