ପାଇକମାଲରେ ରାଜ୍ୟ ସ୍ତରୀୟ ଗହ୍ମା ପୂର୍ଣ୍ଣିମା ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ପ୍ରାଣୀ ଚିକିତ୍ସାଳୟ ପରିସରରେ ରାଜ୍ୟ ସ୍ତରୀୟ ଗହ୍ମା ପୂର୍ଣ୍ଣିମା ମହୋତ୍ସବ ଆୟୋଜିତ ହୋଇଯାଇଛି । ଏହି ଉପଲକ୍ଷେ ବଳଦ ଓ ଗାଈମାନଙ୍କୁ ପୂଜା ଅର୍ଚ୍ଚନା କରାଯାଇଥିଲା ଓ ରକ୍ଷା ବନ୍ଧନର ପରମ୍ପରା ମଧ୍ୟ ନିର୍ବାହନ
Read More...

ଦେଓଗାଁ ଡିଗ୍ରୀ କଲେଜର ଏନ୍‌ଏସ୍ଏସ୍ ଅଧିକାରୀ ପାଇଲେ ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର ଏସ୍ଏସ୍ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଆଶିଷ ପଣ୍ଡାଙ୍କୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନ-୨୦୨୬ ପ୍ରଦାନ କରାଯାଇଛି । ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ
Read More...

ମାଣ୍ଡୋସିଲକୁ ପହଞ୍ଚିଲା ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ପାର୍ଥିବ ଶରୀର

ଅଞ୍ଚଳରେ ଶୋକାକୁଳ ପରିବେଶ, ବହୁ ରାଜନୈତିକ ନେତା, କର୍ମୀ ଓ ସମର୍ଥକଙ୍କ ଅନ୍ତିମ ଶ୍ରଦ୍ଧାଞ୍ଜଳି ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ, ପୂର୍ବତନ ମୁଖ୍ୟ ସଚେତକ ତଥା ବରିଷ୍ଠ କଂଗ୍ରେସ ନେତା ସତ୍ୟଭୂଷଣ ସାହୁ (୭୪)ଙ୍କ ପାର୍ଥିବ ଶରୀର
Read More...

ଗୋପପୁର ଆଶ୍ରମରେ ମହିମା ଧର୍ମର ବିରାଟ ଧାର୍ମିକ ସମାବେଶ

ଆଧ୍ୟାତ୍ମିକ ଚେତନାରେ ମୁଖରିତ ମହିମା ଆଶ୍ରମ : ‘ମହିମା ଜ୍ୟୋତି’ ପୁସ୍ତକ ଉନ୍ମୋଚିତ ପଦ୍ମପୁର, (ନିରୋଜ କୁମାର ପାଣୀ) : ମହିମା ଧର୍ମର ମହାନ ଦର୍ଶନ, ଆଧ୍ୟାତ୍ମିକ ଚେତନା ଓ ସମାଜ ସଂସ୍କାରର ବାର୍ତ୍ତାକୁ ନେଇ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଗୋପପୁର ମହିମା ଆଶ୍ରମ ପରିସରରେ
Read More...

ସଂଯୋଗ ହରାଇଲା ଦୁର୍ଗମ ପାହାଡ଼ ଉପରେ ଥିବା ନଲାଚୁଆ ଗାଁ

ଜୟପାଟଣା, (ଶେଷଦେବ ବେହେରା) : ଗତ ୨୩ ତାରିଖ ଦିନର ପ୍ରବଳ ବର୍ଷାରେ ପାହାଡ ଶିଖରରେ ସମସ୍ତ ପ୍ରତିକୂଳ ଅବସ୍ଥାରେ ଅବସ୍ଥାନ କରି ଆସୁଥିବା ନଲାଚୁଆଁ ଗ୍ରାମକୁ ସଂଯୋଗ କରୁଥିବା ଘାଟି ତଳର ସେତୁ ବନ୍ୟା ଜଳରେ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି । ବର୍ଷା ଚାରି ମାସ ଅଭିଶପ୍ତ
Read More...

ତିନି କୋଟିର ଚୋରି ସାମଗ୍ରୀ ଉଦ୍ଧାର କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସ ଏକ ବଡ଼ ଚୋରି ଘଟଣାର ପର୍ଦ୍ଦାଫାଶ କରିଥିବା ନେଇ ସୂଚନା ରହିଛି । ଖୋଦ୍‌ ବଲାଙ୍ଗିର ଏସ୍‌ପି ଏହି ଘଟଣାକୁ ନେଇ ରିଜର୍ଭ ପୋଲିସ ଠାରେ ଏକ ପ୍ରେସମିଟ କରି ଘଟଣାର ଖୁଲାସା କରିଛନ୍ତି । ଗତ ପ୍ରାୟ ଦୁଇ ମାସ ମଧ୍ୟରେ ବଲାଙ୍ଗିର ଜିଲ୍ଲାର
Read More...

ଦେବେନ୍ଦ୍ର କୁମାର ଦାଶ ସ୍ମାରକୀ ବକ୍ତୃତାମାଳା ଓ ଗ୍ରନ୍ଥ ଲୋକାର୍ପଣ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅନ୍ୟତମ ପୁରାତନ ସାହିତ୍ୟ ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଓ ଦେବେନ୍ଦ୍ର ସ୍ମୃତି ନ୍ୟାସର ମିଳିତ ଆନୁକୂଲ୍ୟରେ ଦେବେନ୍ଦ୍ର କୁମାର ଦାଶ ସ୍ମାରକୀ ବକ୍ତୃତାମାଳା ଓ ଗ୍ରନ୍ଥ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପ୍ରତାପ
Read More...

ରକ୍ଷାବନ୍ଧନରେ ଆମ ବସ୍‌ ଚଳାଚଳ ଠପ୍

ରାଉରକେଲା, (ସସ୍ମିତା ପ୍ରଧାନ) : ରକ୍ଷାବନ୍ଧନ ଅବସରରେ ଗୁରୁବାର ମହିଳାଯାତ୍ରୀଙ୍କୁ ଆମ ବସ୍‌ ପକ୍ଷରୁ ମାଗଣା ବସ୍‌ ସୁବିଧା ମିଳିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । କମ୍ପ୍ରେହେନ୍ସିଭ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଏନେଇ ସୂଚନା ଦିଆଯାଇ ଭୁବନେଶ୍ୱର, କଟକ, ପୁରୀ,
Read More...

ସୁନାଫୁଲ ଶିଶୁ କିଶୋର ମେଳା ଓ ଗଙ୍ଗାଧର ମେହେର ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନାଫୁଲ ସାହିତ୍ୟ ସଂସଦ ତରଫରୁ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ସୁନାଫୁଲ ଶିଶୁ କିଶୋର ମେଳା, ଗଙ୍ଗାଧର ମେହେର ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ରକ୍ଷାବନ୍ଧନ, ନୃତ୍ୟ, ସଂଗୀତ ପରିବେଷଣ ସହ କୁନିକୁନି ପିଲାମାନଙ୍କ ଦ୍ଵାରା ସାହିତ୍ୟ ଆସର ଓ
Read More...

ଘୋରଡିଆର ପ୍ରସିଦ୍ଧ ଝୁଲଣ ଯାତ୍ରା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ପ୍ରସିଦ୍ଧ ଝୁଲଣଯାତ୍ରା ପ୍ରତିବର୍ଷ ଭଳି ଚଳିତ ବର୍ଷ ଶ୍ରାବଣ ମାସ ଶୁକ୍ଲପକ୍ଷ ଦଶମୀ ଯୁକ୍ତ ଏକାଦଶୀ ତିଥିରେ ରାଧାକାନ୍ତ ଦେବ ମଠ ଓ ରାଧାମୋହନ ଦେବ ମଠରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...