pakka

ନୂଆଦିଲ୍ଲୀରେ ଭୂମିକମ୍ପ ଝଟକା ଅନୁଭୂତ

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଗତକାଲି ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରାଜଧାନୀରେ ରାତି ପ୍ରାୟ ସାଢେ ୯ଟା ସମୟରେ ୨.୫ ତୀବ୍ରତାର ଏକ ଭୂମିକମ୍ପ ଘଟିଛି । ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ନୂଆଦିଲ୍ଲୀର ୮ କିଲୋମିଟର ପଶ୍ଚିମରେ ଏକ ଭୂମିକମ୍ପ ଘଟିଛି, ଯାହାର ଗଭୀରତା ଭୂମିଠାରୁ ୫ କିଲୋମିଟର ତଳେ ଥିଲା । ଚଳିତ ମାସରେ ଦିଲ୍ଲୀରେ ତୃତୀୟ ଥର ଭୂକମ୍ପ ଘଟିଛି ।

Leave A Reply

Your email address will not be published.

twenty − one =