Browsing Category
ବିଚିତ୍ରା
ଯେଉଁମାନେ ମହିଳାଙ୍କ ବିରୋଧରେ ଅପରାଧ କରନ୍ତି, ସେମାନଙ୍କୁ ଛକ ନିକଟରେ ଫାଶୀ ଦିଆଯିବା ଆବଶ୍ୟକ : କଙ୍ଗନା ରାଣାୱତ
ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ବନ୍ଧନହୀନ ବକ୍ତବ୍ୟ ପାଇଁ ପ୍ରସିଦ୍ଧ । ସେ ପ୍ରାୟତ ସାମାଜିକ ପ୍ରସଙ୍ଗରେ ନିଜର ମତ ପ୍ରକାଶ କରନ୍ତି । ଏଥର କଙ୍ଗନା ରାଣାୱତ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ନିଜର ମତ ପ୍ରକାଶ କରିଛନ୍ତି । ଭୋପାଳରେ ମହିଳାଙ୍କ!-->…
Read More...
Read More...
ଜ୍ୟାକି ସ୍ରଫଙ୍କ ଭଉଣୀ ଭୂମିକାରେ ନଜର ଆସିବେ ଦିଶା ପଟାନୀ ଫିଲ୍ମ ‘ରାଧେ’ରେ
ମୁମ୍ବାଇ : ଫିଲ୍ମ 'ରାଧେ'ରେ ନଜର ଆସିବେ ଅଭିନେତ୍ରୀ ଦିଶା ପଟାନୀ । ସେ ଅଭିନେତା ଟାଇଗର ସ୍ରଫଙ୍କୁ ଡେଟ୍ କରୁଥିବା ଶୁଣିବାକୁ ମିଳୁଛି । କିନ୍ତୁ 'ରାଧେ'ର ସେଟ୍ ଉପରେ ମିଳିଥିବା ସୂଚନା ଅନୁସାରେ ସଲମାନ ଖାନଙ୍କ ଚଳଚିତ୍ର 'ରାଧେ'ରେ ଦିଶା ପାଟାନୀ, ଜ୍ୟାକି ସ୍ରଫଙ୍କ ଭଉଣୀ ଭୂମିକାରେ!-->…
Read More...
Read More...
ଗର୍ଭାବସ୍ଥାରେ ଖାଇବା ଉଚିତ ନୁହେଁ ଏସବୁ ଖାଦ୍ୟ : ଗର୍ଭସ୍ଥ ଶିଶୁକୁ ପହଂଚାଇପାରେ କ୍ଷତି
ଗର୍ଭାବସ୍ଥାରେ ମହିଳାମାନେ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ନିହାତି ଆବଶ୍ୟକ । କାରଣ ଖାଦ୍ୟ ଗ୍ରହଣରେ ଅବହେଳା ଶିଶୁକୁ ପହଂଚାଇପାରେ କ୍ଷତି । ପ୍ରଥମତଃ ପେଟ ଖାଲି ରଖିବା ଉଚିତ ନୁହେଁ । ଏହା ବିଭିନ୍ନ ସମସ୍ୟା ଉପୁଜାଇବା ପାଇଁ ଉତ୍ସ ହୋଇଥାଏ । ଖାଲି ପେଟରେ ଚା' କି କପି ପିଇବା ବି!-->…
Read More...
Read More...
ହୋସ ଉଡିଯିବ ଉର୍ବଶୀଙ୍କ ଗାଉନ୍ ଦାମ୍ ଶୁଣିଲେ, ସେହି ଦାମରେ ଭୁବନେଶ୍ୱରରେ କିଣି ହୋଇଯିବ ଅନେକ ବଡ ବଡ ଫ୍ଲାଟ୍
ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉଟେଲା ପୁଣି ତାଙ୍କ ଗାଉନ ପାଇଁ ଚର୍ଚ୍ଚାରେ । ଅର୍ଥାତ୍ ଉର୍ବଶୀ ନିଜ ଦାମୀ ଗାଉନ୍ ଯୋଗୁଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସବୁବେଲେ ନିଜ ହଟ୍ ଅନ୍ଦାଜରେ ଫଟୋସୁଟ୍, ନିଜ ଅଭିନୟ ଯୋଗୁଁ ଚର୍ଚ୍ଚାରେ ରହୁଥିବା ଉର୍ବଶୀ ନିଜ ଦାମୀ!-->…
Read More...
Read More...
ସୂର୍ଯ୍ୟରେ ବିସ୍ଫୋରଣ ଯୋଗୁଁ ମହାକାଶରେ ହଲ୍ଚଲ୍ : ପୃଥିବୀରୁ ରଙ୍ଗୀନ ଦେଖାଯିବ ଆକାଶ ?
ୱାଶିଂଟନ୍ : ନୂଆ ବର୍ଷର ସୂର୍ୟ୍ୟ ଉପରେ ପ୍ରାରମ୍ଭିକ ବିସ୍ଫୋରଣ ଆସିଛି । ଜାନୁୟାରୀ ୨ ରେ ନକ୍ଷତ୍ରଙ୍କ ଶକ୍ତିର ଶକ୍ତିଶାଳୀ ବିସ୍ଫୋରଣ ଘଟିଛି ଏବଂ ବୁଧବାର ଦିନ ଏହାର ପ୍ରଭାବ ପୃଥିବୀରେ ଦେଖାଯିବାର ସମ୍ଭାବନା ହକ୍ଟଶଛି । ଆମେରିକାର ସ୍ପେସ୍ ଏଜେନ୍ସି ନାସାର ସୋଲାର ଡାଇନାମିକ୍ସ!-->…
Read More...
Read More...
ଲଦାଖରେ ଅମିତାଭ ମାଇନସ୍ ୩୩ ଡିଗ୍ରୀ ଶୀତର ସମ୍ମୁଖୀନ ହେଲେ : ସେୟାର କଲେ ଫଟୋ
ନୂଆଦିଲ୍ଲୀ : ଏବେ ସାରା ଦେଶରେ ଶୀତ ଋତୁ ଚାଲିଛି ଏବଂ ଅନେକ ସ୍ଥାନରେ ବର୍ଷା ହେତୁ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି । ଆହୁରି ମଧ୍ୟ, ନୂତନ ବର୍ଷର ଆଗମନ ଅର୍ଥାତ୍ ୨୦୨୧ ମଧ୍ୟ ପହଞ୍ଚିଛି । ନିକଟରେ ମହାନ ଅଭିନେତା ଅମିତାଭ ବଚ୍ଚନ ଲଦାଖ ଟ୍ରିପରୁ ଫେରିଛନ୍ତି । କିନ୍ତୁ ଏହି ସମୟ ମଧ୍ୟରେ!-->…
Read More...
Read More...
ଅଦାନି ଗ୍ରୁପ ଧର୍ମା ପ୍ରଡକ୍ସନରେ ଇନଭେଷ୍ଟ କରିବ
ମୁମ୍ବାଇ : ଅଦାନି ଗ୍ରୁପର ଗୌତମ ଅଦାନି ଧର୍ମା ପ୍ରଡକ୍ସନର ୩୦ ପ୍ରତିଶତ ଅଂଶଧନ କିଣିବା ପାଇଁ ପ୍ରସ୍ତାବ ଦେଇଛନ୍ତି ବୋଲି ବଲିଉଡ ହଙ୍ଗାମାରେ ଖବର ଶୁଣିବାକୁ ମିଲିଛି । ସୁଶାନ୍ତ ସିଂ ରାଜପୁତଙ୍କ କେସ୍ ପରେ ଧର୍ମା ପ୍ରଡକ୍ସନର ମୁଖ୍ୟ କରନ ଜୋହର ପ୍ରଚୁର କ୍ଷତି ସହିଛନ୍ତି । ଯଦି ଏହା ହୁଏ!-->…
Read More...
Read More...
ଧୁମ୍-୪ ରେ ଏକାସଙ୍ଗେ ଦର୍ଶକଙ୍କ ନଜରରେ ଆସିବେ ରିତିକ୍ ଓ ଜନ୍
ମୁମ୍ବାଇ : ବଲିଉଡ୍ ସିନେମା ଜଗତରେ ବର୍ତ୍ତମାନ ପରଦାକୁ ଆସିବ ଧୁମ୍-୪ । ଧୁମ୍-୪ରେ ଉଭୟ ରିତିକ୍ ରୋଶନ ଓ ଜନ ଆବ୍ରାହମ ଏକାସଙ୍ଗେ ଦର୍ଶକଙ୍କ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି । ପ୍ରଥମଥର ପାଇଁ ରିତିକ୍ ଓ ଜନ୍ ଗୋଟିଏ ଫିଲ୍ମରେ ଏକାସଙ୍ଗେ ନଜର ଆସିବେ । ଏହି ଖବର ସାମ୍ନାକୁ ଆସିବା!-->…
Read More...
Read More...
ପ୍ରସବ ପରେ ମହିଳାମାନେ ଖାଆନ୍ତୁ ଏହି ଗୁଡ଼ ଲଡ଼ୁ : ଭରପୂର ଶକ୍ତି ଓ ସାମର୍ଥ୍ୟ ମିଳିବ
ସାଧାରଣତଃ ପ୍ରସବ ପରେ ମହିଳାମାନେ ଦୁର୍ବଳ ଅନୁଭବ କରନ୍ତୁ । ଏହି ସମୟରେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । ତେବେ ତୁରନ୍ତ ଶକ୍ତି ଓ ସାମର୍ଥ୍ୟ ପାଇବା ପାଇଁ ପ୍ରତ୍ୟହ ନିୟମିତ ଖାଆନ୍ତୁ ଏହି ଗୁଡ଼ ଲଡ଼ୁ । ଏହା କିପରି ତିଆରିବା ଆସନ୍ତୁ ଜାଣିବା । କିଛି କାଜୁ, ପିସ୍ତା!-->…
Read More...
Read More...
ଅଙ୍ଗଦାନ ନିଷ୍ପତ୍ତି ନେଇ ନୂଆବର୍ଷ ଆରମ୍ଭ କଲେ ବରଗଡ଼ର ଦୁଇଜଣ ସମାଜସେବୀ
ବରଗଡ଼, (ନିରୋଜ କୁମାର ପାଣୀ) : ଆରମ୍ଭ ହୋଇଛି ଇଂରାଜୀ ନବବର୍ଷ ୨୦୨୧ । ଏହି ଦିନଟିକୁ ଅନେକ ଲୋକେ ଭୋଜି ଭାତ ସହିତ ମୌଜ ମଜଲିସରେ କଟେଇବାକୁ ପସନ୍ଦ କରିଥାନ୍ତି । ଆଜିକାଲି ଅନେକ ଲୋକ ଏହି ଦିନରେ ଅସହାୟ ଗରିବ ଲୋକଙ୍କ ସହିତ ପାଳନ କରିବାକୁ ପସନ୍ଦ କରୁଛନ୍ତି ନୂଆବର୍ଷ । ବରଗଡ଼ର ଦୁଇଜଣ!-->…
Read More...
Read More...