ରୋତ କଲେଜରେ ସାପ୍ତାହିକ ଆଲୋଚନା ଚକ୍ର

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତର ଓଡ଼ିଆ ବିଭାଗ, ଶିକ୍ଷା ବିଭାଗ, ଉଦ୍ଭିଦ ବିଜ୍ଞାନ ବିଭାଗ ଓ ଗଣିତ ବିଭାଗରେ ଆଜି ସାପ୍ତାହିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ଅନୁଷ୍ଠିତ "ଫକୀର ମୋହନଙ୍କ ଛ'
Read More...

କଣ୍ଟାବାଞ୍ଜିରେ ନକଲି ମଦ ରାକେଟର ପର୍ଦ୍ଦାଫାସ : ଚାରି ଜଣ ଗିରଫ, ବିପୁଳ ପରିମାଣର ନକଲି ମଦ ଜବତ

ତୁରେକେଲା, (ପିତାମ୍ବର ଦୀପ) : ଅବୈଧ ମଦ ଉତ୍ପାଦନ ଏବଂ ବାଣିଜ୍ୟ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, କଣ୍ଟାବାଞ୍ଜିର ଅବକାରୀ ଷ୍ଟେସନ ଦୁଇଟି ପୃଥକ ମାମଲାରେ ଚାରି ଜଣଙ୍କୁ ଗିରଫ କରିଛି ଏବଂ ବହୁ ପରିମାଣର ନକଲି ଭାରତୀୟ ନିର୍ମିତ ବିଦେଶୀ ମଦ ବୋତଲ ପାଇଁ ବ୍ୟବହୃତ ସାମଗ୍ରୀ ଏବଂ
Read More...

ଚତୁର୍ଥ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ଶିକ୍ଷା ବର୍ଷର ଚତୁର୍ଥ କ୍ଲଷ୍ଟର ସ୍ତରୀୟ ବୈଠକ ଜୁନହାପଦର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଦେବାନନ୍ଦ ନିଷାଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ବ୍ଳକ୍ ଶିକ୍ଷା ଅଧିକାରୀ କବିରାଜ ମାଝୀ ମୁଖ୍ୟ
Read More...

ଗୁରୁ ଦିଲ୍ଲେଶ୍ୱର ତ୍ରିପାଠୀଙ୍କ ଅଷ୍ଟମ ପୂଣ୍ୟ ତିଥି ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦର୍ଶ ଶିକ୍ଷକ ନାଟ୍ୟ ସଂକୀର୍ତ୍ତନ ଗୁରୁ, ଗୀତିକାର, ମୃଦଙ୍ଗ ବାଦକ ତଥା ଶ୍ରୀରାମ ମନ୍ଦିର, ବାନ୍ଧନଘୋରର ପ୍ରତିଷ୍ଠାତା ସ୍ୱର୍ଗତ ଦିଲ୍ଲେଶ୍ୱର ତ୍ରିପାଠୀଙ୍କ ଅଷ୍ଟମ ପୂଣ୍ୟ ତିଥି ଶ୍ରାଦ୍ଧ ଦିବସ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗ୍ରାମ ଠାରେ
Read More...

ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିନ୍ଦୁରବାହାଲ ଶିବ ମନ୍ଦିର ପରିସରରେ କାର୍ଯ୍ୟକାରୀ ସଭାପତି ମଧୁ ମିର୍ଦ୍ଧାଙ୍କ ତତ୍ତ୍ୱାବଧାନରେ ସର୍ବ ଭାରତୀୟ ଅବସରପ୍ରାପ୍ତ କେନ୍ଦ୍ର କର୍ମଚାରୀ ସଂଘ ବଲାଙ୍ଗିର ଶାଖା ବଲାଙ୍ଗିର ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ସମଲେଶ୍ୱର ମନ୍ଦିର ଭୁଷୁଡିବା ୫ ବର୍ଷ ପୁରିଲା : ଅଧାରେ ଅଟକି ରହିଛି ଉନ୍ନତିକରଣ

ଦେବାଳୟ ସୁରକ୍ଷା କମିଟି ଜିଲ୍ଲାପାଳଙ୍କ ଦ୍ୱାରସ୍ତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ମା’ ସମଲେଶ୍ୱରୀ ଦେବୀ ଅସ୍ଥା ଓ ବିଶ୍ୱାସର ଦେବୀ । ଏହି ମନ୍ଦିରଟି ପାଟଣା ଶାସନ ସମୟରେ ୧୯୧୫ ମସିହାରେ ମହାରାଜ ପୃଥ୍ୱୀରାଜ ସିଂହଦେଓ ନିଜର ଗଚ୍ଛିତ ଧନରେ ନିର୍ମାଣ କରିଥିଲେ । ଏହି ମନ୍ଦିର ଏବେ
Read More...

‘ବାଲ୍ମିକୀ ରାମାୟଣର ଶାଶ୍ଵତ ମୂଲ୍ୟବୋଧ’ ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ପାଠାଗାର ଠାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲାର ବିର୍ସା ମୁଣ୍ଡା ନଗର ଶାଖା ଦ୍ୱାରା ଆୟୋଜିତ ମାସିକ ସାରସ୍ଵତ ସମାବେଶରେ 'ବାଲ୍ମିକୀ ରାମାୟଣର ଶାଶ୍ଵତ ମୂଲ୍ୟବୋଧ' ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପିକା ପ୍ରିୟଙ୍କା
Read More...

ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ : ଉଦଘାଟିତ ହେଲା ନୂତନ ଶ୍ରେଣୀ କୋଠରୀ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ସରକାରୀ ପ୍ରାଥମିକ ବିଦ୍ୟାଳୟ ଭୈରୋପୁରରେ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜାରିଂ କ୍ଲଷ୍ଟରର ସିଆର୍‌ସିସି ରାଜେଶ୍ୱର ବେହେରାଙ୍କ ଆବାହକତ୍ୱ ତଥା ସ୍ଥାନୀୟ ସ୍କୁଲର ପ୍ରଧାନଶିକ୍ଷକ ଜଗଦୀଶ ପଧାନଙ୍କ
Read More...

ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲରେ ସ୍ୱାସ୍ଥ୍ୟ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୫ ସ୍ଥିତ ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲ ଠାରେ ଛାତ୍ରଛାତ୍ରୀଙ୍କ ପାଇଁ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷା ମମତା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ପ୍ରାୟ ୬୩୦ ଜଣ ଛାତ୍ରଛାତ୍ରୀ
Read More...

ଉଦ୍ୟୋଗୀ ପ୍ରେରଣା କାର୍ଯ୍ୟକ୍ରମ ୧୯ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ବାଣିଜ୍ୟ ଚାମ୍ବର ଏସ୍‌ସି, ଏସ୍‌ଟି ଏବଂ ମହିଳା ଉଦ୍ୟୋଗୀ (ICCSTWE) ଏବଂ ମ୍ୟୁନିସିପାଲ୍ ଏସ୍‌ଟି ଏସ୍‌ସି ୟୁନିଅନ୍, ରାଉରକେଲା ମିଳିତ ଭାବରେ "ଯୁବମାନଙ୍କ ପାଇଁ ଉଦ୍ୟୋଗୀ ପ୍ରେରଣା କାର୍ଯ୍ୟକ୍ରମ" ଆୟୋଜନ କରୁଛନ୍ତି । ଏହି କାର୍ଯ୍ୟକ୍ରମ ସକାଳ
Read More...