Browsing Category
ବିଚିତ୍ରା
ବିଗ୍ ବଜେଟ ଫିଲ୍ମ ‘ଆଦିପୁରୁଷ୍’ର ସୁଟିଂ ଆରମ୍ଭ କଲେ ସୈଫ୍ ଅଲ୍ଲୀ ଖାନ ଓ ପ୍ରଭାସ
ମୁମ୍ବାଇ : ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡର ଲୋକପ୍ରିୟ ଅଭିନେତା ସୈଫ୍ ଅଲ୍ଲୀ ଖାନ ବିଗ୍ ବଜେଡ ଫିଲ୍ମ 'ଆଦିପୁରୁଷ'ର ସୁଟିଂ ଆରମ୍ଭ କରିଛନ୍ତି । ତେବେ ଏହା ପ୍ରଭାସ ନିଜେ ଟୁଇଟ କରି ଜଣାଇଛନ୍ତି । ରାମାୟଣ ଉପରେ ଆଧାରିତ ଏହି ଫିଲ୍ମରେ ଓମ୍ ରାୱତ ନିର୍ଦ୍ଦେଶନା ଦେଇଥିବା ବେଳେ!-->…
Read More...
Read More...
ଅମୀର ଖାଁ ଲାଲ ସିଂ ଚଢ଼ା ଫିଲ୍ମର ରିଲିଜ ପର୍ଯ୍ୟନ୍ତ ଫୋନ ବନ୍ଦ କଲେ
ମୁମ୍ବାଇ : ବଲିଉଡ ଷ୍ଟାର ଅମୀର ଖାଁ ତାଙ୍କର ପ୍ରତ୍ୟେକ ଫିଲ୍ମକୁ ଗୁରୁତ୍ୱ ସହକାରେ ନେଇଥାନ୍ତି । ଏବେ ସେ ଲାଲ ସିଂ ଚଢ଼ା ରିଲିଜ ପର୍ଯ୍ୟନ୍ତ ଫୋନ ବନ୍ଦ ରଖିବା ପାଇଁ ନିଷ୍ପତି ନେଇଛନ୍ତି । ସାଧାରଣତଃ ଡିଜିଟାଲ ଯୁଗରେ ମୋବାଇଲଠାରୁ ଦୂରେଇ ରହିବା ଏତେଟା ସହଜ ହୋଇ ନ ଥାଏ । ମାତ୍ର ଅମୀର ଏହି!-->…
Read More...
Read More...
ହଜାର ହଜାର ବର୍ଷ ଧରି ଏଟନା ପର୍ବତରେ ଭୂକମ୍ପ – କ୍ରମାଗତ ଉଦ୍ଗୀରଣ : ଜୋର୍ସୋର୍ ପ୍ରବାହିତ ହେଉଛି ଲାଭା
ନୂଆଦିଲ୍ଲୀ : ହଜାର ହଜାର ବର୍ଷ ଧରି ଭୂକମ୍ପ ଲାଗି ରହିଥିବା ଏଟନା ପର୍ବତର ଆଗ୍ନେୟଗିରିରେ ପୁଣି ଥରେ ବିସ୍ଫୋରଣ ହୋଇଛି । ଏହାର ନିଆଁ ଆକାଶକୁ ଲାଲ କରିଦେଇଛି ଏବଂ ଲାଭା ବହୁ ଦୂରକୁ ପ୍ରବାହିତ ହୋଇଛି । ଏହାର ପାଉଁଶ ସବୁଆଡେ ବ୍ୟାପିଛି । ପାଉଁଶ ବିଷୟରେ ଇଟାଲୀ କର୍ତ୍ତୃପକ୍ଷଙ୍କୁ ଏକ!-->…
Read More...
Read More...
ସି.ଆଇ.ଏସ୍.ଏଫ.ରେ ଯୋଗଦେବେ ପୁରେନାର ଚାଷୀପୁଅ ଦିନେଶ ଧରୁଆ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ବରତୁଣ୍ତା ଗ୍ରାମ ପଞ୍ଚାୟତ ପୁରେନା ଗାଁର ଖଗେଶ୍ବର ଧରୁଆଙ୍କ ପୁଅ ଦିନେଶ ଧରୁଆ ସି.ଆଇ.ଏସ୍.ଏଫରେ ଯୋଗ ଦେବେ । ସେ ୨୦୧୮ ଏସ.ସି.ସି ଆବେଦନ କରିଥିଲେ । ବାପା ଜଣେ ଚାଷୀ ମୂଲିଆ ଲୋକ । ଗାଁର ସ୍କୁଲରେ ପାଠ ପଢିଥିଲେ ।!-->…
Read More...
Read More...
ସର୍କସ ଫିଲ୍ମ ପାଇଁ ରଣବୀର ସିଂ ନେବେ ୫୦ କୋଟି
ମୁମ୍ବାଇ : ବଲିଉଡ ଅଭିନେତା ରଣବୀର ସିଂ ପ୍ରତ୍ୟେକ ହିଟ ଫିଲ୍ମ ପରେ ତାଙ୍କ ଫିସ୍ ବଢ଼ାଇବାରେ ଲାଗିଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ରୋହିତ ସେଟ୍ଟୀଙ୍କ ଆଗାମୀ ଫିଲ୍ମ ସର୍କସ ପାଇଁ ରଣବୀର ୫୦ କୋଟି ଟଙ୍କା ଡିମାଣ୍ଡ କରିଛନ୍ତି । ସେହିପରି ସେ ତାଙ୍କ ଫିଲ୍ମକୁ ଥିଏଟରରେ!-->…
Read More...
Read More...
ଜେ.ଏସ୍. ମ୍ୟୁଜିକ୍ ଦ୍ଵାରା ମୁକ୍ତିଲାଭ କଲା ସମଲପୁରୀ ଦେଶାତ୍ମବୋଧକ ଗୀତ ‘ଫେର୍ ଘାଏ ହେଉ ଜନମ’
ବଲାଙ୍ଗୀର, (କେପିଏନ୍ଏସ୍) : ଜେ.ଏସ୍ ମ୍ୟୁଜିକ୍ ଦ୍ଵାରା ଏକ ସୁନ୍ଦର ସମଲପୁରୀ ଦେଶାତ୍ମବୋଧକ ଗୀତ 'ଫେର୍ ଘାଏ ହେଉ ଜନମ' ଜାନୁଆରୀ ୨୬ ରେ ଇତି ମଧ୍ୟରେ ଜନକ ସେଠ୍ ଅଫିସିଆଲ୍ ୟୁଟ୍ୟୁବ ଚେନାଲରେ ମୁକ୍ତିଲାଭ ହୋଇଯାଇଛି । ଏହି ଗୀତଟି ଖଣତାର ବୀର ଶହୀଦ ରଞ୍ଜନ ଦାସକୁ ସମର୍ପିତ କରାଯାଇଛି ।!-->…
Read More...
Read More...