Browsing Category

ଭଲ ଖବର

ପ୍ରେମରେ ପଡ଼ି ଜୀବନ ସାଥୀ ବାଛିବା ବେଳେ ସଜାଗ ରୁହନ୍ତୁ

ସୁଶ୍ରୀ ସ୍ନେହଲତା ଜୀବନ ସାଥୀ ଚୟନ ଜୀବନରେ ବିଶେଷ ଗୁରୁତ୍ୱ ବହନ କରିଥାଏ । ଏଥିରେ ସାମାନ୍ୟ ଭୁଲ ହେଲେ, ସାରା ଜୀବନ କଷ୍ଟ ପାଇବାକୁ ହୁଏ । ଏଣୁ ପ୍ରେମରେ ପଡ଼ି ଜୀବନ ସାଥୀ ବାଛିବା ବେଳେ ଯୁବତୀମାନେ ସଜାଗ ରହିବା ଆବଶ୍ୟକ । ଆସନ୍ତୁ ଏ ଦିଗରେ କିଛି ଟିପ୍ସ ଉପରେ ଧ୍ୟାନ ଦେବା । …
Read More...

ତମାଖୁ ପରେ ଗୁଟଖା ଓ ମଦର କୋଟି କୋଟି ଟଙ୍କାର ବିଜ୍ଞାପନକୁ ପ୍ରତ୍ୟାଖ୍ୟାନ କଲେ ସାଉଥ୍‌ ସୁପର୍‌ ଷ୍ଟାର ଅଲୁ ଅର୍ଜୁନ

ହାଇଦ୍ରାବାଦ : ଅଲୁ ଅର୍ଜୁନ କେବଳ ଚଳଚ୍ଚିତ୍ରରେ ଅଭିନୟ ମାଧ୍ୟମରେ ପ୍ରଶଂସକଙ୍କ ହୃଦୟ ଜିତନ୍ତି ନାହିଁ, ବରଂ ସେ ବାସ୍ତବ ଜୀବନରେ ଏପରି କିଛି ନିଷ୍ପତ୍ତି ମଧ୍ୟ ନିଅନ୍ତି, ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ଅଟେ । ନିକଟରେ ଗୁଟଖା ଏବଂ ମଦ ବ୍ରାଣ୍ଡର ବିଜ୍ଞାପନ ଦେବା ପାଇଁ 'ପୁଷ୍ପା'…
Read More...

ଅଜବ୍‌ ପ୍ରେମ : ପ୍ରେମିକାଙ୍କ ବାହା କରାଇଲେ ପ୍ରେମିକ

ବାଙ୍ଗାଲୁରୁ : ବାଙ୍ଗାଲୁରୁ ସହର ନିକଟସ୍ଥ ଏକ ଗାଁରେ ଏକ ଅଜବ୍‌ ପ୍ରେମ ଲୋକ ଲୋଚନକୁ ଆସିଛି । ଜଣେ ପ୍ରେମିକ ନିଜେ ପ୍ରେମିକାଙ୍କୁ ଅନ୍ୟ ଜଣଙ୍କ ସହ ବାହା କରାଇଛନ୍ତି । କୁହାଯାଇଛି ଯେ, ଦୀର୍ଘ ୪ ବର୍ଷର ଘନିଷ୍ଠ ପ୍ରେମ ପରେ ହଠାତ୍‌ ପ୍ରେମିକା ଦିନେ ପ୍ରେମିକ ସାମ୍ନାରେ କାନ୍ଦିବା ବେଳେ…
Read More...

ଜିଲ୍ଲାସ୍ତରୀୟ ଯୁବା ପଡୋଶ ସାଂସଦ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନେହେରୁ ଯୁବକେନ୍ଦ୍ର ତଥା ସଦାଇପାଲି ରାମଜୀ ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଯୁବା ପଡୋଶ ସାଂସଦ କାର୍ଯ୍ୟକ୍ରମ ସ୍ଥାନୀୟ ସାଇଟ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡିଆରଡିଏ.ର ଜିଲ୍ଲା ସଂଯୋଜକ(ଦକ୍ଷତା)…
Read More...

ଗଛକୁ ଭଲ ପାଇବା ପାଇଁ ସଚେତନତା ବାର୍ତ୍ତା

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ପଞ୍ଚାୟତରେ ଅଭିନବ ପ୍ରୟାସରେ ଗଛକୁ ଭଲ ପାଇବା ପାଇଁ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି । ଦୁଇଟି ଗଛକୁ ବାହାଘର କରି ଏକ ଅଭିନବ ପ୍ରୟାସରେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦିଆଯାଇଛି । ଏବେ ବି ଦେଖିବାକୁ…
Read More...

ମଡେ଼ଲିଂ କ୍ୟାରିଅର୍‌ ଆଶା ରଖିଥିବା ଶିକ୍ଷାର୍ଥୀଙ୍କ ପାଇଁ ଭଲ ଖବର : ବଲାଙ୍ଗିରରେ ଖୋଲିବ ମଡେ଼ଲିଂ ସ୍କୁଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଡେ଼ଲିଂ କ୍ୟାରିଅର୍‌ ଚାହୁଁଥିବା ଶିକ୍ଷାର୍ଥୀ ଯୁବକ ଯୁବତୀଙ୍କ ପାଇଁ ଏକ ଭଲ ଖବର ରହିଛି । ଏବେ ବଲାଙ୍ଗିରରେ ଖୋଲିବ ମଡେ଼ଲିଂ ସ୍କୁଲ । ମଡେ଼ଲିଂ କ୍ୟାରିଅର୍‌ ଗଢ଼ିବାକୁ ବହୁ ଯୁବକ ଯୁବତୀ ଆଗ୍ରହୀ ଥିଲେ ସୁଦ୍ଧା ସେମାନଙ୍କୁ ସଠିକ୍‌ ମାର୍ଗଦର୍ଶନ…
Read More...

ଖୁସି ଖବର : ଝିଅ ଜନ୍ମ ହେବା ଖୁସିରେ ଦିନ ସାରା ଲୋକଙ୍କୁ ମାଗଣା ପାନିପୁରୀ ଖୁଆଇଲେ ପାନିପୁରୀ ଦୋକାନୀ

ଭୋପାଲ : ଭୋପାଲର ଯେଉଁମାନେ ଝିଅମାନଙ୍କୁ ବୋଝ ବୋଲି ଭାବନ୍ତି, ସେମାନଙ୍କୁ ଏକ ବଡ଼ ବାର୍ତ୍ତା ଦେଇଛନ୍ତି ଜଣେ ବ୍ୟକ୍ତି । ସେ ଝିଅ ଜନ୍ମର ଆନନ୍ଦରେ ଦିନସାରା ଲୋକଙ୍କୁ ମାଗଣା ପାନିପୁରୀ ଖାଇବାକୁ ଦେଇଥିଲେ । ସୂଚନା ଅନୁସାରେ ଭୋପାଲର କୋଲାର ଅଞ୍ଚଳରେ ରହୁଥିବା ଅଂଚଲ ଗୁପ୍ତା ୧୪ ବର୍ଷ ଧରି…
Read More...

ସାବାସ୍‌ ଡାକ୍ତର : ଅଢେଇ ବର୍ଷ ଛୁଆର ଜୀବନ ବଂଚାଇ ଦେବଦୂତ ସାଜିଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାନବ ସେବା ମାଧବ ସେବା । ଏହି ଚିନ୍ତନକୁ ସମାଜରେ କିଛି କିଛି ଲୋକ ନିଜ ଜୀବନର ମୂଳମନ୍ତ୍ର ଭାବେ ଗ୍ରହଣ କରଥାନ୍ତି । ସଦାସର୍ବଦା ଗରିବ ନିଃସହାୟଙ୍କ ପାଇଁ ସାହାଯ୍ୟ ସହଯୋଗ ଯୋଗେଇ ଦେଇ ଆସୁଥିବା ଅନେକ ଲୋକ ପରଦା ପଛରେ ରହିବାକୁ ପସନ୍ଦ କରନ୍ତି । କେବେ ନିଜର…
Read More...

ଗତକାଲି ଦେଓଗାଁ ବ୍ଲକରେ କରୋନା ଶୂନ୍

ଦେଓଗାଁ, (ମନୀଷ କୁମାର ସାହୁ) : ଗତକାଲି ଦେଓଗାଁ ବ୍ଲକରେ କୌଣସି କରୋନା ରୋଗୀ ଚିହ୍ନଟ ହୋଇନଥିବା ଜଣାପଡିଛି । ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।
Read More...

ତାଙ୍କ ମୃତ୍ୟୁ ପରେ ୩ ଟି ରାଜ୍ୟରୁ ୭ ଜଣଙ୍କୁ ନୂତନ ଜୀବନ ଦେଲେ କାମିନୀ

ସୁରଟ : ସୁରଟର ଜଣେ ମହିଳାଙ୍କ ଅଙ୍ଗରୁ ପାଞ୍ଚ ଜଣ ନୂଆ ଜୀବନ ପାଇଛନ୍ତି ଏବଂ ଆଉ ଦୁଇଜଣ ଲୋକ ଉପକୃତ ହେବାକୁ ଯାଉଛନ୍ତି । ଏହି ମହିଳା ଜଣକ ଆଉ ଏହି ଦୁନିଆରେ ନାହାଁନ୍ତି । କିନ୍ତୁ ତାଙ୍କ ହୃଦୟ ଏବେ ବି ଜଣେ ମହିଳାଙ୍କ ଛାତିରେ ଜୀବିତ ରହିଛି । ତାଙ୍କ ଫୁସଫୁସ ଅନ୍ୟ ମହିଳାଙ୍କ ରକ୍ତରେ…
Read More...