Browsing Category
ଦେଶ ବିଦେଶ
2030 ସୁଦ୍ଧା ରାଉରକେଲା ଇସ୍ପାତ କାରଖାନାର କ୍ଷମତା ଦ୍ୱିଗୁଣିତ କରି 9.8 ନିୟୁତ ଟନ୍ କରିବା ପାଇଁ ଯୋଜନା ଘୋଷଣା କଲେ…
ରାଉରକେଲା ଇସ୍ପାତ କାରଖାନା ଭାରତର ଶିଳ୍ପ ପ୍ରଗତିର ଏକ ଆଧାର : ଶ୍ରୀ ଏଚ୍ ଡି କୁମାରସ୍ୱାମୀକାରଖାନାର ସମ୍ପ୍ରସାରଣ ଓଡ଼ିଶା ପାଇଁ ସମୃଦ୍ଧିର ନୂତନ ଲହରୀ ଆଣିବ : ଏଚ୍ ଡି କୁମାରସ୍ୱାମୀ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଇସ୍ପାତ ଏବଂ ଭାରୀ ଶିଳ୍ପ ମନ୍ତ୍ରୀ ଏଚ୍.ଡି. କୁମାରସ୍ୱାମୀ!-->!-->!-->…
Read More...
Read More...
ଭାରତରେ ଟ୍ରାନ୍ସଜେଣ୍ଡରଙ୍କ ଅଧିକାର : ଆଇନଗତ ସଂସ୍କାର ଏବଂ ସମାବେଶୀ ପ୍ରଗତି
ଟ୍ରାନ୍ସଜେଣ୍ଡର ବ୍ୟକ୍ତି (ଅଧିକାର ସୁରକ୍ଷା) ଆଇନ, ୨୦୧୯ ଏବଂ ଏହାର ନିୟମ, ୨୦୨୦, ଆଇନଗତ ସ୍ୱୀକୃତି, କଲ୍ୟାଣକାରୀ ପଦକ୍ଷେପ ଏବଂ ଭେଦଭାବ ବିରୁଦ୍ଧରେ ସୁରକ୍ଷା ସୁନିଶ୍ଚିତ କରେ ।ସରକାର ୨୧ ଅଗଷ୍ଟ, ୨୦୨୦ ତାରିଖରେ ଏକ ବିଜ୍ଞପ୍ତି ମାଧ୍ୟମରେ ଏହି ଆଇନ ଅଧୀନରେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ!-->…
Read More...
Read More...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ଥୀରେ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବକୁ…
ଭାରତୀୟ ସଭ୍ୟତାର ମୂଳ ମୂଲ୍ୟବୋଧ ହେଉଛି ସେବା: ପ୍ରଧାନମନ୍ତ୍ରୀ'ସେବୋ ପରମୋ ଧର୍ମଃ' ହେଉଛି ସେହି ନୀତି, ଯାହା ଶତାବ୍ଦୀର ପରିବର୍ତ୍ତନ ଏବଂ ଆହ୍ଵାନ ମଧ୍ୟରେ ଭାରତକୁ ବଜାୟ ରଖିଛି, ଆମ ସଭ୍ୟତାକୁ ଏହାର ଆଭ୍ୟନ୍ତରୀଣ ଶକ୍ତି ପ୍ରଦାନ କରିଛି : ପ୍ରଧାନମନ୍ତ୍ରୀଶ୍ରୀ ସତ୍ୟସାଇ ବାବା ସେବାକୁ!-->…
Read More...
Read More...
ଆଇସିଏଆର-ସିଆଇଡବ୍ଲୁଏ ପରିସରରେ ପିଏମ-କିସାନର ଏକବିଂଶତମ କିସ୍ତି ହସ୍ତାନ୍ତର କାର୍ଯ୍ୟକ୍ରମ
କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ସଶକ୍ତିକରଣ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି କେନ୍ଦ୍ର ସରକାର : କେନ୍ଦ୍ର ମନ୍ତ୍ରୀ ଏଚଡି କୁମାରସ୍ୱାମୀ
ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱରସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅଧୀନ କେନ୍ଦ୍ରୀୟ କୃଷିରତ ମହିଳା ପ୍ରତିଷ୍ଠାନ!-->!-->!-->…
Read More...
Read More...
‘ସମସ୍ତଙ୍କ ପାଇଁ ଯୁବା ଏଆଇ’ ଆରମ୍ଭ କରିଛନ୍ତି ଭାରତ ସରକାର
ସମସ୍ତଙ୍କୁ କୃତ୍ରିମ ବୁଦ୍ଧିମତ୍ତା ବୁଝିବାରେ ସାହାଯ୍ୟ କରିବା ପାଇଁ ଏକ ମାଗଣା ଜାତୀୟ ପାଠ୍ୟକ୍ରମଏଆଇକୁ ସୁଗମ କରିବା ପାଇଁ ଏକ ଛୋଟ, ସରଳ, ବ୍ୟବହାରିକ ଏବଂ ମାଗଣା ପାଠ୍ୟକ୍ରମଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ୧ କୋଟି ନାଗରିକଙ୍କୁ ମୌଳିକ ଏଆଇ ଦକ୍ଷତା ସହିତ ସଶକ୍ତ କରିବାଏହି ପାଠ୍ୟକ୍ରମ!-->…
Read More...
Read More...
ସର୍ଦ୍ଦାର @୧୫୦ ଏକତା ପଦଯାତ୍ରା ହେଉଛି ଏକତାବଦ୍ଧ ଜାତିର ହୃଦସ୍ପନ୍ଦନ : କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ
ଏହି ପଦଯାତ୍ରା ସ୍ୱଚ୍ଛତା, ସ୍ୱଦେଶୀ ଏବଂ ସ୍ୱାବଲମ୍ବନର ବାର୍ତ୍ତା ବହନ କରୁଛି: ଡକ୍ଟର ମାଣ୍ଡଭିୟଏକତା ପଦଯାତ୍ରା ହେଉଛି ସର୍ଦ୍ଦାର ପଟେଲଙ୍କ ଐତିହ୍ୟ ଏବଂ ଯୁବଶକ୍ତିର ଏକ ଜାତୀୟ ଆନ୍ଦୋଳନ : ଡକ୍ଟର ମନସୁଖ ମାଣ୍ଡଭିୟଏହି ଜାତୀୟସ୍ତରୀୟ ପଦଯାତ୍ରାର ପ୍ରସ୍ତୁତି ପାଇଁ, ସାରା ଦେଶରେ ୮୪୨ଟି!-->…
Read More...
Read More...
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଷଷ୍ଠ ଜାତୀୟ ଜଳ ପୁରସ୍କାର ଏବଂ ଜଳ ସଞ୍ଚୟ ଜନ ଭାଗିଦାରୀ ପୁରସ୍କାର ପ୍ରଦାନ…
ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ମଧ୍ୟରେ ଓଡିଶାର ପାଞ୍ଚଟି ଜିଲ୍ଲା ; ପ୍ରତ୍ୟେକଙ୍କୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନବ୍ୟକ୍ତି, ପରିବାର, ସମାଜ ଏବଂ ସରକାରଙ୍କ ଅଂଶଗ୍ରହଣରେ ହିଁ ପ୍ରଭାବଶାଳୀ ଜଳ ପରିଚାଳନା ସମ୍ଭବ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁରାଷ୍ଟ୍ରପତି ଭାରତର “ସୁଜଳାମ୍‘!-->…
Read More...
Read More...
ବୃହତ୍ ସିମେଣ୍ଟ ପରିବହନ ଶୁଳ୍କ କମାଇ, ଗରିବ ଏବଂ ମଧ୍ୟବିତ୍ତଙ୍କ ପାଇଁ ସୁଲଭ ବାସଗୃହ ଯୋଗାଇ ଦେଉଛି ରେଳବାଇ
ନୂତନ ନୀତିରେ ଡୋର ଟୁ ଡୋର ଲଜିଷ୍ଟିକ୍ସ ସମାଧାନ ପାଇଁ କଷ୍ଟୋମାଇଜ୍ଡ କଣ୍ଟେନର ଏବଂ ନୂତନ ବଲକ୍ ସିମେଣ୍ଟ ଟର୍ମିନାଲ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ରେଳ, ସୂଚନା ଏବଂ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି କଣ୍ଟେନରରେ!-->!-->!-->…
Read More...
Read More...
“ଏସୀୟ ବିହନ କଂଗ୍ରେସ ୨୦୨୫”କୁ ଉଦଘାଟନ କଲେ ଶ୍ରୀ ଶିବରାଜ ସିଂହ ଚୌହାନ
ବିହନ ସମ୍ବନ୍ଧୀୟ ପ୍ରସଙ୍ଗରେ ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ଘରୋଇ କ୍ଷେତ୍ରକୁ ଶ୍ରୀ ଚୌହାନଙ୍କ ଅନୁରୋଧବିହନ ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିବା ଏବଂ ଗୁଣବତ୍ତା ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକର ସମାଧାନ କରିବା ସହିତ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ!-->…
Read More...
Read More...
ଉତ୍ତର କ୍ଷେତ୍ରୀୟ ପରିଷଦର ୩୨ତମ ବୈଠକରେ ଅମିତ ଶାହଙ୍କ ଅଧ୍ୟକ୍ଷତା
ଦିଲ୍ଲୀ ବିସ୍ଫୋରଣ ଏବଂ ଜାମ୍ମୁ କାଶ୍ମୀରର ନୌଗାମ ପୋଲିସ ଷ୍ଟେସନରେ ହୋଇଥିବା ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଦୁଇ ମିନିଟ ନୀରବ ପ୍ରାର୍ଥନାପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ନେତୃତ୍ୱରେ ଆତଙ୍କବାଦକୁ ମୂଳପୋଛ କରିବା ହେଉଛି ଆମର ସାମୂହିକ!-->…
Read More...
Read More...