ଆଜି ଦିନ ୩ଟାରେ ରିଲିଜ୍ ହେବ ‘ରାକ୍ଷୀ’

ବଲାଙ୍ଗିର, (କେପିଏନ୍ଏସ୍) : ଭାଇ ଭଉଣୀର ଅତୁଟ ବନ୍ଧନକୁ ନେଇ ଜେବି ଫିଲ୍ମସ୍ ଦ୍ୱାରା ରିଲିଜ୍ ହେବାକୁ ଥିବା ଏକ ଭିନ୍ନ ଧରଣର କ୍ଷୁଦ୍ର ଚଳଜିତ୍ର ‘ରାକ୍ଷୀ’ ଆଜି ଅପରାହ୍ନ ୩ ଟାରେ ରିଲିଜ୍ ହେବାକୁ ଯାଉଛି । ଏଥିରେ ଅଶୋକ ଦୀପ ନିଦେ୍ର୍ଧଶନା ଦେଇଛନ୍ତି । କାହାଣୀକୁ ସାଗର କୁମାର ପ୍ରସ୍ତୁତ କରିଥିବା ବେଳେ ସ୍କ୍ରିନ୍ ପ୍ଲେ ଓ ପ୍ରୋଯୋଜନା ଯୋଗେଶରାଜ ତ୍ରିପାଠୀ ଦାୟିତ୍ୱ ତୁଲାଇଛନ୍ତି । ଏଥିରେ ମୁଖ୍ୟ ଭୂମିକାରେ ଲଳିତ ପୂଜାରୀ, ବେବି ବେହେରା, ସାଗର କୁମାର, ନିକିତା ଭୋଇ, ଆକାଶ କୁମାର, କୁମାର ବଡ, ଲିଙ୍ଗରାଜ ନାଗ ଏବଂ ଶିଶୁ କଲାକାର ଓମ୍, ଶ୍ରୀୟା ଓ ନନ୍ଦିନୀ ଅଭିନୟ କରିଛନ୍ତି ।

Leave A Reply

Your email address will not be published.