Browsing Category
ଦେଶ ବିଦେଶ
ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ରାଜଧାନୀ ଏକ୍ସପ୍ରେସ୍ ଏବଂ ଭଦ୍ରକ ରେଳ ଷ୍ଟେସନ୍ ଯାଞ୍ଚ
ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ରେ ଯାତ୍ରୀଙ୍କ ସୁବିଧା, ସୁରକ୍ଷା ବ୍ୟବସ୍ଥା ଏବଂ ପରିଷ୍କାର ପରିଚ୍ଛନ୍ନତା ସମୀକ୍ଷା କଲେଭଦ୍ରକ ରେଳ ଷ୍ଟେସନରେ ମୌଳିକ ସୁବିଧା,କ୍ରିୟୁ ଲବି ଏବଂ ୟାର୍ଡ ପରିଚାଳନା ଦକ୍ଷତା ଯାଞ୍ଚ କଲେ
ନୂଆଦିଲ୍ଲୀ, (ପିଆଇବି) : ପୂର୍ବତଟ ରେଳପଥର!-->!-->!-->…
Read More...
Read More...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି
ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ସୀମାରେ ଶାନ୍ତି ଏବଂ ସ୍ଥିରତା ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀଗତ ବର୍ଷ କାଜାନରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ ପରଠାରୁ ଦ୍ୱିପାକ୍ଷିକ ସମ୍ପର୍କରେ ସ୍ଥିର ଏବଂ ସକାରାତ୍ମକ ଅଗ୍ରଗତିକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀଏସ୍ସିଓ ସମ୍ମିଳନୀରେ!-->…
Read More...
Read More...
ସ୍ୱାଧୀନତା ଦିବସରେ କୃଷକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ : ଚାଷୀମାନେ ଭାରତର ମେରୁଦଣ୍ଡ
ନୂଆଦିଲ୍ଲୀ, (ପିଆଇବି) : ୭୯ତମ ସ୍ୱାଧୀନତା ଦିବସରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର କୃଷକମାନଙ୍କୁ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ସେମାନଙ୍କୁ ଦେଶର ନିର୍ଭରଶୀଳତାରୁ ଆତ୍ମନିର୍ଭରଶୀଳତା ଯାତ୍ରାର ମେରୁଦଣ୍ଡ ବୋଲି କହିଥିଲେ । ସେ ମନେ ପକାଇଥିଲେ ଯେ ଉପନିବେଶବାଦୀ!-->…
Read More...
Read More...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଧୀନତା ଦିବସ ଅଭିଭାଷଣ : ସଂସ୍କାର, ଆତ୍ମନିର୍ଭରଶୀଳତା ଓ ପ୍ରତ୍ୟେକ…
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୯ତମ ସ୍ୱାଧୀନତା ଦିବସରେ ଦିଲ୍ଲୀର ଲାଲକିଲ୍ଲାର ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ତାଙ୍କ ଅଭିଭାଷଣରେ ଶ୍ରୀ ମୋଦୀ ଭାରତର ଆତ୍ମନିର୍ଭରଶୀଳତା ଏବଂ ପରିବର୍ତ୍ତନର ଯାତ୍ରା ଉପରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି!-->…
Read More...
Read More...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଧୀନତା ଦିବସ ଭାଷଣ ସମୟରେ ପ୍ରମୁଖ ଘୋଷଣା
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦ୍ୱାଦଶ ସ୍ୱାଧୀନତା ଦିବସ ଅଭିଭାଷଣ ଅବସରରେ, ଭାରତ ଅଭ୍ୟୁତ୍ଥାନର ନୂତନ ଅଧ୍ୟାୟ ଘୋଷଣା ପାଇଁ ଲାଲକିଲ୍ଲାର ପ୍ରାଚୀରକୁ ଏକ ଲଞ୍ଚପ୍ୟାଡରେ ପରିଣତ କରିଥିଲେ । ୭୯ତମ ସ୍ୱାଧୀନତା ଦିବସରେ, ସେ ଏମିତି ଘୋଷଣା ସବୁ କରିଛନ୍ତି!-->…
Read More...
Read More...
ପ୍ରଧାନମନ୍ତ୍ରୀଙ୍କ ‘‘ମନ୍ କି ବାତ୍” ରୁ ୩୪.୧୩ କୋଟି ଟଙ୍କାରୁ ଅଧିକ ରାଜସ୍ୱ ଆୟ
ୟୁଟ୍ୟୁବ୍ ଏବଂ ଓଟିଟି ସମେତ ଡିଜିଟାଲ ପ୍ଲାଟଫର୍ମରେ 'ମନ୍ କି ବାତ୍ "ପାଇଁ ଦର୍ଶକଙ୍କ ଯୋଗଦାନରେ ଉଲ୍ଲେଖନୀୟ ଅଭିବୃଦ୍ଧିପ୍ରଧାନମନ୍ତ୍ରୀ ମୋଦୀଙ୍କ ‘‘ମନ୍ କି ବାତ୍ " ଏକ ଜାତୀୟ ମଞ୍ଚ ସାଜିଛି, ଯେଉଁଥିରେ ତୃଣମୂଳ ସ୍ତରରେ ସଫଳତା ହାସଲ କରିଥିବା ବ୍ୟକ୍ତି ଏବଂ ରାଷ୍ଟ୍ର ନିର୍ମାଣରେ!-->…
Read More...
Read More...
ବୈଷୟିକ ଶିକ୍ଷାକୁ ଗୁଣାତ୍ମକ, ସର୍ବବ୍ୟାପୀ ଏବଂ ସର୍ବସ୍ପର୍ଶୀ କରିବ – ଧର୍ମେନ୍ଦ୍ର ପ୍ରଧାନ
୪୨୦୦ କୋଟି ଟଙ୍କା ବ୍ୟୟବରାଦ ସହିତ ‘ବୈଷୟିକ ଶିକ୍ଷାରେ ବହୁବିଧ ଶିକ୍ଷା ଏବଂ ଗବେଷଣା ଉନ୍ନତି’ (ମେରିଟ୍) ଯୋଜନା କାର୍ୟ୍ୟକାରୀ କରିବା ପ୍ରସ୍ତାବକୁ ଅନୁମୋଦନ ସ୍ୱାଗତଯୋଗ୍ୟପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଛାତ୍ରଛାତ୍ରୀ ଏବଂ ଶିକ୍ଷା ସମୁଦାୟକୁ ରାକ୍ଷୀ ପୂର୍ଣ୍ଣିମାର!-->…
Read More...
Read More...
ଆଇସିଏମଆର୍-ଆରଏମଆରସି ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ‘ସାଇନ ୨୦୨୫’
ନୂଆଦିଲ୍ଲୀ, (ପିଆଇବି) : ଆଇସିଏମଆର-ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆରଏମଆରସି), ଭୁବନେଶ୍ବର ପକ୍ଷରୁ ୮ ଅଗଷ୍ଟ ୨୦୨୫ରେ ଆଇସିଏମଆର-ସାଇନ ( ନୂଆ ପିଢିର ଗବେଷକଙ୍କ ପାଇଁ ବିଜ୍ଞାନ ଓ ସ୍ବାସ୍ଥ୍ୟ ଉଦ୍ଭାବନ) କାର୍ୟ୍ୟକ୍ରମ-୨୦୨୫ ଅନୁଷ୍ଠିତ ହୋଇଯାଇଛି । କିମ୍ବଦନ୍ତୀ ବୈଜ୍ଞାନିକ ପ୍ରଫେସର!-->…
Read More...
Read More...
ମାତା ସୀତାଙ୍କ ଜନ୍ମସ୍ଥାନ ପୁନୌରା ଧାମ ମନ୍ଦିର ଏବଂ ଏହାର ପରିସରର ବିକାଶ କାର୍ୟ୍ୟର ଭୂମି ପୂଜନ କରିଛନ୍ତି କେନ୍ଦ୍ର…
ଶ୍ରୀ ଅମିତ ଶାହ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ସୀତାମଢୀ-ଦିଲ୍ଲୀ ଅମୃତ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେମାତା ଜାନକୀ ଜନ୍ମ ନେଇଥିବା ପୁନୌରା ଧାମ ମନ୍ଦିର ପରିସରର ସାମଗ୍ରିକ ବିକାଶ ପାଇଁ ୮୯୦ କୋଟି ଟଙ୍କା ବ୍ୟୟରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛିମା!-->…
Read More...
Read More...
ରୁଷିଆର ରାଷ୍ଟ୍ରପତି ପୁଟିନଙ୍କ ସହ ଟେଲିଫୋନ୍ ଯୋଗେ କଥାହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
●ରାଷ୍ଟ୍ରପତି ପୁଟିନ ୟୁକ୍ରେନ ସମ୍ବନ୍ଧୀୟ ସଦ୍ୟତମ ଘଟଣା ଉପରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କଲେ●ପ୍ରଧାନମନ୍ତ୍ରୀ ବିବାଦର ଶୀନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତର ଭାବନା ସମ୍ପର୍କରେ ପୁନରାବୃତ୍ତି କଲେ●ଉଭୟ ନେତା ଭାରତ - ରୁଷ ସ୍ୱତନ୍ତ୍ର ଏବଂ ବିଶେଷ ରଣନୈତିକ ସହଭାଗୀତାକୁ ଆହୁରି ଗଭୀର!-->…
Read More...
Read More...