ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘର ସାଧାରଣ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ତୀର୍ଥକ୍ଷେତ୍ର ନୃସିଂହନାଥ ସ୍ଥିତ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜ ଧର୍ମଶାଳା ଠାରେ ପାଇକମାଲ ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ସଭାପତି ଅନୀଲ କୁମାର କାଳିଆଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । ସଭାପତିଙ୍କ
Read More...

ମାସିଏ ଭିତରେ କଲ୍ୟାଣ ମଣ୍ଡପ ପୁନଃ କାର୍ଯ୍ୟକ୍ଷମ ହେଉ, ନଚେତ ଦୁର୍ବାର ଆନ୍ଦୋଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ଲୋକନାଥ ମନ୍ଦିର ନିକଟସ୍ଥ ସର୍ବପ୍ରଥମ କଲ୍ୟାଣ ମଣ୍ଡପକୁ ପୁନଃ କାର୍ଯ୍ୟକ୍ଷମ ଦାବୀରେ ବଲାଙ୍ଗିର ନଗର କଂଗ୍ରେସ ଉପ ଜିଲ୍ଲାପାଳ ଅଫିସ ଘେରିଛି । ୯୦ ଦଶକରେ ତିଆରି ହୋଇଥିବା ଏହି କଲ୍ୟାଣ ମଣ୍ଡପ ସମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅୟୋଜନ
Read More...

କଣ୍ଟାବାଞ୍ଜି ରେଳ ଷ୍ଟେସନରେ ୪ କିଲୋ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ନିଶାଦ୍ରବ୍ୟ ବିରୋଧରେ ବିଶେଷ ଅଭିଯାନରେ, କଣ୍ଟାବାଞ୍ଜି ଏକ୍‌ସାଇଜ୍‌ ଷ୍ଟେସନ୍‌ ଅଧିକାରୀମାନେ ରବିବାର କଣ୍ଟାବାଞ୍ଜି ରେଳଷ୍ଟେସନର ପ୍ଲାଟଫର୍ମ ନମ୍ବର-୧ରୁ ଗୋଟିଏ ଯାତ୍ରୀଙ୍କ ପାଖରୁ ୪ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିଛନ୍ତି । ଏହି ଜବତ ହୋଇଥିବା
Read More...

ଆଠ ଦଫା ଦାବୀରେ ଗୁଞ୍ଜିଲା ଖପ୍ରାଖୋଲ ବ୍ଲକ : ମିଶନ ଶକ୍ତି ଓ ଏମ୍‌ବିକେ ମହିଳାମାନଙ୍କ ଅନିର୍ଦ୍ଧିଷ୍ଟକାଳୀନ ଧର୍ମଘଟ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟ ପରିସର ସୋମବାରଠାରୁ ଉତ୍ତେଜନାମୟ ପରିସ୍ଥିତିରେ ପରିଣତ ହୋଇଛି । ମିଶନ ଶକ୍ତି ଏବଂ ଏମ୍‌ବିକେ ମହିଳା ମାଧୁରୀ ଦୀପ, ସସ୍ମିତା ସରାଫ, ନିରୁପମା ମିଶ୍ର ଏବଂ ସୁଚିତ୍ରା ବେହେରାଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ
Read More...

ଜିଲ୍ଲା ସ୍ତରୀୟ “ଆସ ଆମେ ସ୍କୁଲ ଯିବା’ ଅଭିଯାନ ରଥ ଓ ପଦଯାତ୍ରା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ‘ବିକଶିତ ଭାରତ' ଏବଂ ‘ବିକଶିତ ଓଡ଼ିଶା’ ଗଠନ ଦିଗରେ ବିଦ୍ୟାଳୟ ଶିକ୍ଷା ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଅଧାରୁ ପାଠ ଛାଡ଼ିଥିବା, ଆଦୌ ନାମ ଲେଖାଇନଥିବା ଏବଂ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ
Read More...

ବନ ବିଭାଗ ସାର୍କିଲ ଭବାନୀପାଟଣା ଠାରେ ଆୟୋଜିତ ଦୌଡ ପ୍ରତିଯୋଗିତାରେ ଆଠଗାଁ ବନପାଳ କୈଳାଶ ଚନ୍ଦ୍ର ସାହୁ ଦ୍ୱିତୀୟ…

ଭବାନୀପାଟଣା : ଭବାନୀପାଟଣା ବନ ବିଭାଗ ସାର୍କିଲ ଦ୍ଵାରା ଆୟୋଜିତ ବନ କର୍ମଚାରୀମାନଙ୍କୁ ନେଇ ୧୫ ଗୋଟି ଖେଳ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ କୋରାପୁଟ ଓ ଭବାନୀପାଟଣା ସାର୍କିଲର ସମୁଦାୟ ୩୭୬ ଜଣ ବନ ବିଭାଗର କର୍ମଚାରୀ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଦୌଡ
Read More...

ସୁସ୍ଥ ନାରୀ ସଶକ୍ତ ପରିବାର ପାଇଁ ମେଗା ମହିଳା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ନିର୍ଦ୍ଦେଶନାମା କ୍ରମେ "ସୁସ୍ଥ ନାରୀ ସଶକ୍ତ ପରିବାର" ପାଇଁ ଏକ ମେଗା ମହିଳା ସ୍ୱାସ୍ଥ୍ୟ ଶିବିର ବଲାଙ୍ଗିର ସ୍ଥାନୀୟ କଲେଜ ଛକ ସ୍ଥିତ କନ୍ଧପାଲି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ
Read More...

ତ୍ରିଦିବସୀୟ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ବେଲପଡା : ବେଲପଡ଼ା ବ୍ଲକ ଅନ୍ତର୍ଗତ ଶ୍ରୀଜଗନ୍ନାଥ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଣ୍ଡଳରେ ଜାତୀୟ ସେବା ଯୋଜନା ଅନ୍ତର୍ଗତ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି
Read More...

ଜିଲ୍ଲା ସ୍ତରୀୟ “ଆସ ସ୍କୁଲ ଯିବା” ପଦଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମଗ୍ର ଶିକ୍ଷା ଅଭିଯାନ ଆୟୋଜିତ ଜିଲ୍ଲା ସ୍ତରୀୟ "ଆସ ସ୍କୁଲ ଯିବା" ସଚେତନତା ପଦଯାତ୍ରା ଦେଓଗାଁ ବ୍ଲକ ଅନ୍ତର୍ଗତ ଜରସିଂହା ସ୍ଥିତ ନେତ୍ର ଭାନୁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ଗ୍ରାମ ପରିକ୍ରମା କରି ଜରସିଂହା ସ୍ଥିତ ଖେଳ ପଡିଆ ଠାରେ ଶେଷ
Read More...

ଦେଓଗାଁ ବ୍ଲକରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁସାରେ ଆଜି ଦେଓଗାଁ ବ୍ଲକ ମୁଖ୍ୟାଳୟରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳ ତଥା ଜିଲ୍ଲା
Read More...