ଡୁମରି ଖୁର୍ଦରେ ଗ୍ରାମ ଚୌପାଲ, କୃଷକଙ୍କ ସହ ଆଲୋଚନା କଲେ କେନ୍ଦ୍ର କୃଷିମନ୍ତ୍ରୀ

ବହୁ ସଂଖ୍ୟକ କୃଷକ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଏବଂ ପଞ୍ଚାୟତ ପ୍ରତିନିଧିମାନଙ୍କ ଅଂଶଗ୍ରହଣକେନ୍ଦ୍ରମନ୍ତ୍ରୀ କୃଷକମାନଙ୍କୁ କୃଷି ସହିତ ପଶୁପାଳନ, ମତ୍ସ୍ୟଚାଷ ଏବଂ ମହୁମାଛି ପାଳନ କରିବାକୁ ଅନୁରୋଧ କରିଥିଲେ"ଲୋକ ଏବଂ ମନ୍ତ୍ରୀମାନେ ଏକାଠି କାମ କଲେ ବ୍ୟାପକ ପରିବର୍ତ୍ତନ ସମ୍ଭବ" :
Read More...

ଦୀପାବଳିରେ ଉପହାର ଦିଅନ୍ତୁ ଫାସ୍‌ଟ୍ୟାଗ ବାର୍ଷିକ ପାସ୍

ନୂଆଦିଲ୍ଲୀ, (ପିଆଇବି) : ଏହି ଉତ୍ସବ ଋତୁରେ ଯାତ୍ରୀମାନଙ୍କ ପାଇଁ ଏକ ଉତ୍ତମ ଉପହାର, ଯାହା ସାରା ଦେଶରେ ଜାତୀୟ ରାଜପଥ ଏବଂ ଜାତୀୟ ଏକ୍ସପ୍ରେସୱେରେ ବର୍ଷସାରା ସୁଗମ ଯାତ୍ରାକୁ ସକ୍ଷମ କରିବ। ବାର୍ଷିକ ପାସ୍ ରାଜମାର୍ଗଯାତ୍ରା ଆପ୍ ମାଧ୍ୟମରେ ଉପହାର ଦିଆଯାଇପାରିବ । ଆପରେ 'ପାସ୍ ଯୋଡନ୍ତୁ'
Read More...

ଡଙ୍ଗରପଡ଼ା କ୍ଲଷ୍ଟରର ଚତୁର୍ଥ ମାସିକ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଡଙ୍ଗରପଡା କ୍ଲଷ୍ଟରର ଚତୁର୍ଥ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସ୍ଥାନୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟ ପିପଲପଦର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଶିକ୍ଷକ ଭାବେ ସିଆର୍‌ସିସି ସତ୍ୟ ନାରାୟଣ ସେନାପତି ଯୋଗଦେଇ ଅକ୍ଟୋବର
Read More...

ସଙ୍କୁଳ ସ୍ତରୀୟ ବିଦ୍ୱତ ପରିଷଦ ଆଲୋଚନା ଚକ୍ର ଓ ବୁଦ୍ଧିଜୀବୀ ସଂଗୋଷ୍ଠୀ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଲୋଇସିଂହାରେ ସଙ୍କୁଳ ସ୍ତରୀୟ ବିଦ୍ଵତ ପରିଷଦ ଆଲୋଚନା ଚକ୍ର ଓ ବୁଦ୍ଧିଜୀବୀ ସଂଗୋଷ୍ଠୀ ଅନୁଷ୍ଠିତ ହୋଇଯାଇଛି । ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ତଥା ଲୋଇସିଂହା ସଙ୍କୁଳ
Read More...

ବୁଢ଼ାବାହାଲ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ବୁଢ଼ାବାହାଲ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉଲ୍ଲାସପୂର୍ଣ୍ଣ କାର୍ଯ୍ୟକ୍ରମରେ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟର ଶିଶୁମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କୃତୀ
Read More...

ହିଞ୍ଜିଳିରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ କଂଗ୍ରେସ ନେତା ରଜନୀ କାନ୍ତ ପାଢ଼ୀଙ୍କ ଅଭିଯୋଗ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି, କଂଗ୍ରେସ ନେତା ରଜନୀ କାନ୍ତ ପାଢ଼ୀ । ଏହା ସାଂଗକୁ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବେଆଇନ୍ ଭାବେ ଚାଳିଥିବା ମଦଭାଟି, ବିଦେଶୀ ମଦ ଦୋକାନ
Read More...

ଆଇସେକ୍ଟ ଦ୍ୱାରା ଆୟୋଜିତ କୌଶଳ ବିକାଶ ଯାତ୍ରା ୨୦୨୫ ସଫଳତାର ସହ ଆରମ୍ଭ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଇସେକ୍ଟ ଓଡ଼ିଶା ଶାଖା ଏବଂ ଆଇସେକ୍ଟ ସ୍କିଲ ସେଣ୍ଟର ଟିଟିଲାଗଡ ଶାଖାର ମିଳିତ ଉଦ୍ୟମରେ କୌଶଳ ବିକାଶ ଯାତ୍ରା ଏବଂ ଏଆଇ ସାକ୍ଷରତା ମିଶନ ସରକାରୀ ଉଚ୍ଚ ମଧ୍ୟମିକ ବିଦ୍ୟାଳୟ(ଖୋଲାନ) ଏବଂ ଟିଟିଲାଗଡ଼ ମହିଳା ଡିଗ୍ରୀ କଲେଜ ଠାରେ ସଫଳତାର ସହ ଆୟୋଜିତ
Read More...

ଧରତି ଆବ୍ୱା ଏକ୍ସପ୍ରେସରୁ ୭୦ ଲକ୍ଷ ଟଙ୍କା ଜବତ ଘଟଣା – ତଦନ୍ତ କଲାପରେ ଛାଡ଼ିଲେ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ସକାଳ ନ'ଟା ବେଳକୁ ଟିଟିଲାଗଡ଼ ରେଳ ଷ୍ଟେସନରେ ଧରତୀ ଆବ୍ୱା ଏକ୍ସପ୍ରେସରେ ଟିଟିଲାଗଡ଼ ରେଳ ସୁରକ୍ଷା ବଳର ଅଧିକାରୀ ଏବଂ କର୍ମଚାରୀମାନେ ଟ୍ରେନ ଭିତରକୁ ଯାଇ ଯାଞ୍ଚ କରିବା ପରେ ଦୁଇ ଜଣଙ୍କୁ ସନ୍ଦେହରେ ଖାନ୍‌ତଲାସୀ କଲା ବେଳେ ତାଙ୍କ ବ୍ୟାଗ୍
Read More...

ରୋତ କଲେଜରେ ସାପ୍ତାହିକ ଆଲୋଚନା ଚକ୍ର

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତର ଓଡ଼ିଆ ବିଭାଗ, ଶିକ୍ଷା ବିଭାଗ, ଉଦ୍ଭିଦ ବିଜ୍ଞାନ ବିଭାଗ ଓ ଗଣିତ ବିଭାଗରେ ଆଜି ସାପ୍ତାହିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ଅନୁଷ୍ଠିତ "ଫକୀର ମୋହନଙ୍କ ଛ'
Read More...

କଣ୍ଟାବାଞ୍ଜିରେ ନକଲି ମଦ ରାକେଟର ପର୍ଦ୍ଦାଫାସ : ଚାରି ଜଣ ଗିରଫ, ବିପୁଳ ପରିମାଣର ନକଲି ମଦ ଜବତ

ତୁରେକେଲା, (ପିତାମ୍ବର ଦୀପ) : ଅବୈଧ ମଦ ଉତ୍ପାଦନ ଏବଂ ବାଣିଜ୍ୟ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, କଣ୍ଟାବାଞ୍ଜିର ଅବକାରୀ ଷ୍ଟେସନ ଦୁଇଟି ପୃଥକ ମାମଲାରେ ଚାରି ଜଣଙ୍କୁ ଗିରଫ କରିଛି ଏବଂ ବହୁ ପରିମାଣର ନକଲି ଭାରତୀୟ ନିର୍ମିତ ବିଦେଶୀ ମଦ ବୋତଲ ପାଇଁ ବ୍ୟବହୃତ ସାମଗ୍ରୀ ଏବଂ
Read More...