Browsing Category
ଦେଶ ବିଦେଶ
ଫିଫା ବିଶ୍ୱକପ୍ରେ ଟ୍ରଫି ଉନ୍ମୋଚନ ପାଇଁ ମନୋନୀତ ହେଲେ ଦୀପିକା
ମୁମ୍ବାଇ : ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ୧୫ ବର୍ଷ ମଧ୍ୟରେ ଅନେକ ବ୍ଲକବଷ୍ଟର ମୁଭି ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଚଳିତବର୍ଷ ଅଭିନେତ୍ରୀ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜୁରୀ ସଦସ୍ୟ ଭାବେ ଭାରତର ପ୍ରତିନିଧିତ୍ୱ କରୁଥିଲେ । ଏସବୁ ନେଇ ଲାଇମଲାଇଟ୍ରେ ଥିବା ଦୀପିକାଙ୍କୁ!-->…
Read More...
Read More...
ଭାରତ ପାଇଁ ରୌପ୍ୟ ପଦକ ଆଣିଲେ ମୀରାବାଇ ଚାନୁ
କଲମ୍ବିଆ : ବିଶ୍ୱ ଚାମ୍ପିଅନସିପ୍ରେ ଇତିହାସ ସୃଷ୍ଟି କରିଛନ୍ତି ଅଲିମ୍ପିକର ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ । କଲମ୍ବିଆର ବଗୋଟାରେ ଅନୁଷ୍ଠିତ ବିଶ୍ୱ ଚାମ୍ପିଅନସିପ୍ରେ ଭାରତ୍ତୋଳନରେ ଦେଶ ପାଇଁ ସେ ରୌପ୍ୟ ପଦକ ଜିତିଛନ୍ତି । ସେ ୨୦୦ କିଲୋଗ୍ରାମ ମିଶ୍ରିତ ଭାର ଉଠାଇ ଏହି ସଫଳତା ହାସଲ!-->…
Read More...
Read More...
ଆଜିଠୁ ସଂସଦର ଶୀତ ଅଧିବେଶନ ଆରମ୍ଭ
ନୂଆଦିଲ୍ଲୀ : ବୁଧବାର ଠାରୁ ଆରମ୍ଭ ହେଉଛି ସଂସଦର ଶୀତ ଅଧିବେଶନ । ଏହି ଅଧିବେଶନରେ ଏଥର ମୋଟ ୧୭ଟି କାର୍ଯ୍ୟଦିବସ ରହିବ । ଆଗତ ହେବ ପାଖାପାଖି ୧୬ଟି ବିଧେୟକ । କିଛି ବିଧେୟକ ଲୋକସଭା କିମ୍ବା ରାଜ୍ୟସଭାରୁ ପାରିତ ହୋଇଥିବା ବେଳେ ଆଉ କିଛି ସଂସଦୀୟ କମିଟି ନିକଟକୁ ସମୀକ୍ଷା ପାଇଁ ଯାଇଛି ।!-->…
Read More...
Read More...
ପରିତ୍ୟକ୍ତ ବୋରୱେଲରେ ଖସି ପଡ଼ିଲା ଶିଶୁ : ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଏସ୍ଡ଼ିଆର୍ଏଫ୍ ଟିମ୍
ବେତୁଲ : ମଧ୍ୟପ୍ରଦେଶର ବେତୁଲର ମାଡଭି ଗ୍ରାମରେ ବୋରୱେଲରେ ପଡ଼ିଥିବା ଶିଶୁ ତନ୍ମୟ(୮)ଙ୍କୁ ଉଦ୍ଧାର କରିବା ପାଇଁ ଏସ୍ଡ଼ିଆର୍ଏଫ୍ ଟିମ୍ ନିୟୋଜିତ ଅଛନ୍ତି । ଏହା କୁହାଯାଉଛି ଯେ, ବୋରୱେଲର ଗଭୀରତା ପ୍ରାୟ ୫୫ ଫୁଟ । ବର୍ତ୍ତମାନ ଶିଶୁକୁ ଅମ୍ଲଜାନ ବିତରଣ କରାଯାଇଛି । ଶିଶୁକୁ ବଞ୍ଚାଇବା!-->…
Read More...
Read More...
ଇଣ୍ଡୋନେସିଆରେ ବିବାହ ପୂର୍ବରୁ ସେକ୍ସ ନିଷେଧ : ଅବଜ୍ଞା କଲେ ହେବ ୧ ବର୍ଷ ଜେଲ୍ ଦଣ୍ଡ
ନୂଆଦିଲ୍ଲୀ : ଇଣ୍ଡୋନେସିଆ ସଂସଦ ମଙ୍ଗଳବାର ଦିନ ନୂତନ ଅପରାଧିକ ଆଇନକୁ ମଂଜୁରୀ ପ୍ରଦାନ କରିଛି । ଏଇ ଆଇନ ଅନୁସାରେ ବିବାହ ପୂର୍ବରୁ ସେକ୍ସକୁ ଅପରାଧିକ ପର୍ଯ୍ୟାୟଭୁକ୍ତ କରାଯାଇଛି । ଏହି ଆଇନକୁ ଅବଜ୍ଞା କଲେ ଏକ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ । ଏହି ଆଇନ ଇଣ୍ଡୋନେସିଆର ନାଗରିକ!-->…
Read More...
Read More...
ନୂଆ ନୌସେନା ପତାକା-ଡିଜାଇନକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପ୍ରଦୀ ମୁର୍ମୁ ଭାରତୀୟ ନୌସେନାର ନୂତନ ପତାକା ଏବଂ ଡିଜାଇନିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଉପନିବେଶ ସମୟ ସହିତ ଜଡିତ ଜିନିଷଗୁଡିକରୁ ମୁକ୍ତି ପାଇବା ପାଇଁ ସରକାର ଏହି ପଦକ୍ଷେପ ନେଇ ଜାତୀୟ ଉଦ୍ୟମ ଅନୁଯାୟୀ ଏକ ନୂତନ ଡିଜାଇନ ପ୍ରଦାନ ପାଇଁ ପ୍ରୟାସ!-->…
Read More...
Read More...
ଆମ୍ୱେଦକରଙ୍କ ୬୭ତମ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ : ଆଜି ଡ. ବି.ଆର୍ ଆମ୍ବେଦକରଙ୍କ ୬୭ତମ ପୁଣ୍ୟତିଥି । ସଂସଦରେ ତାଙ୍କ ଫଟୋଟିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଜଗଦିପ ଧନଖଡ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି!-->…
Read More...
Read More...
ଗୁଜୁରାଟ ନିର୍ବାଚନ : ପ୍ରଧାନମନ୍ତ୍ରୀ ଦେଲେ ଭୋଟ
ଅହମଦାବାଦ : ଗୁଜୁରାଟର ୧୪ଟି ଜିଲ୍ଲାର ୯୩ଟି ଆସନରେ ସୋମବାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅହମଦାବାଦରେ ଧାଡ଼ିରେ ଠିଆ ହୋଇ ଭୋଟ ଦେଇଛନ୍ତି । ପୂର୍ବାହ୍ନ ସାଢ଼େ ୯ଟାରେ ପ୍ରଧାନମନ୍ତ୍ରୀ!-->…
Read More...
Read More...
ବିଦ୍ୟାଳୟରେ ବିସ୍ଫୋରଣ ଘଟି ୧୬ ମୃତ, ୨୪ ଆହତ
କାବୁଲ : ଆଫଗାନିସ୍ତାନରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ଆଇବାକ୍ ସହରର ଏକ ବିଦ୍ୟାଳୟରେ ଘଟିଛି । ଏହି ବିସ୍ଫୋରଣରେ ପ୍ରାୟ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅତି କମ୍ରେ ୨୪ ଜଣ ଆହତ ହୋଇଛନ୍ତି । ସୂଚନାନୁଯାୟୀ, ବୁଧବାର ଅପରାହ୍ନରେ ପ୍ରାର୍ଥନା ସମୟରେ ଏହି!-->…
Read More...
Read More...
ଆଜି ଗୁଜୁରାଟ ବିଧାନସଭା ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ, ମଇଦାନରେ ୭୮୮ ପ୍ରାର୍ଥୀ
ଗୁଜୁରାଟ : ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ସକାଳ ୮ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ପ୍ରଥମ ପର୍ଯ୍ୟାୟରେ ୮୯ ଆସନରେ ମତଦାନ ଚାଲିଛି । ଦକ୍ଷିଣ ଗୁଜୁରାଟ, କଚ୍ଛ-ସୌରାଷ୍ଟ୍ରର ମୋଟ୍!-->…
Read More...
Read More...