Browsing Category
ଦେଶ ବିଦେଶ
ସରକାରୀ ବିଜ୍ଞାପନ ପାଇଁ ସଂଶୋଧିତ ଦର ଢାଞ୍ଚାକୁ ଅନୁମୋଦନ କଲା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ
● ମୁଦ୍ରିତ ଗଣମାଧ୍ୟମ ଇକୋସିଷ୍ଟମ ହେବ ସୁଦୃଢ଼● ମୁଦ୍ରିତ ଗଣମାଧ୍ୟମରେ ବିଜ୍ଞାପନ ଦରରେ 26% ବୃଦ୍ଧି ଘୋଷଣା● ରଙ୍ଗୀନ ବିଜ୍ଞାପନ ପାଇଁ ପ୍ରିମିୟମ ପ୍ରଚଳନ କଲା ମନ୍ତ୍ରଣାଳୟ
ନୂଆଦିଲ୍ଲୀ, (ପିଆଇବି) : ମୁଦ୍ରିତ ଗଣମାଧ୍ୟମରେ ବିଜ୍ଞାପନର ଦରକୁ ସଂଶୋଧନ କରି 26% ବୃଦ୍ଧି କରିବାକୁ!-->!-->!-->…
Read More...
Read More...
ଗୋଆରେ ଦୃଢ଼ ବିଶ୍ୱସ୍ତରୀୟ ସହ-ପ୍ରଯୋଜନା ବଜାର ଉପସ୍ଥାପନ କରିବ ୱେଭ୍ସ ଫିଲ୍ମ ବଜାର
ଅନ୍ତର୍ଜାତୀୟ ଆର୍ଥିକ ସହାୟତା ଏବଂ ମହୋତ୍ସବ ପ୍ରସାରଣ ପାଇଁ ୨୨ଟି ଫିଚର ପ୍ରକଳ୍ପ ଏବଂ ପାଞ୍ଚଟି ପ୍ରାମାଣିକ ଚଳଚ୍ଚିତ୍ର ତାଲିକାଭୁକ୍ତ ହୋଇଛି
ନୂଆଦିଲ୍ଲୀ, (ପିଆଇବି) : ଭାରତର ପ୍ରମୁଖ ଚଳଚ୍ଚିତ୍ର ବଜାର ରୂପେ ପରିଚିତ ‘ୱେଭ୍ସ ଫିଲ୍ମ ବଜାର’ର ଉନବିଂଶତମ ସଂସ୍କରଣ ୫୬ତମ ଅନ୍ତର୍ଜାତୀୟ!-->!-->!-->…
Read More...
Read More...
ଗୁଜରାଟର ସୁରତରେ ଭାରତର ହାଇସ୍ପିଡ୍ବୁଲେଟ ଟ୍ରେନ ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
• ଭାରତର ପ୍ରଥମ ବୁଲେଟ ଟ୍ରେନ ପ୍ରକଳ୍ପର ଦଳ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ• ବୁଲେଟ ଟ୍ରେନ ପ୍ରକଳ୍ପ କାର୍ଯ୍ୟକାରିତାରୁ ମିଳୁଥିବା ଶିକ୍ଷାକୁ ନେଇ ଲିଖିତ ରେକର୍ଡ ପ୍ରସ୍ତୁତ କରିବା ଲାଗି ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ• ଯେତେବେଳେ ଦେଶ ପାଇଁ କାମ କରିବା ଏବଂ କିଛି ନୂତନ ଯୋଗଦାନ!-->…
Read More...
Read More...
ଏଆଇ ଯୁଗରେ ବର୍ଦ୍ଧିତ ଭ୍ରମାତ୍ମକ ସୂଚନା ମଧ୍ୟରେ ଗଣମାଧ୍ୟମର ବିଶ୍ୱସନୀୟତାକୁ ସୁରକ୍ଷା ଦେବା ଏକ ସାମୂହିକ ଦାୟିତ୍ୱ
• ସାମ୍ବାଦିକମାନଙ୍କୁ ମାର୍ଗଦର୍ଶନ କରୁଥିବା ମାନବୀୟ ମନ, ବିଚାରଶକ୍ତି, ବିବେକ ଏବଂ ଦାୟିତ୍ୱବୋଧକୁ ଏଆଇ କେବେବି ବଦଳାଇ ପାରିବ ନାହିଁ: ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆ• ପାରମ୍ପରିକ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ଯଥାକ୍ରମେ ଗତି ଏବଂ ନିୟୋଜନ ଅପେକ୍ଷା ସତ୍ୟତାକୁ ପ୍ରାଥମିକତା!-->…
Read More...
Read More...
ଆଇଏଫଏଫଆଇ ୨୦୨୫ର ବିଶ୍ୱସ୍ତରୀୟ ପ୍ରସାର ଓ ସାଂସ୍କୃତିକ ପ୍ରଭାବ ଉପରେ ଆଲୋକପାତ କଲେ କେନ୍ଦ୍ର ମନ୍ତ୍ରୀ ଡ. ଏଲ ମୁରୁଗନ
ପାଣାଜୀଠାରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କଲେ କେନ୍ଦ୍ର ମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ୫୬ତମ ଅନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) ପାଞ୍ଚ ଦିନ ପରେ ଆରମ୍ଭ ହେବାକୁ ଯାଉଛି । ପାଣାଜୀରେ ଗୋଆ!-->!-->!-->…
Read More...
Read More...
ଡ୍ରଗ୍ସ ବିରୋଧରେ ମୋଦୀ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି
ଏନସିବି ଏବଂ ରାଜସ୍ଥାନ ପୋଲିସ ଦ୍ବାରା ରାଜସ୍ଥାନର ସିରୋହି ଜିଲ୍ଲାର ଏକ ଦୁର୍ଗମ ଗ୍ରାମରେ ଗୁପ୍ତ ପରୀକ୍ଷାଗାର ଠାବପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ଭାରତ ସରକାର ନିଶା ମୁକ୍ତ ଭାରତ ଗଠନ କରିବା ପାଇଁ ନିଶାଦ୍ରବ୍ୟ!-->…
Read More...
Read More...
ଶ୍ରୀ ମୋତିଭାଇ ଆର. ଚୌଧୁରୀ ସାଗର ସୈନିକ ସ୍କୁଲ ଏବଂ ସାଗର ଜୈବିକ କାରଖାନାର ଉଦଘାଟନ କଲେ ଅମିତ ଶାହ
ଦିଲ୍ଲୀ କାର୍ ବିସ୍ଫୋରଣରେ ପୀଡିତ ପରିବାରଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସମବେଦନାଆତଙ୍କବାଦୀ ଘଟଣା ପାଇଁ ଦାୟୀ ସମସ୍ତଙ୍କୁ କଠୋର ଦଣ୍ଡ ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ନିଶ୍ଚିତ ଭାବେ ପୂରଣ ହେବଦିଲ୍ଲୀ ଆତଙ୍କବାଦୀ ଆକ୍ରମଣର ଅପରାଧୀମାନଙ୍କୁ ଦିଆଯିବା ଦଣ୍ଡ ବିଶ୍ୱକୁ!-->…
Read More...
Read More...
ଲାଲ ଚନ୍ଦନର ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ଓଡ଼ିଶା ବନ ବିଭାଗକୁ ୨୯.୪୦ ଲକ୍ଷ ଟଙ୍କା ପ୍ରଦାନ କଲା ଏନବିଏ
ନୂଆଦିଲ୍ଲୀ, (ପିଆଇବି) : ଜାତୀୟ ଜୈବ ବିବିଧତା ପ୍ରାଧିକରଣ (ଏନବିଏ) ଲାଲ ଚନ୍ଦନ ଗଛର ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ଉପଲବ୍ଧତା ଏବଂ ଲାଭ ଆବଣ୍ଟନ (ଏବିଏସ) ବ୍ୟବସ୍ଥା ଅଧୀନରେ ଓଡ଼ିଶା ବନ ବିଭାଗକୁ ୨୯.୪୦ ଲକ୍ଷ ଟଙ୍କା ପ୍ରଦାନ କରିଛି । ଏନବିଏ ଭାରତର ସ୍ଥାନୀୟ ଜୈବିକ ସମ୍ପଦର ଦୀର୍ଘସ୍ଥାୟୀ!-->…
Read More...
Read More...
ସରକାର ଅନ୍ତର୍ଜାତୀୟ ବଜାରରେ ଆଦିବାସୀ ଉତ୍ପାଦକୁ ପ୍ରୋତ୍ସାହିତ କରିବେ : କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ
ଆଦିବାସୀ ସମ୍ପ୍ରଦାୟ ସଶକ୍ତିକରଣ ଓ ବିଶ୍ୱସ୍ତରରେ କାରିଗରୀ ପ୍ରଚାର ପାଇଁ ମିଳିତ ପଦକ୍ଷେପର ଆହ୍ୱାନ : ପୀୟୁଷ ଗୋୟଲ"ବନ ଧନ"ରୁ "ବ୍ୟାପାର ଧନ"କୁ ପରିବର୍ତ୍ତନ କରିବାକୁ ଆହ୍ୱାନ କରିଛନ୍ତି ଶ୍ରୀ ଗୋୟଲ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ, ଶ୍ରୀ ପୀୟୁଷ!-->!-->!-->…
Read More...
Read More...
ରପ୍ତାନିକାରୀଙ୍କ ପାଇଁ ଋଣ ଗ୍ୟାରେଣ୍ଟି ଯୋଜନା (ସିଜିଏସଇ)କୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍
• ୨୦,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବନ୍ଧକମୁକ୍ତ ଋଣ ସହାୟତା ପାଇଁ କରିଛି ପରିକଳ୍ପନା• ଏନସିଜିଟିସି ମାଧ୍ୟମରେ ୧୦୦% ଋଣ ଗ୍ୟାରେଣ୍ଟି• ଏମଏସଏମଇ ଏବଂ ଅଣ-ଏମଏସଏମଇ ରପ୍ତାନିକାରୀ ଉଭୟଙ୍କୁ ଲାଭ ପହଞ୍ଚାଇବ• ସିଜିଏସଇ ଭାରତୀୟ ରପ୍ତାନିକାରୀଙ୍କ ପାଇଁ ନଗଦ ଉପଲବ୍ଧତା, ବଜାର ବିବିଧତା,!-->…
Read More...
Read More...