Browsing Category

ବିଚିତ୍ରା

ସକାଳୁ ଉଠିବା ପରେ ଶରୀରରେ ଏହି ଲକ୍ଷଣଗୁଡିକ ଅନୁଭବ ହେଲେ ତୁରନ୍ତ ମଧୁମେହ ପରୀକ୍ଷା କରା‌ନ୍ତୁ

ଆଜିକାଲି ଅଧିକାଂଶ ଲୋକ ମଧୁମେହ ରୋଗରେ ପୀଡିତ ହେଉଛ‌ନ୍ତି। ପିଲାଠାରୁ ବୟସ୍କ ପର୍ୟ୍ୟନ୍ତ ଲୋକମାନେ ମଧ୍ୟ ଏହି ରୋଗରେ ପୀଡିତ । ଏହି ରୋଗରେ ଶରୀରରେ ରକ୍ତରେ ଶର୍କରା ସ୍ତର ଅନିୟନ୍ତ୍ରିତ ହୋଇଯାଏ । ଏହି ରୋଗ ଏତେ ଗମ୍ଭୀର ଯେ, ଯଦି ଏହାକୁ ଠିକ୍ ସମୟରେ ନିୟନ୍ତ୍ରଣ କରାଯାଏ ନାହିଁ, ତେବେ ଏହା
Read More...

ବଲିଉଡରେ ଚମକ ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରାଙ୍କ ପୁସ୍ତକ ‘ଅନ୍‌ଫିନିସ୍‌ଡ଼୍‌’ ପ୍ରକାଶିତ

ମୁ‌ମ୍ବାଇ : ବଲିଉଡରେ ଚମକ ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରା ଲେଖିକା ହୋଇ ସାରିଥିବା ବେଳେ ନିକଟରେ ତାଙ୍କ ପୁସ୍ତକ 'ଅନ୍‌ଫିନିସ୍‌ଡ଼୍‌' ଲୋକଙ୍କ ସାମ୍ନାରେ ଆସିଛି । ଏହି ବହିରେ ଅଭିନେତ୍ରୀ ତାଙ୍କ ବୋର୍ଡିଂ ସ୍କୁଲରୁ ବଲିଉଡ ଯାଏ ସମୟର ଥଟ୍ଟା, ଘୃଣ୍ୟ ମନ୍ତବ୍ୟ ଏବଂ ଖରାପ ଫ୍ୟାଶନ
Read More...

ଲେମ୍ବୁରୁ କ’ଣ ସବୁ ଲାଭ ମିଳେ, ଜାଣିବା ଆସନ୍ତୁ

ଲେମ୍ବୁ ସମସ୍ତଙ୍କ ପାଇଁ ସହଜଲବ୍ଧ, କିନ୍ତୁ ଏହାର ଉପାଦେୟତା ଦୃଷ୍ଟିରୁ ଯେତେ ପରିମାଣରେ ସମସ୍ତେ ବ୍ୟବହାର କରିବା କଥା, ସେତିକି ବ୍ୟବହୃତ ହୁଏନାହିଁ । ତେବେ ଲେମ୍ବୁରୁ କ’ଣ ସବୁ ଲାଭ ମିଳେ, ଜାଣିବା ଆସନ୍ତୁ । ଲେମ୍ବୁର ପ୍ରଥମ ଗୁଣ ହେଉଛି ଏହା ଅରୁଚି ଦୂର କରିଥାଏ ।ଲେମ୍ବୁ ପ୍ରତ୍ୟହ
Read More...

ଆଜି ଅଭିଷେକ ବଚ୍ଚନଙ୍କ ୪୫ ତମ ଜନ୍ମଦିନ

ମୁମ୍ବାଇ : ଅଭିଷେକ ଆଜି ତାଙ୍କର ୪୫ ତମ ଜନ୍ମଦିନ ପାଳନ କରୁଛନ୍ତି । ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ । ସେ ୫ ଫେବୃଆରୀ ୧୯୭୬ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ଅଭିଷେକ ତାଙ୍କ ପତ୍ନୀ ଐଶ୍ୱର୍ୟ୍ୟା ରାୟ ବଚ୍ଚନ ଏବଂ
Read More...

ଓସ୍କାର ବିଜେତା ଏଆର ରହେମାନ ୱାର ଫିଲ୍ମ ପିପ୍ପାର ସଙ୍ଗୀତ କମ୍ପୋଜ କରିବେ

ମୁମ୍ବାଇ : ବ୍ରିଗେଡିୟର ବଳରାମ ସିଂ ମେହେତାଙ୍କ ଜୀବନୀ ଉପରେ ଆଧାରିତ ୱାର ଫିଲ୍ମ ପିପ୍ପାର ସଙ୍ଗୀତ କମ୍ପୋଜ କରିବେ ଓସ୍କାର ବିଜେତା ସଙ୍ଗୀତକାର ଏଆର ରହେମାନ । ଈଶାନ ଖଟ୍ଟର ବ୍ରିଗେଡିୟର ମେହେତାଙ୍କ ରୋଲ କରିବେ । ସେ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ୪୫ କାଭଲାରୀ ଟ୍ୟାଙ୍କ
Read More...