pakka

ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡ଼ୀ’ର ଟିଜର ରିଲିଜ

bbehera

ମୁ‌ମ୍ବାଇ : ବଲିଉଡର ଲୋକପ୍ରିୟ ନାୟିକା ଆଲିଆ ଭଟ୍ଟଙ୍କ ଅଭିନୀତ ତଥା ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ସଞ୍ଜୟ ଲୀଲାଭଂସାଲୀଙ୍କ ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡ଼ୀ’ର ଟିଜର ରିଲିଜ ହୋଇଯାଛି । ନିର୍ଦ୍ଦେଶକ ସଞ୍ଜୟ ଲୀଲାଭଂସାଲୀଙ୍କ ଜନ୍ମ ଦିନ ଅବସରରେ ବୁଧବାର ଏହାର ଟିଜର ରିଲିଜ କରାଯାଇଛି । ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡ଼ୀ’ ଏକ ମହିଳାଙ୍କ ରିଅଲ ଲାଇଫ ଉପରେ ଆଧାରିତ ଫିଲ୍ମ । ଏହି ଫିଲ୍ମରେ ଗଙ୍ଗୁବାଈ ଭୂମିକାରେ ନଜର ଆସିଛନ୍ତି ନାୟିକା ଆଲିଆ ଭଟ୍ଟ । ଫିଲ୍ମଟି ଆସନ୍ତା ଜୁଲାଇ ୩୦ରେ ରିଲିଜ ହେବାକୁ ଯାଉଛି । ଫିଲ୍ପଟିର ପ୍ରଜୋଜକ ରହିଛନ୍ତି ଜୟନ୍ତୀଲାଲ ଗଢ଼ା । ଏହି ଫିଲ୍ମର କାହାଣୀ ଲେଖିଛନ୍ତି ଖୋଦ୍ ନିର୍ଦ୍ଦେଶକ ସଞ୍ଜୟ ଲୀଲାଭଂସାଲୀ ।

jay balangir
Leave A Reply

Your email address will not be published.

14 − seven =

error: Content is protected !!