pakka

ଏପ୍ରିଲ ୧ରୁ ହଟିବ ୧୫ ବର୍ଷରୁ ପୁରୁଣା ସରକାରୀ ଗାଡ଼ି : ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି

kalikesh

ନୂଆଦିଲ୍ଲୀ : ୧୫ ବର୍ଷରୁ ପୁରୁଣା ସରକାରୀ ଗାଡ଼ି ରାସ୍ତାରୁ ହଟିଯିବ । ୨୦୨୩ ଏପ୍ରିଲ ୧ରୁ ଏହା କାର୍ଯ୍ୟକାରୀ ହେବ ବୋଲି ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରୁ ଜଣାପଡ଼ିଛି । ଏଥିସହିତ ଉଭୟ ନିଗମ ଏବଂ ପରିବହନ ଏଜେନ୍ସିଗୁଡ଼ିକ ୧୫ ବର୍ଷରୁ ଅଧିକ ପୁରୁଣା ବସ୍‌ ଏବଂ ଗାଡ଼ିଗୁଡ଼ିକୁ ହଟାଇବେ । ଏହାକୁ ନେଇ କେନ୍ଦ୍ର ସରକାର ଏକ ଚିଠା ବିଜ୍ଞପ୍ତି ଜାରି କରିଛନ୍ତି ଏବଂ ୩୦ ଦିନ ମଧ୍ୟରେ ଏହାକୁ ନେଇ ମତାମତ ଲୋଡ଼ିଛନ୍ତି ।

pp
Leave A Reply

Your email address will not be published.

nineteen + eighteen =