ଯଶୋଦା ମହିଳା ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ମଧ୍ୟରେ
ଗଞ୍ଜାମ ପୋଲିସ ପକ୍ଷରୁ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ
…

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଯଶୋଦା ମହିଳା ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ମଧ୍ୟରେ ସାଇବର ସୁରକ୍ଷା ନିମନ୍ତେ ଗଞ୍ଜାମ ପୋଲିସ ଷ୍ଟେସନ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ସୁଶ୍ରୀ ସୁନିତା ରାଉତରାୟ ଉଦ୍ଘାଟନ କରିଥିଲେ…
Read More...

ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ସେଲୁଆଁ ହାଇସ୍କୁଲଠାରେ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ସେଲୁଆଁ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଲାଦ୍ରୀ ବେଜଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସହକାରୀ ଶିକ୍ଷକ ରୋଶନ କୁମ୍ଭାର ପରିଚାଳନା କରିଥିଲେ…
Read More...

ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ : ପ୍ରଥମ ପର୍ଯ୍ୟାୟରେ ପରୀକ୍ଷା ଦେଲେ ୩୫ ହଜାର ପରୀକ୍ଷାର୍ଥୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଏନଆଇଏଲପି) ଅନ୍ତର୍ଗତ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ମୂଲ୍ୟାୟନ ପରୀକ୍ଷା (ଏଫଏଲଏନଟି) ବଲାଙ୍ଗିର ଜିଲ୍ଲାର ପ୍ରାୟ ୨୦୦୦ ହଜାର କେନ୍ଦ୍ରରେ ଅନୁଷ୍ଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ,…
Read More...

ଆଜି ଛାଡଖାଇ କିନ୍ତୁ ଆମିଷ ବଜାର ଖାଁ ଖାଁ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : କାର୍ତ୍ତିକ ମାସ ପରେ ଗତକାଲି ମାର୍ଗଶୀର ମାସ ଗୁରୁବାର ଦିନ ଛାଡଖାଇ ପଡିଥିବାରୁ ଆମିଷ ବଜାରରୁ ମୁଁହ ମୋଡ଼ିଥିଲେ ଲୋକେ । ଆଜି ଶୁକ୍ରବାର ଦିନ ଛାଡଖାଇ ପାଳନ କରୁଥିବାରୁ ଆମିଷ ବଜାରରେ ପ୍ରବଳ ଗହଳି ହେବା ନେଇ ଆଶା ବାନ୍ଧି ବସିଥିଲେ ଆମିଷ ବେପାରୀ…
Read More...

ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ : ମିନି ଟ୍ରକ, କାର ଜବତ ସହ ୨ ଗିରଫ ୩ ଫେରାର

ସୁବର୍ଣ୍ଣପୁର, ( ରାଜ କିଶୋର ତ୍ରିପାଠୀ ) : ଆଜି ସୋନପୁର ପୋଲିସ କୌଣସି ସୂତ୍ରରୁ ଗଞ୍ଜେଇ ଚୋରା ଚାଲାଣ ଖବର ପାଇ ସହରର ବ୍ଲକ ଛକଠାରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଏବଂ ପୋଲିସ ଟିମ୍ ଚେକିଂ ଆରମ୍ଭ କରିଥିଲେ । ଏହି ସମୟରେ ଏକ ମିନିଟ୍ରକ ନଂ (ସିଜି୦୪ପିଇ -୧୫୬୯) କୁ…
Read More...

ଖପ୍ରାଖୋଲ ପଞ୍ଚାୟତ କାର୍ଯ୍ୟାଳୟରେ ‘ବନ୍ଦେ ମାତରଂ’ ଗାନରେ ଗୁଞ୍ଜିଉଠିଲା ଦେଶଭକ୍ତିର ନାଦ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆଜି ଖପ୍ରାଖୋଲ ପଞ୍ଚାୟତ କାର୍ଯ୍ୟାଳୟ ପରିସର ଦେଶଭକ୍ତିର ସ୍ପନ୍ଦନରେ ମହିମାନ୍ୱିତ ହୋଇଯାଇଥିଲା । ପଞ୍ଚାୟତ ନିର୍ବାହୀ ଅଧିକାରୀ ମନୋଜ ସାହୁଙ୍କ ତତ୍ତ୍ୱବଧାନରେ ଆୟୋଜିତ ‘ବନ୍ଦେ ମାତରଂ’ କାର୍ଯ୍ୟକ୍ରମରେ ଖପ୍ରାଖୋଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର କୁନି…
Read More...

ଟିଟିଲାଗଡ ଲାୟନ୍ସ କ୍ଲବ ସମ୍ମିଳନୀ କକ୍ଷର ନବୀକରଣ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ଏକ ଅଗ୍ରଣୀ ସେବା ସଂଗଠନ ଭାବେ ଟିଟିଲାଗଡ ଲାୟନ୍ସ କ୍ଲବ ପରିଚିତ । ଟିଟିଲାଗଡ ସରକାରୀ ଡାକ୍ତରଖାନା ନିକଟରେ ଥିବା ସମ୍ମିଳନୀ କକ୍ଷର ପୁନରୁଦ୍ଧାର କାର୍ଯ୍ୟ ସମ୍ପନ୍ନ ହେବାପରେ ମଙ୍ଗଳବାର ସନ୍ଧ୍ୟା ୪.୩୦ ମିନିଟ ସମୟରେ ଉଦଘାଟିତ…
Read More...

ଲାୟନ୍ସ କ୍ଲବର ଡିଜିଙ୍କ ଅଫିସିଆଲ ଭିଜିଟ

ଲାୟନସ ଡେନର ନବୀକରଣ ଗୃହଉତ୍ସବ,ଚାର୍ଟର ନାଇଟ ଓ ଦିୱାଲି ମିଲନ ପାଳିତ ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗୁରୁବାର ସନ୍ଧ୍ୟା ସାତଟା ସମୟରେ ସ୍ଥାନୀୟ ଗୋବିନ୍ଦ ବାଟିକାଠାରେ ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ଚାର୍ଟର ନାଇଟ ଓ ଦିୱାଲି ମିଲନ ସଭାପତି ଶ୍ରୀ ସଞ୍ଜୟ ସୋନିଙ୍କ ସଭାପତିତ୍ୱରେ…
Read More...

ଆଇସିସି ମହିଳା ବିଶ୍ୱକପ ୨୦୨୫ ଚାମ୍ପିଅନ୍ ଦଳ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ଟ୍ରଫି ଜିତିବାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ଦଳକୁ ଅଭିନନ୍ଦନ ଜଣାଇଲେସଫଳତାର କାହାଣୀ ବାଣ୍ଟି ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଖେଳାଳିମାନଙ୍କୁ ଆହ୍ୱାନ, ପ୍ରତ୍ୟେକ ଖେଳାଳିଙ୍କୁ ବର୍ଷକୁ ତିନୋଟି ସ୍କୁଲ ପରିଦର୍ଶନ କରିବାକୁ…
Read More...

ବନ୍ଦେ ମାତରମକୁ ୧୫୦ ବର୍ଷ

▪ ସମ୍ବିଧାନ ସଭା ଦ୍ୱାରା ୧୯୫୦ରେ ଭାରତର ଜାତୀୟ ଗୀତ ରୂପେ ଗୃହିତ ହୋଇଥିଲା▪ ବନ୍ଦେ ମାତରମକୁ ପ୍ରଥମେ ସ୍ୱତନ୍ତ୍ର ଭାବେ ଲେଖାଯାଇଥିଲା ଏବଂ ପରେ ଏହାକୁ ବଙ୍କୀମ ଚନ୍ଦ୍ର ଚାଟାର୍ଜୀଙ୍କ ଉପନ୍ୟାସ ‘‘ଆନନ୍ଦମଠ’’ (୧୮୮୨ରେ ପ୍ରକାଶିତ)ରେ ସାମିଲ କରାଯାଇଥିଲା▪ ୧୮୯୬ ମସିହାରେ କଲିକତାରେ ଆୟୋଜିତ…
Read More...