Browsing Category
ଦେଶ ବିଦେଶ
ନୂଆଦିଲ୍ଲୀରେ ଭାରତ ଓ ଇସ୍ରାଏଲ ସରକାରଙ୍କ ମଧ୍ୟରେ ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମା ସ୍ୱାକ୍ଷରିତ
କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ ଇସ୍ରାଏଲର ଅର୍ଥମନ୍ତ୍ରୀ ବେଜାଲେଲ୍ ସ୍ମୋଟ୍ରିଚ୍ ଏହି ଚୁକ୍ତିନାମାରେ ସ୍ୱାକ୍ଷର କଲେ
ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାର ଏବଂ ଇସ୍ରାଏଲ ସରକାର ନୂଆଦିଲ୍ଲୀରେ ଏକ ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମା!-->!-->!-->…
Read More...
Read More...
ରାଷ୍ଟ୍ରପତି ମାକ୍ରନଙ୍କ ସହ ଟେଲିଫୋନ୍ ଯୋଗେ କଥା ହେଲେ ପ୍ରଧାନମନ୍ତ୍ରୀ
ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସାମ୍ପ୍ରତିକ ଘଟଣା ଉପରେ ନେତାମାନେ ମତ ବିନିମୟ କରିଛନ୍ତିବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ସକାରାତ୍ମକ ବିକାଶକୁ ଉଭୟ ସ୍ୱାଗତ କରିଛନ୍ତିକୃତ୍ରିମ ବୁଦ୍ଧିମତା (ଏଆଇ) ପ୍ରଭାବ ଶିଖର ସମ୍ମିଳନୀ ପାଇଁ ରାଷ୍ଟ୍ରପତି ମାକ୍ରନଙ୍କୁ,!-->…
Read More...
Read More...
ଜିଏସଟି ହ୍ରାସ ସମବାୟ ସଂସ୍ଥା, କୃଷକ ଏବଂ ଗ୍ରାମୀଣ ଉଦ୍ୟୋଗମାନଙ୍କୁ ପ୍ରୋତ୍ସାହନ ଦେବ
୧୦ କୋଟିରୁ ଅଧିକ ଦୁଗ୍ଧ ଚାଷୀ ଉପକୃତ ହେବେଦୁଗ୍ଧ ଏବଂ ପନିର ଉପରେ କୌଣସି ଜିଏସଟି ନାହିଁ, ବଟର ଏବଂ ଘିଅ ଉପରେ ୫% ଜିଏସଟିସୁଲଭ ଦୁଗ୍ଧ ଉତ୍ପାଦ ପୋଷଣ ସୁରକ୍ଷା ବୃଦ୍ଧି କରିବ ଏବଂ ଦୁଗ୍ଧ ସମବାୟଗୁଡ଼ିକୁ ଲାଭ ଦେବପନିର, ପାସ୍ତା, ନମକିନ, ଜାମ୍, ଜେଲି, ଫଳ ପଲ୍ପ ଏବଂ ଜୁସ୍-ଆଧାରିତ ପାନୀୟ!-->…
Read More...
Read More...
ସମାବେଶୀ ପଦ୍ଧତି ମାଧ୍ୟମରେ ପ୍ରାଣୀସମ୍ପଦ ଉତ୍ପାଦନ ବୃଦ୍ଧି ପାଇଁ ଗୋଖାଦ୍ୟକୁ ପ୍ରୋତ୍ସାହନ ଉପରେ ଚାରିଦିନିଆ ତାଲିମ…
ଭୁବନେଶ୍ୱର, (ପିଆଇବି) : ‘‘ସମାବେଶୀ ପଦ୍ଧତି ମାଧ୍ୟମରେ ପ୍ରାଣୀସମ୍ପଦ ଉତ୍ପାଦନ ବୃଦ୍ଧି ପାଇଁ ଗୋଖାଦ୍ୟକୁ ପ୍ରୋତ୍ସାହନ’’ ଉପରେ ଏକ ଚାରି ଦିନିଆ ତାଲିମ କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ କୃଷିରତ ମହିଳା ପ୍ରତିଷ୍ଠାନ(ଆଇସିଏଆର୍-ସିଆଇଡବ୍ଲୁଏ)ଠାରେ ଅନୁଷ୍ଠିତ ହୋଇଯାଇଛି ।!-->…
Read More...
Read More...
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାବନାକୁ ଗମ୍ଭୀରତାର ସହିତ ସ୍ୱୀକାର କରୁଛି ଏବଂ ଏହାକୁ ପୂର୍ଣ୍ଣ ସମର୍ଥନ ଜଣାଉଛି :…
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତ-ଆମେରିକା ସମ୍ପର୍କକୁ ନେଇ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାବନା ଏବଂ ସକାରାତ୍ମକ ଆକଳନକୁ ସେ ଗମ୍ଭୀରତାର ସହିତ ସ୍ୱୀକାର କରୁଛନ୍ତି ଏବଂ ଏହାକୁ ପୂର୍ଣ୍ଣ ସମର୍ଥନ କରୁଛନ୍ତି । ‘‘ଭାରତ ଏବଂ ଆମେରିକା ମଧ୍ୟରେ ଅତ୍ୟନ୍ତ!-->…
Read More...
Read More...
‘ଜାତୀୟ ଶିକ୍ଷକ ପୁରସ୍କାର- ୨୦୨୫’ ପ୍ରଦାନ କଲେ ମାନ୍ୟବର ରାଷ୍ଟ୍ରପତି
ଶିକ୍ଷାଦାନକୁ ରୋଚକ ଓ ଚାପମୁକ୍ତ କରିବା ପାଇଁ
• ଶିକ୍ଷକଙ୍କ ଅଭିନବ ଶୈଳୀ ପ୍ରେରଣାଦାୟୀ- ଧର୍ମେନ୍ଦ୍ର ପ୍ରଧାନ• ଶିକ୍ଷକସମାଜକୁ ମାର୍ଗଦର୍ଶନ ଦେଇଥିବାରୁ ମାନ୍ୟବର ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଲେ• ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡଃ ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ• ଓଡ଼ିଶାର!-->…
Read More...
Read More...
ଜିଏସଟି ହ୍ରାସ ଦ୍ୱାରା ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରର ଅଭିବୃଦ୍ଧି ତ୍ୱରାନ୍ୱିତ ହେବ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୩ ସେପ୍ଟେମ୍ବର ୨୦୨୫ରେ ଆୟୋଜିତ ଜିଏସଟି ପରିଷଦର ୫୬ତମ ବୈଠକରେ, ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ପାଇଁ ଏକ ସରଳୀକୃତ ଜିଏସଟି ବ୍ୟବସ୍ଥା ଅନୁମୋଦନ କରାଯାଇଛି । ଏହାର ଅଂଶରୂପ, ବିଭିନ୍ନ ପ୍ରମୁଖ!-->…
Read More...
Read More...
ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ଦେଲେ ରାଷ୍ଟ୍ରପତି
ଅଭିନବ ଶିକ୍ଷାଦାନ ପଦ୍ଧତି ପାଇଁ ପୁରସ୍କୃତ ହେଲେ କୋରାପୁଟର ତରୁଣ କୁମାର ଦାଶ ଏବଂ ମାଲକାନଗିରିର ବସନ୍ତ କୁମାର ରଣା
ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁ ଦିବସ ଉପଲକ୍ଷେ ଦେଶର ମୋଟ୍ ୮୧ ଜଣ ଆଦର୍ଶ ଶିକ୍ଷକଙ୍କୁ ବିଦ୍ୟାଳୟ ଶିକ୍ଷା ଏବଂ ଉଚ୍ଚ ଶିକ୍ଷା!-->!-->!-->…
Read More...
Read More...
କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଠାରୁ ମେଡ୍ ଇନ୍ ଇଣ୍ଡିଆ ଚିପ୍ସର ପ୍ରଥମ ସେଟ୍ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ…
● ଦୂରଦୃଷ୍ଟି, ଦୃଢ଼ ଇଚ୍ଛାଶକ୍ତି ଏବଂ ନିର୍ଣ୍ଣାୟକ ପଦକ୍ଷେପ ଲାଗି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଏହାକୁ ଦେଶ ପାଇଁ ଗୌରବର ମୁହୂର୍ତ୍ତ ଭାବେ ଅଭିହିତ କଲେ ଶ୍ରୀ ବୈଷ୍ଣବ● ୭.୮% ଜିଡିପି ବିକାଶ ହାର ଠାରୁ ଆରମ୍ଭ କରି ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ଚିପ୍ସ ସହିତ ବୃଦ୍ଧି ପାଉଥିବା!-->…
Read More...
Read More...
ସୁଗମ ଯାତ୍ରା ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ଅବଧି ବୃଦ୍ଧି
ଭୁବନେଶ୍ୱର, (ପିଆଇବି) : ପୂର୍ବତଟ ରେଳପଥ ନିମ୍ନଲିଖିତ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସମୟ, ରହଣି ଏବଂ ସଂରଚନାକୁ ବଜାୟ ରଖିବା ସହ ପରିଚାଳନା ଅବଧି ବୃଦ୍ଧି କରିଛି ଏହା ଦ୍ଵାରା ଯାତ୍ରୀଙ୍କ ବର୍ଦ୍ଧିତ ଚାହିଦା ପୂରଣ ହେବା ସହ ନିରନ୍ତର ଯାତ୍ରା ସୁବିଧା ଯୋଗାଇବରେ ବିଶେଷ ସହାୟକ ହେବ ।ଟ୍ରେନ!-->…
Read More...
Read More...