Browsing Category

ଦେଶ ବିଦେଶ

ନୂଆଦିଲ୍ଲୀରେ ସେମିକନ୍ ଇଣ୍ଡିଆ ୨୦୨୫କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

● ବିଶ୍ୱର ଭାରତ ଉପରେ ଭରସା ଏବଂ ବିଶ୍ୱାସ ଅଛି, ଆଉ ଭାରତ ସହିତ ସେମିକଣ୍ଡକ୍ଟରର ଭବିଷ୍ୟତ ନିର୍ମାଣ ଲାଗି ବିଶ୍ୱ ପ୍ରସ୍ତୁତ ରହିଛି : ପ୍ରଧାନମନ୍ତ୍ରୀ● ଚିପଗୁଡ଼ିକ ଡିଜିଟାଲ ହୀରା : ପ୍ରଧାନମନ୍ତ୍ରୀ● କାଗଜପତ୍ର କାମ ଯେତେ କମ୍ ହେବ, ୱେଫର୍ କାମ ସେତେ ଶୀଘ୍ର ଆରମ୍ଭ ହୋଇପାରିବ :
Read More...

ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ୟୁକ୍ରେନ ସହ ଜଡ଼ିତ ସାମ୍ପ୍ରତିକ ଘଟଣା ଉପରେ ନିଜର ମତ ରଖିଛନ୍ତି ରାଷ୍ଟ୍ରପତି ଜେଲେନସ୍କିପ୍ରଧାନମନ୍ତ୍ରୀ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତର ନିରନ୍ତର ଆଭିମୁଖ୍ୟକୁ ଦୋହରାଇଥିଲେ ଏବଂ ଯଥାଶୀଘ୍ର ଶାନ୍ତି ଫେରାଇ ଆଣିବା ଉଦ୍ଦେଶ୍ୟରେ ପ୍ରୟାସକୁ ସମର୍ଥନ କରିଥିଲେଭାରତ-ୟୁକ୍ରେନ୍
Read More...

ନୋଏଡାରେ ମୋବାଇଲ୍ ଡିଭାଇସ୍ ପାଇଁ ଭାରତର ପ୍ରଥମ ଟେମ୍ପର୍ଡ ଗ୍ଲାସ୍ ଉତ୍ପାଦନ କାରଖାନାକୁ ଉଦଘାଟନ କଲେ କେନ୍ଦ୍ର…

● ଭାରତ ମେଡ୍ ଇନ୍ ଇଣ୍ଡିଆ ଚିପ୍ସ ସମେତ ମୋବାଇଲ୍ ଫୋନ୍‌ରେ ପ୍ରତ୍ୟେକ ଉପାଦାନ ନିର୍ମାଣ କରିବ : ଅଶ୍ୱିନୀ ବୈଷ୍ଣବ● ମେକ୍ ଇନ୍ ଇଣ୍ଡିଆ ଅଧୀନରେ ୧୧.୫ ଲକ୍ଷ କୋଟି ଟଙ୍କାର ଉତ୍ପାଦନ, ୩ ଲକ୍ଷ କୋଟି ଟଙ୍କାର ରପ୍ତାନି ଏବଂ ୨.୫ ନିୟୁତ ନିଯୁକ୍ତି ଦ୍ୱାରା ଭାରତର ଇଲେକ୍ଟ୍ରୋନିକ୍ସ ଅଭିବୃଦ୍ଧି
Read More...

ପୁରୀଠାରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କଲେ ପିଆଇବି ଅତିରିକ୍ତ ମହାନିର୍ଦ୍ଦେଶକ

କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ପ୍ରଚାରପ୍ରସାର ଉପରେ କଲେ ଗୁରୁତ୍ୱାରୋପ ପୁରୀ, (ପିଆଇବି) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଓଡ଼ିଶା କ୍ଷେତ୍ର ଅତିରିକ୍ତ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲ ତଥା ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର
Read More...

ପିଏମ୍ ଜନ ଧନ ଯୋଜନା : ବଞ୍ଚିତଙ୍କୁ ବ୍ୟାଙ୍କ ସେବା ପ୍ରଦାନର ୧୧ ବର୍ଷ ପୂର୍ତ୍ତି

ନୂଆଦିଲ୍ଲୀ, (ପିଆଇବି) : ଗୋଟିଏ ଦଶନ୍ଧି ପୂର୍ବରୁ ଅନେକ ଭାରତୀୟଙ୍କ ପାଇଁ ବ୍ୟାଙ୍କ ସେବା ଦିବାସ୍ୱପ୍ନ ପରି ଥିଲା । ବିଶେଷ କରି ଗ୍ରାମୀଣ ଏବଂ ବଞ୍ଚିତ ସମୁଦାୟର ଲୋକମାନେ ଏଥିରୁ ବଞ୍ଚିତ ହେଉଥିଲେ । ଆନୁଷ୍ଠାନିକ ଆର୍ଥିକ ସେବାର ସୁବିଧା ବିନା, ଲକ୍ଷ ଲକ୍ଷ ଲୋକ ଘରେ ନଗଦ ସଞ୍ଚୟ ଏବଂ
Read More...

କୋଚିରେ ମନୋରମା ନ୍ୟୁଜ୍ କନକ୍ଲେଭ-୨୦୨୫ରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସମ୍ବୋଧନ

ମୋଦୀଜୀ ପ୍ରଧାନମନ୍ତ୍ରୀ ହେବା ପରେ ଦେଶ ଜାତିବାଦ, ପରିବାରବାଦ ଏବଂ ତୁଷ୍ଟିକରଣ ପରିବର୍ତ୍ତେ ପ୍ରଦର୍ଶନ ଭିତ୍ତିକ ରାଜନୀତିର ଏକ ନୂତନ ଯୁଗ ଆରମ୍ଭ କରିଛିଭାରତ ବିକଶିତ ନହେବା ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବୁ ନାହିଁଯେତେବେଳେ ବି ସୀମା ପୁନଃ ନିର୍ଦ୍ଧାରଣ ହେବ, ଦକ୍ଷିଣ ରାଜ୍ୟଗୁଡ଼ିକ ପ୍ରତି
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମିକନ୍ ଇଣ୍ଡିଆ ୨୦୨୫ର ଚତୁର୍ଥ ସଂସ୍କରଣକୁ କରିବେ ଉଦଘାଟନ

୨ରୁ ୪ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଯଶୋଭୂମିରେ ଅନୁଷ୍ଠିତ ହେବ ଭାରତର ସର୍ବବୃହତ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ଶୋସେମିକନ୍ ଇଣ୍ଡିଆ ୨୦୨୫ରେ ୩୩ ରାଷ୍ଟ୍ର, ୫୦ରୁ ଅଧିକ ବିଶ୍ୱସ୍ତରୀୟ ସିଏକ୍ସଓ, ୩୫୦ପ୍ରଦର୍ଶକ ଏବଂ ୫୦ରୁ ଅଧିକ ଦୂରଦ୍ରଷ୍ଟା ବିଶ୍ୱସ୍ତରୀୟ ବକ୍ତା
Read More...

ଭୁବନେଶ୍ୱର କ୍ୟାପିଟାଲ ରିଜଅନ ରିଙ୍ଗ ରୋଡ୍ ନିର୍ମାଣକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

• ‘ପୂର୍ବଦୋୟ’ ମିଶନରେ ୮,୩୦୭ କୋଟି ଟଙ୍କା ବ୍ୟୟର ପ୍ରକଳ୍ପ ଓଡ଼ିଶାର ସଡ଼କ ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଗେମ୍ ଚେଞ୍ଜର ହେବ- ଧର୍ମେନ୍ଦ୍ର ପ୍ରଧାନ• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଧନ୍ୟବାଦ• ୨୦୧୭ ମସିହାରୁ ଭୁବନେଶ୍ୱର
Read More...

ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା

ବିଶ୍ୱର ସର୍ବବୃହତ ତୃଣମୂଳ ସ୍ତରୀୟ ଜନଜାତି ନେତୃତ୍ୱ କାର୍ଯ୍ୟକ୍ରମ ଭାବରେ ଏହାକୁ ପରିକଳ୍ପନା କରାଯାଇଛି ନୂଆଦିଲ୍ଲୀ, (ପିଆଇବି) : ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଆନୁଷ୍ଠାନିକ ଭାବେ ଆଦି କର୍ମଯୋଗୀ ଅଭିଯାନ ଆରମ୍ଭ କରିଛି-ଯାହାକୁ ବିଶ୍ୱର ସର୍ବବୃହତ ତୃଣମୂଳ ସ୍ତରୀୟ ଜନଜାତି ନେତୃତ୍ୱ
Read More...

କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ କଲେ ସରକାର

ନୂଆଦିଲ୍ଲୀ, (ପିଆଇବି) : ଘରୋଇ କପା ମୂଲ୍ୟ ସ୍ଥିର ରଖିବା ଏବଂ ବୟନ ଶିଳ୍ପକୁ ସମର୍ଥନ କରିବା ଲକ୍ଷ୍ୟରେ ସରକାର ଅଗଷ୍ଟ ୧୯, ୨୦୨୫ରୁ ସେପ୍ଟେମ୍ବର ୩୦, ୨୦୨୫ ପର୍ଯ୍ୟନ୍ତ କଞ୍ଚା କପା ଆମଦାନୀ ଉପରେ ସମସ୍ତ ସୀମା ଶୁଳ୍କ ବା କଷ୍ଟମ ଡ୍ୟୁଟି ଛାଡ଼ କରିଛନ୍ତି । ଏଥିରେ ୫% ମୌଳିକ ସୀମା ଶୁଳ୍କ
Read More...