କନସିଂହା ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷକଙ୍କୁ ଭବ୍ୟ ସ୍ୱାଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୂତନ ପ୍ରଧାନ ଶିକ୍ଷକ ଡକ୍ଟର ପ୍ରେମାନନ୍ଦ ବେହେରାଙ୍କ ଯୋଗଦାନ ଅବସରରେ ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟ କନସିଂହା ଠାରେ ଏକ ସ୍ୱାଗତ ସଭାର ଆୟୋଜନ କରାଯାଇଥିଲା । ଶିକ୍ଷକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ସେମାନଙ୍କର ଶୁଭେଚ୍ଛା ଏବଂ ଶୁଭକାମନା
Read More...

ହତ୍ୟା ମାମଲାର ତିନି ଅଭିଯୁକ୍ତକୁ ଆଜୀବନ ଜେଲ ଓ ଜରିମାନା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗତ ୨୦୨୨ ମସିହା ବାହୁଡ଼ା ଯାତ୍ରା ଦିନ ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ ସଦେଇପାଲି ଠାରେ ଘଟିଥିବା ଏକ ଲୋମଟାଙ୍କୁରା ହତ୍ୟା ମାମଲାର ଚୁଡାନ୍ତ ରାୟ ଜିଲ୍ଲା ସେସନସ କୋର୍ଟରେ ପ୍ରକାଶ ପାଇଛି । ମାନ୍ୟବର ବିଚାରପତି ହିମାଂଶୁ ଶେଖର ସିଂ ସମସ୍ତ
Read More...

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଇନୋଭେସନ ଓ ଷ୍ଟାଟଅପ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଇନୋଭେସନ ଓ ଷ୍ଟାଟଅପ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏଥିରେ ବିଶ୍ୱ ବିଦ୍ୟାଳୟର ସଂଲଗ୍ନ କଲେଜ ଗୁଡିକରୁ ୧୦୦ରୁ ଅଧିକ ପ୍ରସ୍ତାବ ଆସିଥିଲା । ଜିଲ୍ଲା ଶିଳ୍ପ କାର୍ଯ୍ୟାଳୟ ପ୍ରତିନିଧି, ଶିକ୍ଷାବିତ ଓ ଉଦ୍ୟୋଗୀମାନଙ୍କୁ
Read More...

ଓସିଏସ୍‌ ପାଇଲେ ବଲାଙ୍ଗିରର ଅଟଳ ଦାଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଟଳ ଦାଶ ଓପିଏସ୍‌ସି ଦ୍ୱାରା ପରିଚାଳିତ ଓସିଏସ୍‌ ପରୀକ୍ଷାରେ ପାସ ହୋଇଛନ୍ତ । ସେ ମାଲପଡା ନିବାସୀ ରାମ ଦାଶ ଓ ଅନୟା ଦାଶଙ୍କ ଜ୍ୟେଷ୍ଠ ପୁତ୍ର । ଅଟଳ ଭୁବନେଶ୍ୱର ସ୍ଥିତ ବିଜେବି କଲେଜରେ ଗ୍ରାଜୁଏସନ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ସାମାଜିକ
Read More...

କେବିସି ହଟ୍‌ସିଟ୍‌ରେ ବଲାଙ୍ଗିରର କୁମାରୀ ପୂଜା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୌନ୍‌ ବନେଗା କରୋଡ୍‌ପତି ଦେଶର ଅନ୍ୟତମ ଲୋକପ୍ରିୟ କାର୍ଯ୍ରକ୍ରମ ଭାବେ ବେଶ ପରିଚିତ । ଏଥିରେ ବଲାଙ୍ଗିର ସାଲେପାଲି ନିବାସୀ କୁମାରୀ ପୂଜା ହଟ୍‌ସିଟ୍‌ରେ ପହଂଚିଛନ୍ତି । ଯାହା ଏବେ ବଲାଙ୍ଗିରରେ ଚର୍ଚ୍ଚାର ବିଷୟ ପାଲଟିଛି । କୁମାରୀ ପୂଜା ବଲାଙ୍ଗିରର
Read More...

କରାଟେ ପ୍ରଶିକ୍ଷକଙ୍କ ବୃକ୍ଷରୋପଣ ନିଶା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପଂଚାୟତ ଉଚ୍ଚ ବିଦ୍ୟାଳୟ ବରଗାଁରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟାଇକଣ୍ଡୋ କୋଚ୍‌ ତଥା ପରିବେଶ ପ୍ରେମୀ ଅସୀମ କୁମାର ଭୋଇ ବ୍ୟକ୍ତିଗତ ଉଦ୍ୟମରେ ଆଜି ସ୍କୁଲ ପରିସରେ ୩୩ଟି ଚାରା ବୃକ୍ଷରୋପଣ କରିଛନ୍ତି । ଶ୍ରୀ ଭୋଇଙ୍କ ଏଭଳି
Read More...

ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୃସିଂହ ମନ୍ଦିର ପରିସରରେ ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ଅଧିବେଶନ ସଭାପତି ଆଇନଜୀବୀ ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ପ୍ରବଚକ ବଂଶୀଧର ଦାନୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଦୁର୍ଗାଙ୍କ କୃପା ଦୃଷ୍ଟି ସହିତ
Read More...

ଦୋହେଲପଡା ଠାରେ ସୁବର୍ଣ୍ଣଗ୍ରାହୀ ଶୁଣ୍ଢି ସମାଜର ନୂଆଁଖାଇ ଭେଟଘାଟ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଶ୍ରୀରାମ ଗ୍ରାମ ନିକଟସ୍ଥ ଦୋହେଲପଡା ଗ୍ରାମରେ ସୁବର୍ଣ୍ଣଗ୍ରାହୀ ଶୁଣ୍ଢି ସମାଜର କୁଳପତି ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ମହାଆଡମ୍ବରରେ ଅନୁଷ୍ଠିତ
Read More...

ଭାଲୁମୁଣ୍ଡାରେ ମହିଳା ସାମୂକ୍ଷ ଫାର୍ମସ ପ୍ରଡ୍ୟୁସର କଂପାନୀ ଲିଃର ପଞ୍ଚମ ବାର୍ଷିକ ସାଧାରଣ ପରିଷଦ ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଗଂଗାଧର ମେହେର ଧର୍ମଶାଳା ଠାରେ ମହିଳା ସାମୂକ୍ଷ ଫାର୍ମସ ପ୍ରଡ୍ୟୁସର କଂପାନୀ ଲିଃର ୫ମ ବାର୍ଷିକ ସାଧାରଣ ପରିଷଦ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ
Read More...

କ୍ଷୀରବତୀଙ୍କୁ ନ୍ୟାୟ ଦେବା ଦାବିରେ ଥାନା ଗେଟରେ ତାଲା

କେସିଙ୍ଗା, (ପ୍ରୀତେଶ ପଟେଲ) : ଥାନା ଗେଟ୍‌ରେ ତାଲା ମାରିଲେ ଲୋକେ । ଗେଟ୍ ଭିତରେ ଠିଆ ହୋଇ ଦେଖୁଥିଲା ପୋଲିସ । ବାହାରେ ବର୍ଷାକୁ ଖାତିର ନ କରି ଧାରଣାରେ ବସିରହିଲେ ଲୋକେ । ଗତ ୨୪ ତାରିଖ ଦିନ ଦୋଷୀକୁ ଶୀଘ୍ର ଗିରଫ କରି କ୍ଷୀରବତୀଙ୍କୁ ନ୍ୟାୟ ଦେବା ନାରା ଦେଇ ଆଦର୍ଶ ଥାନା ମୁଖ୍ୟ ଦ୍ଵାର
Read More...