୧୪ ବର୍ଷରୁ କମ୍ ଆନ୍ତଃଜିଲ୍ଲା ସ୍ତରୀୟ ଫୁଟବଲ୍ ଚାମ୍ପିଅନସିପ୍ ୨୦୨୬ ସମାପନ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ସରକାରଙ୍କ ସହଯୋଗରେ, ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା ପକ୍ଷରୁ ବୁଧବାର ସନ୍ଧ୍ୟାରେ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ୧୪ ବର୍ଷରୁ କମ୍ ଆନ୍ତଃଜିଲ୍ଲା ସ୍ତରୀୟ (ବାଳିକା ଓ ବାଳକ) ମୁଖ୍ୟମନ୍ତ୍ରୀ ଟ୍ରଫି ୨୦୨୬, ଫୁଟବଲ୍
Read More...

ବିଜେପି ମାଣ୍ଡୋସିଲ ଶକ୍ତି କେନ୍ଦ୍ରର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭାରତୀୟ ଜନତା ପାର୍ଟି ମାଣ୍ଡୋସିଲ ଶକ୍ତି କେନ୍ଦ୍ରର ଭୁତମୁଣ୍ଡା ଡ୍ୟାମ ଠାରେ ବିଜେପିର ବରିଷ୍ଠ ନେତା ଡ଼. ଲଳିତ ଜଗତଙ୍କ ନେତୃତ୍ୱରେ ମାଣ୍ଡୋସିଲ ପଞ୍ଚାୟତ ସ୍ତରୀୟ ସମସ୍ତ କର୍ମୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ
Read More...

ସ୍ୱର୍ଗତ ମାତା-ପିତାଙ୍କ ପବିତ୍ର ସ୍ମୃତିରେ ସେବାର ଅନନ୍ୟ ଉଦାହରଣ : ସହଯୋଗ ଫାଉଣ୍ଡେସନ ମାଧ୍ୟମରେ ୧୦୦୦ରୁ ଅଧିକ ତଉଲିଆ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାନବିକତା, କରୁଣା ଏବଂ ସାମାଜିକ ସେବାର ଏକ ପ୍ରେରଣାଦାୟକ ଉଦାହରଣ ସେତେବେଳେ ଦେଖିବାକୁ ମିଳିଲା, ଯେତେବେଳେ ଅଭିଜିତ ସାହୁ ଏବଂ ଶ୍ରୀମତୀ ସୋନମ ଦାସ ପୂଜ୍ୟ ମାତା-ପିତା ସ୍ୱର୍ଗତ ବିଚିତ୍ର କୁମାର ସାହୁ ଓ ସ୍ୱର୍ଗତ ଶ୍ରୀମତୀ କବିତା ସାହୁଙ୍କ ପବିତ୍ର
Read More...

ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ ପାଇଁ କ୍ୟାବିନେଟ୍ ମନ୍ତ୍ରୀ ତଥା ଲୋଇସିଂହା ବିଧାୟକଙ୍କୁ ଦାବିପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ବର୍ତ୍ତମାନ ସାରା ରାଜ୍ୟରେ ଅନୁଦାନ ସମ୍ପର୍କରେ ଅଭିଯାନ ଆରମ୍ଭ କରିଛନ୍ତି । ଏହି କ୍ରମରେ ଆଜି ବଲାଙ୍ଗିର ଜିଲ୍ଲା ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ ତଥା ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ
Read More...

ବିଶୁଦ୍ଧ ପାନୀୟ ଜଳ ସଙ୍କଟ : ନୂତନ ନଳକୂପ ଖନନ ପାଇଁ ଦାବୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ଗୁଟିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ଜାଲାଙ୍ଗିଆ ଉପର ସାହିରେ ଦେଖିବାକୁ ମିଳିଛି ପାନୀୟ ଜଳର ଉତ୍କଟ ସମସ୍ୟା । ଉପର ସାହିରେ ଦୀର୍ଘ ବର୍ଷ ଧରି ଚାରି ପରିବାର ବସବାସ କରନ୍ତି । କିନ୍ତୁ
Read More...

ସ୍ୱତନ୍ତ୍ର ସଂଘନ ସଂଶୋଧନ ନିମନ୍ତେ ମଦନପୁରରେ ସଚେତନତା ପଦଯାତ୍ରା

ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ପଞ୍ଚାୟତ ସମିତି ତରଫରୁ ବୁଧବାର ଦିନ ମଦନପୁରରେ ସ୍ୱତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାଟିକୁ ସ୍କୁଲ ଛକରୁ ସ୍ୱାଗତ କରାଯାଇ ଡାକବାଜି ଯନ୍ତ୍ର ଏବଂ ଲିଫକେଟ
Read More...

ଛତ୍ରପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତକାଲି ସନ୍ଧ୍ୟାରେ ଭୁବନେଶ୍ଵରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି । ସେ ଗତ ଏକ ମାସରୁ ଉର୍ଦ୍ଧ୍ୱ ଦିନ ଧରି ଶାରୀରିକ ଅସୁସ୍ଥତାରେ ପୀଡ଼ିତ ଥିଲେ । ଗତକାଲି ବିଳମ୍ବିତ
Read More...

ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିମୁକ୍ତ ସଘନ ସଂଶୋଧନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୋଟର ତାଲିକାକୁ ଅଧିକ ସୁଦୃଢ଼, ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ଉଦ୍ଦେଶ୍ୟରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଚାଲିଥିବା ସଘନ ସଂଶୋଧନ କାର୍ଯ୍ୟକ୍ରମ ଅଧୀନରେ ବଲାଙ୍ଗିର ଜିଲ୍ଲାରେ ତଥ୍ୟ ସଂଗ୍ରହ ପ୍ରକ୍ରିୟା ସୁଚାରୁ ଭାବେ ଆଗେଇ ଚାଲିଛି ।
Read More...

ଦୁବାଇରେ ସ୍ତ୍ରୀକୁ ବନ୍ଧା କଲା ସ୍ୱାମୀ ଘଟଣା :୧୦ ବର୍ଷ ପରେ ନିଜ ଗାଁକୁ ଫେରିବେ ମହିଳା ହସ୍ତା

ଟିଟିଲାଗଡ, (କେପିଏନ୍‌ଏସ୍‌) : ୧୦ ବର୍ଷ ପରେ ଗାଁକୁ ଫେରିବେ ଦୁବାଇରେ ବନ୍ଧା ମହିଳା । ସୂଚନା ମୁତାବକ ଟିଟିଲାଗଡ ଥାନା ଜଗୁଆ ଗାଁର ହସ୍ତା ମହାନନ୍ଦ ବୁରାବନ୍ଦ ଗାଁର ପ୍ରେମା ମହାନନ୍ଦକୁ ପ୍ରେମ ବିବାହ କରିଥିଲେ । ଘରୁ ପଳାଇ ମୁମ୍ବାଇରେ ରହି ସେଠାରେ ଦୁହେଁ ଶ୍ରମିକ ଭାବେ କାମ କରୁଥିଲେ ।
Read More...

କୁରୁଲ ସମଲେଶ୍ଵରୀ ଶିଶୁ ମନ୍ଦିରର ତିନିଦିନିଆ ଶୈକ୍ଷିକ ତାଲିମ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୮, ୯ ଓ ୧୦ ତାରିଖ ତିନିଦିନ ବ୍ୟାପି କୁରୁଲ ସମଲେଶ୍ୱରୀ ଶିଶୁ ମନ୍ଦିରର ୧୪ ଜଣ ଗୁରୁଜୀ ଗୁରୁମାଙ୍କ ସରକାରଙ୍କ ନୂତନ ଶିକ୍ଷାନୀତି ଆଧାରରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇ ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ଦିବସରେ ବିଦ୍ୟାଳୟର ସଭାପତି ଦିଗାମ୍ବର ନାଏକ,
Read More...