ଆଖାଡା ଓସ୍ତାଦ ପୀତାମ୍ବର ରାଏଙ୍କ ପରଲୋକ

ସମ୍ବଲପୁର(ଦାମୋଦର ପଣ୍ଡା) ସମଲେଶ୍ୱରୀ ମନ୍ଦିରର ଆଖାଡା ଓସ୍ତାଦ ତଥା ପୂର୍ବତନ ରାଜସ୍ବ ଇନ୍ସପେକ୍ଟର ପୀତାମ୍ବର ରାଏ (୬୮)ଙ୍କ ପରଲୋକ ହୋଇଛି । ସେ ନିଜ ଅନ୍ତେ ପତ୍ନୀ, ୩ ଝିଅ ଓ ୩ ପୁଅକୁ ଛାଡି ଯାଇଛନ୍ତି । ପୀତାମ୍ବର ରାଏ ୧୯୯୩ ମସିହାରେ ସମଲେଶ୍ୱରୀ ମନ୍ଦିରର ଆଖଡ଼ା ଓସ୍ତାଦ ଭାବେ ଅଭିଷିକ୍ତ ହୋଇଥିଲେ । ତାଙ୍କ ବିୟୋଗରେ ସହରରେ ଗଭୀର ଶୋକ ପ୍ରକାଶ ପାଇଛି । ତାଙ୍କ ପରଲୋକ ପରେ ମାଷ୍ଟର ସୁରେନ୍ଦ୍ର ନାୟକଙ୍କୁ ଓସ୍ତାଦ ଭାବେ ଅଭିଷେକ କରାଯାଇଛି।

Leave A Reply

Your email address will not be published.