କନ୍ଧମାଳ ଜିଲ୍ଲାରେ ହାଇୱା ଆସୋସିଏସନ୍ ଗଠିତ : ସଭାପତି ଦେବେନ୍ଦ୍ର ଓ ସମ୍ପାଦକ ଅନୁରାଗ ମନୋନୀତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଖଜୁରୀନାଳ ଠାରେ ଅନୁରାଗ ପାଳଙ୍କ ଆବାହନ କ୍ରମେ ଜିଲ୍ଳା ସ୍ତରୀୟ ହାଇୱା ଆସୋସିଏସନ୍ ଗଠିତ ହୋଇଛି । ଏଥିରେ ସମଗ୍ର ଜିଲ୍ଲାରେ ଥିବା ସମସ୍ତ ହାଇୱା ଓ ଟିପର ମଲିକମାନେ ଉପସ୍ଥିତ ରହି ସର୍ବସମ୍ମତି କ୍ରମେ ସଭାପତି!-->…
Read More...
Read More...