pakka

ପ୍ରସିଦ୍ଧ ପଞ୍ଜାବୀ ଗାୟକ ସରଦୂଲ ସିକନ୍ଦରଙ୍କ ପରଲୋକ

bbehera

ମୁମ୍ବାଇ : ପରଲୋକରେ ପ୍ରସିଦ୍ଧ ପଞ୍ଜାବୀ ଗାୟକ ସରଦୂଲ ସିକନ୍ଦର(୬୦) । କିଡନୀ ସମସ୍ୟା ଯୋଗୁଁ ତାଙ୍କୁ ଗତ ସପ୍ତାହରେ ମୋହାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସଫଳ କିଡନୀ ଅପରେସନ ହୋଇଥିଲା । କିନ୍ତୁ ସେ କରୋନା ସଂକ୍ରମଣର ଶିକାର ହୋଇଗଲେ । ବୁଧବାର ଦିନ ସରଦୂଲ ସିକନ୍ଦର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ପଞ୍ଜାବୀ ସଂଗୀତ ଦୁନିଆର ଏକ ବଡ ଗାୟକ ଥିଲେ । ତାଙ୍କ ଦେହାନ୍ତ ଖବର ପାଇଁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସମେତ ଅନେକ କଳାକାର ଶୋକ ପ୍ରକାଶ କରିଛନ୍ତି ।

jay balangir
Leave A Reply

Your email address will not be published.

16 − six =

error: Content is protected !!